ଆସନ୍ତାକାଲି ନୂଆପଡ଼ା ଫଳ, ଚାରିଆଡ଼େ ପ୍ରଶ୍ନ ଦାଦନ କାହାକୁ ଭୋଟ ଦେଲେ?

ନୂଆପଡ଼ା ଉପ ନିର୍ବାଚନର ଫଳାଫଳ ଆସନ୍ତାକାଲି ପ୍ରକାଶ ପାଇବ। ସକାଳ ୮ଟାରୁ ନ୍ୟାସନାଲ୍‍ କଲେଜରେ ଗଣତି ଲାଗି ବ୍ୟବସ୍ଥା କରାଯାଇଛି। ୧୪ଟି ଟେବଲରେ ୨୬ ରାଉଣ୍ଡରେ ୩୫୮ ଇଭିଏମ୍‍ ଗଣତି ହେବ। ଅପରାହ୍ଣ ବେଳକୁ ସ୍ଥିତି ପ୍ରାୟତଃ ସ୍ପଷ୍ଟ ହୋଇଯିବ। ତଥାପି ଗଲା ଦୁଇଦିନ ହେଲା ରାଜନୀତିକ ଦଳଠାରୁ ତୃଣମୂଳର କର୍ମୀ ଓ ଭୋଟର ଏବେ ଏକ ଅନିଶ୍ଚିତ ବାତାବରଣ ଭିତରେ

ଆସନ୍ତାକାଲି ନୂଆପଡ଼ା ଫଳ, ଚାରିଆଡ଼େ ପ୍ରଶ୍ନ ଦାଦନ କାହାକୁ ଭୋଟ ଦେଲେ?

About the Author