• କାଲିଠୁ କଟକ ଜିଲ୍ଲାରେ ଖୋଲିବ ସବୁ ଧର୍ମାନୁଷ୍ଠାନ
  • EVM ବଦଳରେ ବାଲାଟ ପେପର୍‌ ମାମଲାକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ
  • ଆଜି CBSEର ଦଶମ ଶ୍ରେଣୀ ଫଳାଫଳ
  • cbse.gov.inରେ ଫଳ ପ୍ରକାଶ
  • ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ରେଜଲ୍ଟ ପ୍ରକାଶ କରିଛି CBSE
  • ଭୁବନେଶ୍ବର ଜୟଦେବ ବିହାର ଛକରେ ମହିଳାଙ୍କଠୁ ୧୦ ଲକ୍ଷ ଟଙ୍କା ଲୁଟ୍
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୨ ଜୀବନ
  • ଦେଶରେ ଦିନକରେ ୩୦ ହଜାର ୫୪୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଦିନକରେ ଆଉ ୧୧୨୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୯ କୋରୋନା ଆକ୍ରାନ୍ତ ମୃତ
ପିଏମ ମୋଦିଙ୍କୁ ସାକ୍ଷାତ କଲେ ଏନସିପି ମୁଖ୍ୟ ଶରଦ ପାୱାର, ଜାଣନ୍ତୁ ଏହି ବୈଠକ ପଛର କାରଣ

ପିଏମ ମୋଦିଙ୍କୁ ସାକ୍ଷାତ କଲେ ଏନସିପି ମୁଖ୍ୟ ଶରଦ ପାୱାର, ଜାଣନ୍ତୁ ଏହି ବୈଠକ ପଛର କାରଣ

ନିକଟ ଅତୀତରେ କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରିତ (Union Cabinet expanded) ହୋଇଛି ଯେଉଁଥିରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ (former Maharashtra CM Devendra Fadnavis) ଙ୍କୁ ମୁଖ୍ୟ ଦାବିଦାର ଭାବରେ ବିବେଚନା କରାଯାଉଥିଲା । କିନ୍ତୁ ଫଡନାଭିସ୍ କେନ୍ଦ୍ର କ୍ୟାବିନେଟର ଏକ ଅଂଶ ହୋଇପାରିଲେ ନାହିଁ । ଏହାର ଅର୍ଥ ସ୍ପଷ୍ଟ ଯେ ମହାରାଷ୍ଟ୍ରରେ ନୂଆ ରାଜନୈତିକ ସମୀକରଣ କେବେ ଦେଖାଦେଉଛି ତ ବେଳେବେଳେ ବିଗିଡ଼ି ଯାଉଛି ।

Jul 17, 2021, 01:18 PM IST
Congress ଅଧ୍ୟକ୍ଷାଙ୍କୁ ଚେକମେଟ; କେନ୍ଦ୍ରମନ୍ତ୍ରୀ Smruti Irani ହେଲେ DISHA ଅଧ୍ୟକ୍ଷ

Congress ଅଧ୍ୟକ୍ଷାଙ୍କୁ ଚେକମେଟ; କେନ୍ଦ୍ରମନ୍ତ୍ରୀ Smruti Irani ହେଲେ DISHA ଅଧ୍ୟକ୍ଷ

କେନ୍ଦ୍ରମନ୍ତ୍ରୀ ଆମେଠି ସଂସଦୀୟ କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଥିବା ବେଳେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ପଡୋ଼ଶୀ ରାଏବରେଲି ଲୋକସଭା ଆସନରୁ ସାଂସଦ ଅଛନ୍ତି।

Jul 16, 2021, 05:58 PM IST
ଅଖିଳେଶଙ୍କ ଇମ୍ରାନ ପ୍ରୀତି! ସମାଜବାଦୀ ପାର୍ଟି ରାଲିରେ 'ପାକିସ୍ତାନ ଜିନ୍ଦାବାଦ୍' ସ୍ଲୋଗାନ

ଅଖିଳେଶଙ୍କ ଇମ୍ରାନ ପ୍ରୀତି! ସମାଜବାଦୀ ପାର୍ଟି ରାଲିରେ 'ପାକିସ୍ତାନ ଜିନ୍ଦାବାଦ୍' ସ୍ଲୋଗାନ

ଭାଇରାଲ ଭିଡିଓରେ ସମାଜବାଦୀ ପାର୍ଟି (Samajwadi Party) ର ରାଲିରେ ଉପସ୍ଥିତ ଥିବା ଲୋକମାନେ ‘ପାକିସ୍ତାନ ଜିନ୍ଦବାଦ୍' ସ୍ଲୋଗାନ ଦେଉଥିବା ଶୁଣିବାକୁ ମିଳୁଛି। ବିଜେପି ସରକାର ବିରୋଧରେ ବିକ୍ଷୋଭ ପରେ ସମାଜବାଦୀ ପାର୍ଟିର କର୍ମୀମାନେ ଫେରୁଥିବା ବେଳେ ଏହି ସ୍ଲୋଗାନ ଦିଆଯାଇଥିଲା।

Jul 16, 2021, 02:57 PM IST
ତେଜିଲା ଅସନ୍ତୋଷ; ଦଳ ବିରୁଦ୍ଧରେ ସ୍ୱର ଉଠାଇଲେ Punjab CM Amarinder

ତେଜିଲା ଅସନ୍ତୋଷ; ଦଳ ବିରୁଦ୍ଧରେ ସ୍ୱର ଉଠାଇଲେ Punjab CM Amarinder

ଦଳରେ ସୃଷ୍ଟି ହୋଇଥିବା ଅସନ୍ତୋଷକୁ ଦବାଇବାକି ପଞ୍ଜାବ କଂଗ୍ରେସ କମିଟିରେ ଦୁଇ ଜଣ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି ଦଳୀୟ ନେତୃବୃନ୍ଦ। 

Jul 15, 2021, 11:05 PM IST
President Election ଲଢିବାକୁ ନେଇ ଏପରି କହିଲେ Sharad Pawar

President Election ଲଢିବାକୁ ନେଇ ଏପରି କହିଲେ Sharad Pawar

ଆସନ୍ତା ବର୍ଷ ଅନୁଷ୍ଠିତ ହେଉଥିବା  ରାଷ୍ଟ୍ରପତି ନିର୍ବାଚନକୁ ନେଇ ସରଗରମ ହୋଇଉଠିଲାଣି ଦେଶର ରାଜନୀତି। 

Jul 15, 2021, 06:49 PM IST
Navjot Singh Sidhu ହେବେ Punjab Congress ମୁଖ୍ୟ!

Navjot Singh Sidhu ହେବେ Punjab Congress ମୁଖ୍ୟ!

ବିଭିନ୍ନ ପ୍ରସଙ୍ଗକୁ ନେଇ ଅନେକ ସମୟରେ ମୁହାଁମୁହିଁ ହୋଇଥିଲେ ଉଭୟ ସିଦ୍ଧୁ-ଅମରିନ୍ଦର। 

Jul 15, 2021, 05:58 PM IST
ଦିଲ୍ଲୀ ସମ୍ଭାଳି ନପାରିଲେ ଆମକୁ ଦେଇ ଦିଅ: ମୁଖ୍ୟମନ୍ତ୍ରୀ ଖଟ୍ଟର

ଦିଲ୍ଲୀ ସମ୍ଭାଳି ନପାରିଲେ ଆମକୁ ଦେଇ ଦିଅ: ମୁଖ୍ୟମନ୍ତ୍ରୀ ଖଟ୍ଟର

ଯଦି ଅରବିନ୍ଦ କେଜ୍ରିୱାଲଙ୍କ ପାଖରେ ଦିଲ୍ଲୀକୁ ସମ୍ଭାଳିବାକୁ ତାକତ ନାହିଁ ତାହେଲେ ଆମକୁ ଦେଇ ଦିଅ ବୋଲି କହିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ଖଟ୍ଟର।  

Jul 15, 2021, 01:47 PM IST
କଂଗ୍ରେସରେ ଖୁବ ଶୀଘ୍ର ସାମିଲ ହେବେ ପ୍ରଶାନ୍ତ କିଶୋର!

କଂଗ୍ରେସରେ ଖୁବ ଶୀଘ୍ର ସାମିଲ ହେବେ ପ୍ରଶାନ୍ତ କିଶୋର!

ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ସୂତ୍ରରୁ ପ୍ରକାଶ । ସେ ଗୋଟିଏ ଦିନ ପୂର୍ବରୁ ସାଂସଦଙ୍କ ବାସଭବନରେ ସମସ୍ତ ତିନି ଗାନ୍ଧୀ- ରାହୁଲ, ପ୍ରିୟଙ୍କା, ସୋନିଆଙ୍କୁ ଭେଟିଥିଲେ ।  

Jul 14, 2021, 03:45 PM IST
UPରେ ମୁହାଁମୁହିଁ ହେବେ ମୋଦି-ଓୱେସୀ

UPରେ ମୁହାଁମୁହିଁ ହେବେ ମୋଦି-ଓୱେସୀ

ଆସନ୍ତା ଉତ୍ତର ପ୍ରଦେଶ (Uttar Pradesh) ବିଧାନସଭା ନିର୍ବାଚନରେ ​​AIMIMର ପରିବେଶ କ’ଣ ହେବ? ଏହା ଜାଣିବା ପାଇଁ ଦଳର ମୁଖ୍ୟ ଅସାଦୁଦ୍ଦିନ ଓୱେସୀ (Asaduddin Owaisi) ଏକ ଜବରଦସ୍ତ ରଣନୀତି ପ୍ରସ୍ତୁତ କରିଛନ୍ତି।

Jul 13, 2021, 04:38 PM IST
କଂଗ୍ରେସରେ କେଁ! ଟାଣୁଛନ୍ତି କେଜ୍ରିୱାଲ, ଢଳୁଛନ୍ତି ନବଜୋତ ସିଂ ସିଦ୍ଧୁ

କଂଗ୍ରେସରେ କେଁ! ଟାଣୁଛନ୍ତି କେଜ୍ରିୱାଲ, ଢଳୁଛନ୍ତି ନବଜୋତ ସିଂ ସିଦ୍ଧୁ

କଂଗ୍ରେସ (Congress) ନେତା ନବଜୋତ ସିଂ ସିଦ୍ଧୁ, ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଅନେକ ଥର ଟାର୍ଗେଟ କରିଛନ୍ତି। ଏହି ସମୟରେ ସେ ଟ୍ୱିଟ୍ କରି ଆମ୍ ଆଦମୀ ପାର୍ଟିର ପ୍ରଶଂସା କରିଛନ୍ତି।  

Jul 13, 2021, 03:50 PM IST
ଯୋଗୀଙ୍କ ନୀତି ଉପରେ ବିଶ୍ୱ ହିନ୍ଦୁ ପରିଷଦର ଆପତ୍ତି

ଯୋଗୀଙ୍କ ନୀତି ଉପରେ ବିଶ୍ୱ ହିନ୍ଦୁ ପରିଷଦର ଆପତ୍ତି

ବିଶ୍ୱ ହିନ୍ଦୁ ପରିଷଦ, ଉତ୍ତର ପ୍ରଦେଶ ଜନସଂଖ୍ୟା ନିୟନ୍ତ୍ରଣ ବିଲର ଦ୍ୱିତୀୟ ଭାଗ ଉପରେ ପ୍ରଶ୍ନ ଉଠାଇଛି। ଯେଉଁଥିରେ କେବଳ ଗୋଟିଏ ସନ୍ତାନ ଥିବା ଦମ୍ପତିଙ୍କୁ ଅଧିକ ସୁବିଧା ମିଳିବ। 

Jul 12, 2021, 01:10 PM IST
IT ମନ୍ତ୍ରୀଙ୍କ ଚେତାବନୀ ପରେ ଚେତିଗଲା Twitter; ଏହି ଅଧିକାରୀଙ୍କୁ ଦେଲା ନିଯୁକ୍ତି

IT ମନ୍ତ୍ରୀଙ୍କ ଚେତାବନୀ ପରେ ଚେତିଗଲା Twitter; ଏହି ଅଧିକାରୀଙ୍କୁ ଦେଲା ନିଯୁକ୍ତି

ଭାରତ ସରକାରଙ୍କ ନୂତନ ସୂଚନା ଓ ପ୍ରଯୁକ୍ତିବିଦ୍ୟା ନିୟମ ଅନୁସାରେ ୫୦ ଲକ୍ଷରୁ ଅଧିକ ଉପଭୋକ୍ତା ରହିଥିବା ସୋସିଆଲ ମିଡିଆ କମ୍ପାନୀକୁ ମୁଖ୍ୟ ନିୟମ ଅଧିକାରୀ, ନୋଡାଲ ଅଫିସର ଏବଂ ଅଭିଯୋଗ ଉପରେ ଶୁଣାଣି କରିବାକୁ ସ୍ୱତନ୍ତ୍ର ଅଧିକାରୀ  ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Jul 11, 2021, 05:51 PM IST
ଜନସଂଖ୍ୟା ବିସ୍ଫୋରଣ କାରଣରୁ ବଢୁଛି ଗରିବୀ: CM Yogi

ଜନସଂଖ୍ୟା ବିସ୍ଫୋରଣ କାରଣରୁ ବଢୁଛି ଗରିବୀ: CM Yogi

ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ସମନ୍ୱୟରେ ନୂତନ ଜନସଂଖ୍ୟା ଆଇନ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ। 

Jul 11, 2021, 04:18 PM IST
UP Population Policy: ଜାଣନ୍ତୁ ଏହି ଆଇନର ବୈଶିଷ୍ଟ୍ୟ

UP Population Policy: ଜାଣନ୍ତୁ ଏହି ଆଇନର ବୈଶିଷ୍ଟ୍ୟ

ରାଜ୍ୟର ନୂତନ ଜନସଂଖ୍ୟା ବିଧେୟକ  ଉପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ବଢୁଥିବା  ଜନସଂଖ୍ୟା ସମାଜରେ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟାର ମୂଳକାରଣ।

Jul 11, 2021, 12:09 PM IST
'ନେତା-ମନ୍ତ୍ରୀ ଦିଅନ୍ତୁ ନିଜ ବୈଧ, ଅବୈଧ ସନ୍ତାନଙ୍କ ତଥ୍ୟ'

'ନେତା-ମନ୍ତ୍ରୀ ଦିଅନ୍ତୁ ନିଜ ବୈଧ, ଅବୈଧ ସନ୍ତାନଙ୍କ ତଥ୍ୟ'

ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଲକ୍ଷ୍ନୌସ୍ଥିତ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବାସଭବନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ଜନସଂଖ୍ୟା ସ୍ଥିରତା ଫଖୱାଡା ମଧ୍ୟ ଉଦ୍ଘାଟିତ ହେବ। ସେପଟେ ଯୋଗୀ ସରକାରଙ୍କ ନୂଆ ଜନସଂଖ୍ୟା ନୀତିକୁ ନେଇ ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା କଂଗ୍ରେସ ନେତା ସଲମାନ ଖୁର୍ସିଦ ବିଜେପିକୁ ଟାର୍ଗେଟ କରିଛନ୍ତି।

Jul 11, 2021, 10:06 AM IST
'ଜିହାଦ'ର ନୂଆ ସଂଜ୍ଞା ଦେଲେ ହିମନ୍ତ ବିଶ୍ୱ ଶର୍ମା, ହିନ୍ଦୁ-ମୁସଲମାନଙ୍କ ପାଇଁ ସମାନ ଆଇନ ଆଣିବାକୁ କଲେ ପ୍ରତିଜ୍ଞା

'ଜିହାଦ'ର ନୂଆ ସଂଜ୍ଞା ଦେଲେ ହିମନ୍ତ ବିଶ୍ୱ ଶର୍ମା, ହିନ୍ଦୁ-ମୁସଲମାନଙ୍କ ପାଇଁ ସମାନ ଆଇନ ଆଣିବାକୁ କଲେ ପ୍ରତିଜ୍ଞା

ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା (Himanta Biswa Sarma) କହିଛନ୍ତି, "କେବଳ ମୁସଲମାନ ପୁଅ ହିନ୍ଦୁ ଝିଅକୁ ବିବାହ କରିବା ଲଭ ଜିହାଦ ନୁହଁ, ହିନ୍ଦୁ ପୁଅ ଜଣେ ହିନ୍ଦୁ ଝିଅକୁ ମିଛ କହି ବିବାହ ମଧ୍ୟ ଜିହାଦ (Jihad) ।

Jul 11, 2021, 07:57 AM IST
UP Politics: ବ୍ୟାପକ ହିଂସାକାଣ୍ଡ ମଧ୍ୟରେ ଶେଷ ହେଲା Block Chairman Elections

UP Politics: ବ୍ୟାପକ ହିଂସାକାଣ୍ଡ ମଧ୍ୟରେ ଶେଷ ହେଲା Block Chairman Elections

ଶନିବାର ୪୭୬ ବ୍ଲକ ଅଧ୍ୟକ୍ଷ ଲାଗି ଅନୁଷ୍ଠିତ ହୋଇଯାଇଥିଲ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। 

Jul 10, 2021, 10:30 PM IST
Viral Video: ଦଳୀୟ କର୍ମୀଙ୍କୁ ଶକ୍ତ ଚାପୁଡା ମାରିଲେ କଂଗ୍ରେସ ମୁଖିଆ

Viral Video: ଦଳୀୟ କର୍ମୀଙ୍କୁ ଶକ୍ତ ଚାପୁଡା ମାରିଲେ କଂଗ୍ରେସ ମୁଖିଆ

ବିଭିନ୍ନ ସମୟରେ ଅହଂକାରୀ ଆଚରଣକୁ ନେଇ ବିବାଦୀୟ ହୋଇପଡିଛନ୍ତି କର୍ଣ୍ଣାଟକ କଂଗ୍ରେସ ନେତା। 

Jul 10, 2021, 05:48 PM IST
Block Chairman Elelction: ଶନିବାର ପକାଶ ପାଇବ ଫଳାଫଳ

Block Chairman Elelction: ଶନିବାର ପକାଶ ପାଇବ ଫଳାଫଳ

ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଲାଗି ଚଳିତ ମାସ  ୮ ତାରିଖ ଗୁରୁବାର ଠାରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା।

Jul 10, 2021, 04:37 PM IST
JK Assembly Poll: ଆସନ୍ତାବର୍ଷ ହୋଇପାରେ ନିର୍ବାଚନ; ସୀମା ପୁନଃନିର୍ଦ୍ଧାରଣ ପରେ ବଢିବ ୭ ଆସନ

JK Assembly Poll: ଆସନ୍ତାବର୍ଷ ହୋଇପାରେ ନିର୍ବାଚନ; ସୀମା ପୁନଃନିର୍ଦ୍ଧାରଣ ପରେ ବଢିବ ୭ ଆସନ

ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟାରେ ଜାମୁ ଅଞ୍ଚଳରେ ୭ଟି ନୂଆ ବିଧାନସଭା ଆସନ ସୃଷ୍ଟି ହେବ ଏବଂ ଜିଲ୍ଲା ସଂଖ୍ୟା ୨୦କୁ ବୃଦ୍ଧି ପାଇବ। 

Jul 10, 2021, 02:28 PM IST