• ବାହାର ରାଜ୍ୟରୁ ଓଡ଼ିଶା ଆସିବା ପାଇଁ ଥିବା କଟକଣା ପ୍ରତ୍ୟାହାର
  • ଆବଶ୍ୟକ ନାହିଁ କୋରୋନା ଟେଷ୍ଟ ରିପୋର୍ଟ ଓ ଦ୍ୱିତୀୟ ଡୋଜ୍ ପ୍ରମାଣପତ୍ର
  • ଅଗଷ୍ଟ ୯ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ
  • ଶ୍ରେଣୀଗୃହ ଶିକ୍ଷାଦାନର ରେକର୍ଡିଂ ଅନୁପସ୍ଥିତ ଛାତ୍ରଙ୍କୁ ପଠାଯିବ
  • ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ପକ୍ଷରୁ SOP ଜାରି
  • ଅଲମ୍ପିକ ୨୦୨୦: ଆସାମର ୨୩ ବର୍ଷୀୟା ଲଭଲିନାଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ
  • ଅକ୍ଟୋବର ୨୪ରେ ଭାରତ-ପାକିସ୍ତାନ କ୍ରିକେଟ ଟକ୍କର
  • ଖୁବ୍‌ ଶୀଘ୍ର ବିରଞ୍ଚିଙ୍କ ବିରୋଧରେ ମାମଲା ରୁଜୁ କରିପାରେ ED
  • ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କୋରୋନାର ୪୨,୬୨୫ଟି ନୂଆ ମାମଲା ଚିହ୍ନଟ, ୫୬୨ ମୃତ
  • ରାଜ୍ୟରେ ଆଜି ୧୩୧୫ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ୬୬ ମୃତ
ଗାଦି ଛାଡିଲେ Yediyurappa; କିଏ ହେବେ Karnataka CM?

ଗାଦି ଛାଡିଲେ Yediyurappa; କିଏ ହେବେ Karnataka CM?

ଦଳର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଦ୍ୱାରା ଯେଉଁ ଦଳୀୟ ନେତାଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ପ୍ରଦାନ କରାଯିବ ମୁଁ  ତାଙ୍କ ସହ କାର୍ଯ୍ୟ କରିବାକୁ ପ୍ରସ୍ତୁତ ରହିଛି।

Jul 26, 2021, 02:45 PM IST
ଦିଦିଙ୍କ 'ମିଶନ୍ ଦିଲ୍ଲୀ' ଉପରେ BJPର ଶକ୍ତ ପ୍ରହାର

ଦିଦିଙ୍କ 'ମିଶନ୍ ଦିଲ୍ଲୀ' ଉପରେ BJPର ଶକ୍ତ ପ୍ରହାର

ଦିଲ୍ଲୀ ଗସ୍ତ ସମୟରେ ମମତା ଦିଦି (Mamata Banerjee) ବିରୋଧୀ ଦଳର ନେତା ସୋନିଆ ଗାନ୍ଧୀ ଏବଂ ଶରଦ ପାୱାରଙ୍କୁ ମଧ୍ୟ ଭେଟି ପାରନ୍ତି। ତାଙ୍କର ଏହି ଗସ୍ତ ମିଶନ୍ ୨୦୨୪ ସହିତ ମଧ୍ୟ ଜଡିତ ଅଛି।

Jul 26, 2021, 10:38 AM IST
Karnataka CM ପଦରେ Yediyurappa ରହିବେ ନା ହଟିବେ? କଣ କହିଲେ Nadda...

Karnataka CM ପଦରେ Yediyurappa ରହିବେ ନା ହଟିବେ? କଣ କହିଲେ Nadda...

ଦକ୍ଷିଣ ଭାରତରେ କେବଳ କର୍ଣ୍ଣାଟକ ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ଦଳୀୟ ସଙ୍ଗଠନକୁ ମଜବୁତ କରିବା ସହ ବିଭିନ୍ନ ସମୟରେ ସରକାର ଗଠନ କରିଛି ବିଜେପି।     

Jul 25, 2021, 09:45 PM IST
ନିର୍ବାଚନ ଆୟୋଗକୁ BJPର ଚେତାବନୀ; 'ପଞ୍ଚାୟତ ପୂର୍ବରୁ ହେଉ ପୌର ନିର୍ବାଚନ'

ନିର୍ବାଚନ ଆୟୋଗକୁ BJPର ଚେତାବନୀ; 'ପଞ୍ଚାୟତ ପୂର୍ବରୁ ହେଉ ପୌର ନିର୍ବାଚନ'

ରାଜ୍ୟ ବିଜେପି ମୁଖପାତ୍ର, ପିତାମ୍ଵର ଆଚାର୍ଯ୍ୟ ପ୍ରେସମିଟ କରି କହିଛନ୍ତି ଯେ, ୭୩ ଓ ୭୪ ସମ୍ବିଧାନ ସଂଶୋଧନ ଜରିଆରେ ପୌର ଓ ପଞ୍ଚାୟତକୁ ସଂସଦରେ ସାମ୍ବିଧାନିକ ସ୍ୱୀକୃତି ପ୍ରଦାନ କରାଯାଇଛି।

Jul 25, 2021, 06:39 PM IST
UP Election 2022: ମଇଦାନରେ BJPର ବରିଷ୍ଠ, ମୁଖ୍ୟମନ୍ତ୍ରୀ ଯୋଗୀ ବି ମାଗିବେ ଭୋଟ୍

UP Election 2022: ମଇଦାନରେ BJPର ବରିଷ୍ଠ, ମୁଖ୍ୟମନ୍ତ୍ରୀ ଯୋଗୀ ବି ମାଗିବେ ଭୋଟ୍

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Cm Yogi Adityanath) ବର୍ତ୍ତମାନ ବିଧାନ ପରିଷଦର ସଦସ୍ୟ ଅଛନ୍ତି। ଏଥି ସହିତ ରାଜ୍ୟ ବିଜେପି ସଭାପତି ସ୍ୱତନ୍ତ୍ର ଦେବ ସିଂ, ମହେନ୍ଦ୍ର ସିଂଙ୍କ ପରି ଅନେକ ବରିଷ୍ଠ ନେତାମାନେ ମଧ୍ୟ ନିର୍ବାଚନ (UP Assembly Election) ଲଢିବେ। 

Jul 24, 2021, 11:35 AM IST
କୁହୁଳୁଛି ଅସନ୍ତୋଷ; ସିଦ୍ଧୁଙ୍କ ସିଂହାସନ ଆରୋହଣ ଉତ୍ସବରେ ଯୋଗ ଦେବେ କି ମୁଖ୍ୟମନ୍ତ୍ରୀ?

କୁହୁଳୁଛି ଅସନ୍ତୋଷ; ସିଦ୍ଧୁଙ୍କ ସିଂହାସନ ଆରୋହଣ ଉତ୍ସବରେ ଯୋଗ ଦେବେ କି ମୁଖ୍ୟମନ୍ତ୍ରୀ?

ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ମିଳିବାକୁ ନେଇ ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ। 

Jul 22, 2021, 10:19 PM IST
Pegasus Case: ରାଜ୍ୟସଭାରେ ହଙ୍ଗାମା, ଆଇଟି ମନ୍ତ୍ରୀଙ୍କ ହାତରୁ ଚିଠି ଟାଣି ଚିରି ଦେଲେ TMC ସାଂସଦ

Pegasus Case: ରାଜ୍ୟସଭାରେ ହଙ୍ଗାମା, ଆଇଟି ମନ୍ତ୍ରୀଙ୍କ ହାତରୁ ଚିଠି ଟାଣି ଚିରି ଦେଲେ TMC ସାଂସଦ

Pegasus Case ପ୍ରସଙ୍ଗରେ ଆଜି ଆଇଟି ମନ୍ତ୍ରୀ (IT Minister) ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା (Rajya sabha) ରେ ବିବୃତ୍ତି ରଖିଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀମାନେ କ୍ରମାଗତ ଭାବରେ ସରକାରଙ୍କୁ ଘେରିଛନ୍ତି।

Jul 22, 2021, 06:44 PM IST
Karnataka Politics: ନେତୃତ୍ୱ ପରିବର୍ତ୍ତନ ନେଇ ଏହା କହିଲେ CM Yediyurappa

Karnataka Politics: ନେତୃତ୍ୱ ପରିବର୍ତ୍ତନ ନେଇ ଏହା କହିଲେ CM Yediyurappa

ଦିଲ୍ଲୀରେ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ ହୋଇଥିବା ସାକ୍ଷାତକାର କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନ ନେଇ ହେଉଥିବା ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଥିଲା। 

Jul 22, 2021, 06:05 PM IST
ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତିବାଦରେ ବିଜେପିର କ୍ୟାଣ୍ଡେଲ ଶୋଭାଯାତ୍ରା

ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତିବାଦରେ ବିଜେପିର କ୍ୟାଣ୍ଡେଲ ଶୋଭାଯାତ୍ରା

କୋରୋନା ସମୟରେ ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧି, ଅଘୋଷିତ ବିଦ୍ୟୁତ କାଟ, ଲୋ ଭୋଲ୍ଟେଜ ଭଳି ସମସ୍ୟା, ବିଦ୍ୟୁତ ବିଭାଗର ଦୌରାତ୍ମା ଏବଂ ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ଲକ୍ଷ୍ମୀ ଟକିଜ ଛକରୁ ଗୋଲବଜାର ଛକ ଯାଏଁ ଗତକାଲି ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

Jul 22, 2021, 10:01 AM IST
ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟିର Mission-350

ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟିର Mission-350

ସରୋସିସ୍ଥିତ ମନୋହର ଲାଲ ଇଣ୍ଟର କଲେଜରେ ସ୍ଥାପିତ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ମନୋହର ଲାଲଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବାକୁ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ସେଠାକୁ ଯାଇଥିଲେ। 

Jul 22, 2021, 08:09 AM IST
Crackdown in MVA; ବଡ଼ ଘୋଷଣା କଲେ Maharastra Congress President

Crackdown in MVA; ବଡ଼ ଘୋଷଣା କଲେ Maharastra Congress President

ମହାରାଷ୍ଟ୍ରରେ କ୍ଷମତାସୀନ ମହାବିକାଶ ଅଘାଡି ମେଣ୍ଟରେ ସାମିଲ ଥିବା ୩ ପ୍ରମୁଖ ଅଂଶୀଦାର ଦଳ ହେଉଛନ୍ତି ଶିବସେନା, କଂଗ୍ରେସ, ଏନସିପି।

Jul 21, 2021, 10:58 PM IST
Punjab Politics: ତୁଟୁନାହିଁ କଳି, ବିଧାୟକ ଦଳ ବୈଠକ ଡାକିଲେ Sidhu

Punjab Politics: ତୁଟୁନାହିଁ କଳି, ବିଧାୟକ ଦଳ ବୈଠକ ଡାକିଲେ Sidhu

ସିଦ୍ଧୁଙ୍କୁ ଦଳୀୟ ସଭାପତି କରିବାକୁ ନେଇ ଦୁଇ ଫାଳରେ ବିଭକ୍ତ ହୋଇଯାଇଛି ପଞ୍ଜାବ କଂଗ୍ରେସ।

Jul 21, 2021, 05:43 PM IST
Karnataka Politics: ନେତୃତ୍ୱ ପରିବର୍ତ୍ତନ ନେଇ ଏପରି କହିଲେ CM Yediyurappa

Karnataka Politics: ନେତୃତ୍ୱ ପରିବର୍ତ୍ତନ ନେଇ ଏପରି କହିଲେ CM Yediyurappa

କ୍ୟାବିନେଟ ଅଦଳବଦଳ କରିବାକୁ ନେଇ ଆଲୋଚନା ହୋଇନାହିଁ। ରାଜ୍ୟର ବିକାଶ ପ୍ରସଙ୍ଗରେ ମୁଁ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛି।

Jul 20, 2021, 10:32 PM IST
ଥମୁନି ବିବାଦ; କ୍ଷମା ପ୍ରର୍ଥନାକୁ ନେଇ ମୁହାଁମୁହିଁ Sidhu-Amarinder

ଥମୁନି ବିବାଦ; କ୍ଷମା ପ୍ରର୍ଥନାକୁ ନେଇ ମୁହାଁମୁହିଁ Sidhu-Amarinder

ସିଦ୍ଧୁଙ୍କୁ ପକ୍ଷରୁ କରାଯାଉଥିବା ଟାର୍ଗେଟକୁ ନେଇ ଖପ୍ପା ହୋଇଉଠିଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ। 

Jul 20, 2021, 06:45 PM IST
ସଂସଦରେ ହଙ୍ଗାମା ପାଇଁ କଂଗ୍ରେସକୁ ଟାର୍ଗେଟ କଲେ ମୋଦି, କହିଲେ-ସେମାନଙ୍କୁ ଲାଗୁଛି...

ସଂସଦରେ ହଙ୍ଗାମା ପାଇଁ କଂଗ୍ରେସକୁ ଟାର୍ଗେଟ କଲେ ମୋଦି, କହିଲେ-ସେମାନଙ୍କୁ ଲାଗୁଛି...

ଏହି ବୈଠକରେ ପ୍ରଧାନମନ୍ତ୍ରୀ (PM Modi) କହିଛନ୍ତି ଯେ, "ସରକାର ପାଇଁ କୋରୋନା ମହାମାରୀ ରାଜନୀତି ନୁହେଁ ବରଂ ଏକ ମାନବୀୟ ପ୍ରସଙ୍ଗ ।"

Jul 20, 2021, 02:29 PM IST
ସଭାପତି ନିଯୁକ୍ତି ପରେ ଥମୁନି ବିବାଦ; ପାରବାରିକ ରାଜନୀତିରେ ବଳିପଡିଲେ କି ମୁଖ୍ୟମନ୍ତ୍ରୀ?

ସଭାପତି ନିଯୁକ୍ତି ପରେ ଥମୁନି ବିବାଦ; ପାରବାରିକ ରାଜନୀତିରେ ବଳିପଡିଲେ କି ମୁଖ୍ୟମନ୍ତ୍ରୀ?

ନୂଆ ଅଧ୍ୟକ୍ଷଙ୍କ ସହ ୪ ଜଣ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରିବାକୁ ନେଇ ଅସନ୍ତୁଷ୍ଟ ହୋଇଉଠିଛନ୍ତି ପଞ୍ଜାବ କଂଗ୍ରେସର ଅନେକ ନେତା।

Jul 19, 2021, 06:42 PM IST
ଦାୟିତ୍ୱ ନେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତିଦେଲେ Sidhu

ଦାୟିତ୍ୱ ନେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତିଦେଲେ Sidhu

ପଞ୍ଜାବରେ କଂଗ୍ରେସ ଗଡ଼କୁ ମଜବୁତ କରିବା ପାଇଁ ଦଳର ପ୍ରତ୍ୟେକ କର୍ମକର୍ତ୍ତାଙ୍କ ସହ ମିଶି ମୁଁ କାର୍ଯ୍ୟ କରିବି।       

Jul 19, 2021, 04:15 PM IST
PPCC ଅଧ୍ୟକ୍ଷ ହେଲେ Sidhu; ଗ୍ରହଣ କରିବେ ତ CM Amarinder?

PPCC ଅଧ୍ୟକ୍ଷ ହେଲେ Sidhu; ଗ୍ରହଣ କରିବେ ତ CM Amarinder?

ସିଦ୍ଧୁଙ୍କୁ ସଭାପତି କରିବାକୁ ନେଇ ଦଳରେ ସୃଷ୍ଟି ହୋଇଥିବା ଅସନ୍ତୋଷକୁ ଦବାଇବା ଲାଗି ପ୍ରୟାସ କରିଛନ୍ତି ପଞ୍ଜାବ କଂଗ୍ରେସ ପ୍ରଭାରୀ। 

Jul 19, 2021, 02:34 PM IST
Punjab Congress: Party High Command ଙ୍କ ନିର୍ଦ୍ଦେଶ ମାନିବେ କି CM Amarinder?

Punjab Congress: Party High Command ଙ୍କ ନିର୍ଦ୍ଦେଶ ମାନିବେ କି CM Amarinder?

ଗତ ୨୦୧୭ ପଞ୍ଜାବ ବିଧାନସଭା ନିର୍ବାଚନ ପର ଠାରୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରି ଆସୁଥିଲେ ସିଦ୍ଧୁ।

Jul 18, 2021, 04:57 PM IST
ଥମୁନି ବିବାଦ; Punjab Congress ଅଧ୍ୟକ୍ଷ ଆସନକୁ ନେଇ ଛକାପଞ୍ଝା ଜାରି

ଥମୁନି ବିବାଦ; Punjab Congress ଅଧ୍ୟକ୍ଷ ଆସନକୁ ନେଇ ଛକାପଞ୍ଝା ଜାରି

ସିଦ୍ଧୁଙ୍କୁ ରାଜ୍ୟ କଂଗ୍ରେସ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ କରିବାକୁ ସହଜେ ଗ୍ରହଣ କରି ପାରୁନାହାନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ।

Jul 18, 2021, 01:32 PM IST