ସର୍ଭେ: ମମତା ଲଗାଇବେ ବିଜୟର ହ୍ୟାଟ୍ରିକ୍ ନା କ୍ଷମତାକୁ ଆସିବ ବିଜେପି, ଜାଣନ୍ତୁ ବଙ୍ଗଳାରେ କାହାକୁ ମିଳିବ କେତେ ଆସନ

West Bengal ABP CVoter Opinion Poll 2021: ରାଜ୍ୟରେ ବାମପନ୍ଥୀ (Left Parties) ଙ୍କ ସହ ମେଣ୍ଟ କରିଥିବା କଂଗ୍ରେସ (Congress) ମଧ୍ୟ ଚ୍ୟାଲେଞ୍ଜ ଦେଉଛି । ଏଭଳି ପରିସ୍ଥିତିରେ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ରହିଛି ଯେ ଏଥର ବଙ୍ଗଳା ଶାସନ ଗାଦିରେ କିଏ ବିରାଜମାନ ହେବେ ।

ସର୍ଭେ: ମମତା ଲଗାଇବେ ବିଜୟର ହ୍ୟାଟ୍ରିକ୍ ନା କ୍ଷମତାକୁ ଆସିବ ବିଜେପି, ଜାଣନ୍ତୁ ବଙ୍ଗଳାରେ କାହାକୁ ମିଳିବ କେତେ ଆସନ

About the Author