ମାସେ ପରେ ଫେରିଲେ ନବୀନ: ବିଜେଡି ବିବାଦ ବଢ଼ିବ ନା ଥମିବ?

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ, ନେତା ନବୀନ ପଟ୍ଟନାୟକ ଆଜି ଓଡ଼ିଶା ଫେରିଛନ୍ତି। ଅପରାହ୍ନ ପ୍ରାୟ ୩ଟାରେ ଏକ ସ୍ଵତନ୍ତ୍ର ଚାର୍ଟର୍ଡ ବିମାନରେ ସେ ଭୁବନେଶ୍ଵର ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇଥିଲୋ। ଅନ୍ୟ ଆଗମନ ଭଳି ଏଥର କୌଣସି ତାମଝାମ ନଥିଲା। କର୍ମୀଙ୍କ ଭିଡ଼ ନଥିଲା କି ସ୍ୱାଗତ ପାଇଁ ଶୋଭାଯାତ୍ରା। ପୁଣି ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ

ମାସେ ପରେ ଫେରିଲେ ନବୀନ: ବିଜେଡି ବିବାଦ ବଢ଼ିବ ନା ଥମିବ?

About the Author