ଦିଦି ହେବେ ରାଜ୍ୟପାଳ!

ଉଲ୍ଲେଖନୀୟ ବିଷୟ ହେଉଛି, ଡିସେମ୍ବର ୧୮ରେ ରାଜ୍ୟପାଳ ଜଗଦୀପ ଧନଖର ଡିସେମ୍ବର ୨୦ରେ ହେବାକୁ ଥିବା ଏକ ବୈଠକ ପାଇଁ ରାଜ୍ୟର ବେସରକାରୀ ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା କୁଳପତିମାନଙ୍କୁ ଆମନ୍ତ୍ରଣ କରିଥିଲେ । ପରେ ତାରିଖ ବଦଳାଯାଇଥିଲା ଓ ଗୁରୁବାର ସ୍ଥିର କରାଯାଇଥିଲା କାରଣ COVID-19 ପରିସ୍ଥିତି ଯୋଗୁଁ ବେସରକାରୀ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ସଭାରେ ଯୋଗ ଦେବାକୁ ଅସମର୍ଥତା ପ୍ରକାଶ କରିଥିଲେ । ପରେ ଏହି ବୈଠକ ମଧ୍ୟ ହୋଇପାରିଲା ନାହିଁ ।

ଦିଦି ହେବେ ରାଜ୍ୟପାଳ!

About the Author