• ବିହାର ମୋତିହାରୀର ସିକରହନା ନଦୀରେ ବୁଡ଼ିଲା ଡଙ୍ଗା
  • ୨୧ ଯାତ୍ରୀ ନିଖୋଜ, ଜଣଙ୍କର ମୃତଦେହ ଉଦ୍ଧାର
  • ଲଗାଣ ବର୍ଷାରେ ଗଜପତି ଜିଲ୍ଲା ଗୁମ୍ମାରେ ଧସିଲା ପାହାଡ଼
  • ଅତିପ୍ରବଳ ବର୍ଷା ଓ ପବନ ଆଶଙ୍କାରେ ଦକ୍ଷିଣ ଓଡ଼ିଶା
  • ବାତ୍ୟା-‘ଗୁଲାବ’ ଆଜି ବିଳମ୍ବିତ ସଂଧ୍ୟାରେ ଆରମ୍ଭ ହେବ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା
  • ଦିଲ୍ଲୀରୁ ୧୧ଟା ୩୦ରେ ବାତ୍ୟା ସ୍ଥିତିର ସମୀକ୍ଷା କଲେ CM ନବୀନ
  • କଟକ କାଳିଆବୁଦା ନିକଟରେ ମହାନଦୀକୁ ଡେଇଁ ଅଧ୍ୟାପକ ନିଖୋଜ
  • କଟକର ଯୋବ୍ରା ବ୍ୟାରେଜରେ ଏକ ମୃତ ହାତୀ ଠାବ
  • ବରଗଡ଼ ଥାନାରେ ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ଅଭିଯୋଗ
  • ଘଟଣାରେ ୪ ପୋଲିସ କର୍ମଚାରୀଙ୍କୁ ପୋଲିସ ରିଜର୍ଭ ଅଫିସକୁ ବଦଳି
ରାତି ପାହିଲେ ବିଧାନସଭା ଅଧିବେଶନ; ଦଙ୍ଗଲ ପାଇଁ ଶାସକ-ବିରୋଧି ପ୍ରସ୍ତୁତ, ଜଣନ୍ତୁ କେମିତି ହୋଇଛି ସୁରକ୍ଷା ବ୍ୟବସ୍ଥା

ରାତି ପାହିଲେ ବିଧାନସଭା ଅଧିବେଶନ; ଦଙ୍ଗଲ ପାଇଁ ଶାସକ-ବିରୋଧି ପ୍ରସ୍ତୁତ, ଜଣନ୍ତୁ କେମିତି ହୋଇଛି ସୁରକ୍ଷା ବ୍ୟବସ୍ଥା

ଏଥର ବିଧାନସଭା ମୌସୁମୀ ଅଧିବେଶନ (Odisha Assembly Monsoon session) ବେଶ୍ ସରଗରମ ହେବା ସମ୍ଭାବନା ରହିଛି। ଅଧିବେଶନରେ ନୂଆ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ମଙ୍ଗଳବାର ରଣନୀତି ପ୍ରସ୍ତୁତ ହେବ। 

Aug 31, 2021, 12:32 PM IST
ସିଏମ୍ ଯୋଗୀଙ୍କ ବଡ଼ ଘୋଷଣା; ଏଣିକି ମଥୁରାରେ ମଦ-ମାଂସ ବିକ୍ରି ମନା

ସିଏମ୍ ଯୋଗୀଙ୍କ ବଡ଼ ଘୋଷଣା; ଏଣିକି ମଥୁରାରେ ମଦ-ମାଂସ ବିକ୍ରି ମନା

ମଥୁରା (Mathura) ରେ ମଦ-ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା ସହ ଏହିପରି ବାଣିଜ୍ୟରେ ନିୟୋଜିତ ଥିବା ବ୍ୟକ୍ତିମାନେ ବହୁ ପରିମାଣର କ୍ଷୀର ଉତ୍ପାଦନ କରନ୍ତୁ। ଏହା ମଥୁରାର ଗୌରବକୁ ପୁନର୍ଜୀବିତ କରିବ ବୋଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (CM Yogi Adityanath) କହିଛନ୍ତି।

Aug 31, 2021, 11:48 AM IST
 Shocking News: ଆଗାମୀ ୧୦ ଦିନ ପାଇଁ ସଂସାରରୁ ଗାଏବ ହୋଇଯିବେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ!

Shocking News: ଆଗାମୀ ୧୦ ଦିନ ପାଇଁ ସଂସାରରୁ ଗାଏବ ହୋଇଯିବେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ!

ଅଚାନକ ଭାବେ ସାଧାରଣ ଜୀବନରୁ କାହିଁକି ଦୂରେଇ ଯିବାକୁ ନିଷ୍ପତ୍ତି ନେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତାହା ଏବେ ଚର୍ଚ୍ଚାର ପରିସର ମଧ୍ୟରେ ରହିଛି। 

Aug 30, 2021, 06:05 PM IST
WB Politics: ଦଳ ଛାଡିବେ BJP ବିଧାୟକ, ଧରିବେ TMC ହାତ

WB Politics: ଦଳ ଛାଡିବେ BJP ବିଧାୟକ, ଧରିବେ TMC ହାତ

ରାଜ୍ୟର ବିଷ୍ଣୁପୁର ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଥିବା ବିଜେପି ବିଧାୟକ ଦଳ ଛାଡିବା ନେଇ ଜୋରସୋରରେ ଚର୍ଚ୍ଚା ହେଉଛି।

Aug 30, 2021, 04:34 PM IST
 'ଅମୃତ ମହୋତ୍ସବ' ପୋଷ୍ଟରରେ ନାହାନ୍ତି ନେହରୁ, ଏମିତି ପ୍ରତିକ୍ରିୟା ଦେଲା କଂଗ୍ରେସ

'ଅମୃତ ମହୋତ୍ସବ' ପୋଷ୍ଟରରେ ନାହାନ୍ତି ନେହରୁ, ଏମିତି ପ୍ରତିକ୍ରିୟା ଦେଲା କଂଗ୍ରେସ

'ଅମୃତ ମହୋତ୍ସବ' ପୋଷ୍ଟରରେ ମହାତ୍ମା ଗାନ୍ଧୀ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ନତାଜୀ ସୁଭାଷ ଚନ୍ଦ୍ର ବୋଷ, ରାଜେନ୍ଦ୍ର ପ୍ରସାଦ, ଡଃ ବାବା ସେହେବ ଅମ୍ବେଦକର, ଭାଗବତ ସିଂ, ମଦନ ମୋହନ ମାଲବୀୟ ଏବଂ ବୀର ସାବରକରଙ୍କ ଫଟୋ ରହିଛି।

Aug 29, 2021, 01:55 PM IST
ସାହାସ ଅଛିତ ଆମକୁ ଅଟକାଇ ଦେଖାଉ ବିଜେପି: ଅଭିଷେକ ବାନାର୍ଜୀ

ସାହାସ ଅଛିତ ଆମକୁ ଅଟକାଇ ଦେଖାଉ ବିଜେପି: ଅଭିଷେକ ବାନାର୍ଜୀ

ଆଗାମୀ ଦେଢ ବର୍ଷ ମଧ୍ୟରେ ପଶ୍ଚିମବଙ୍ଗ ଭଳି ତ୍ରିପୁରା ଠାରେ ସରକାର ଗଠନ କରିବ ଟିଏମସି।  

Aug 28, 2021, 09:12 PM IST
BJP ଛାଡ଼ିବେ ବିଧାୟକ ଦୀନାନାଥ ଭାସ୍କର! ରାଜନୀତିରୁ ସନ୍ୟାସ ପୂର୍ବରୁ ଲେଖିଲେ କୋହ ଭରା ପୋଷ୍ଟ୍

BJP ଛାଡ଼ିବେ ବିଧାୟକ ଦୀନାନାଥ ଭାସ୍କର! ରାଜନୀତିରୁ ସନ୍ୟାସ ପୂର୍ବରୁ ଲେଖିଲେ କୋହ ଭରା ପୋଷ୍ଟ୍

ବର୍ତ୍ତମାନ ଆଗାମୀ ବିଧାନସଭା ନିର୍ବାଚନ (UP Election) କୁ ନେଇ ଉତ୍ତର ପ୍ରଦେଶର ରାଜନୈତିକ ମାହୋଲ ସରଗରମ ହୋଇଛି। କିନ୍ତୁ ଶୁକ୍ରବାର ବିଧାୟକ ଦୀନାନାଥ ଭାସ୍କର (Dinanath Bhaskar) କରିଥିବା ଏକ ଟ୍ୱିଟ୍ ବିଜେପିକୁ ଏକ ଶକ୍ତ ଧକ୍କା ଦେଇଛି। 

Aug 28, 2021, 08:03 AM IST
ଜାତିଭିତ୍ତିକ ଜନଗଣନା ସପକ୍ଷରେ ଓଡ଼ିଶା: '୫୦% ସଂରକ୍ଷଣ ସୀମା ନ ଉଠିଲେ ଜନକଲ୍ୟାଣ ସମ୍ଭବ ନୁହେଁ'

ଜାତିଭିତ୍ତିକ ଜନଗଣନା ସପକ୍ଷରେ ଓଡ଼ିଶା: '୫୦% ସଂରକ୍ଷଣ ସୀମା ନ ଉଠିଲେ ଜନକଲ୍ୟାଣ ସମ୍ଭବ ନୁହେଁ'

ମୁଖ୍ୟମନ୍ତ୍ରୀ ପଛୁଆ ବର୍ଗକୁ ସହାୟତା ପାଇଁ ବଦ୍ଧପରିକର। ସହାୟତା ପାଇଁ ସଂଖ୍ୟା ଜାଣିବା ନିହାତି ଆବଶ୍ୟକ। ଜାତିଭିତିକ ଜନଗଣନା ଜରୁରୀ। ମୁଖ୍ୟମନ୍ତ୍ରୀ ପୂର୍ବରୁ ଦାବି କରିଥିଲେ, ଦଳ ଏହି ଦାବି ଦୋହରାଉଛି। 

Aug 24, 2021, 03:42 PM IST
 ତାରାଙ୍କ ପାଇଁ କଂଗ୍ରେସରେ ବଢ଼ିଲା ଅଡୁଆ, PCCକୁ କଲେ ଚ୍ୟାଲେଞ୍ଜ୍

ତାରାଙ୍କ ପାଇଁ କଂଗ୍ରେସରେ ବଢ଼ିଲା ଅଡୁଆ, PCCକୁ କଲେ ଚ୍ୟାଲେଞ୍ଜ୍

ଜିଲ୍ଲା ସଭାପତିଙ୍କୁ ନ ଜଣାଇ PCC ସଭାପତି ନିଜ ମନମୁତାବକ କାମ କରୁଛନ୍ତି। ସେ ସଭାପତି ପଦ ପାଇଁ ଅଯୋଗ୍ୟ ବୋଲି ମଧ୍ୟ ତାରା କହିଥିଲେ। ଆଜି ପ୍ରେସମିଟ କରି ଓଡିଶା PCC ପ୍ରସେମିଟ କରି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି।

Aug 24, 2021, 02:00 PM IST
BJP ପୋଷ୍ଟରରେ Congress ନେତାଙ୍କ ଫଟୋ; ସରଗରମ ରାଜ୍ୟ ରାଜନୀତି

BJP ପୋଷ୍ଟରରେ Congress ନେତାଙ୍କ ଫଟୋ; ସରଗରମ ରାଜ୍ୟ ରାଜନୀତି

ଜନଆଶୀର୍ବାଦ ଯାତ୍ରାରେ ବିଜେପି ଦଳୀୟ ନେତାଙ୍କ ଫଟୋଥିବା ବ୍ୟାନର ବ୍ୟବହାର କରିବାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ।

Aug 23, 2021, 11:04 PM IST
Kalyan Singh: ତ୍ୟାଗ ପାଇଁ ମିଳିବ ସମ୍ମାନ; ପ୍ରତିମୂର୍ତ୍ତୀ ସ୍ଥାପନ ପାଇଁ ଉଠିଲା ଦାବି

Kalyan Singh: ତ୍ୟାଗ ପାଇଁ ମିଳିବ ସମ୍ମାନ; ପ୍ରତିମୂର୍ତ୍ତୀ ସ୍ଥାପନ ପାଇଁ ଉଠିଲା ଦାବି

ପଞ୍ଚଭୂତରେ ବିଲୀନ ହେବା ପରେ ଅଯୋଧ୍ୟାରେ ହିନ୍ଦୁ ହୃଦୟ ସମ୍ରାଟ କଲ୍ୟାଣ ସିଂହଙ୍କ  ପ୍ରତିମୂର୍ତ୍ତୀ ସ୍ଥାପନ କରିବା ପାଇଁ ଜୋର ଧରିଛି ଦାବି। 

Aug 23, 2021, 08:57 PM IST
ମନ୍ତ୍ରୀଙ୍କ ରାକ୍ଷୀ; ଅଶ୍ୱିନୀ ବୈଷ୍ଣବଙ୍କୁ ସୁରକ୍ଷା କର୍ମୀ-ସମୀର ମହାନ୍ତିଙ୍କୁ ଛାତ୍ରୀ ବାନ୍ଧିଲେ ସମ୍ପର୍କର ଡୋରି

ମନ୍ତ୍ରୀଙ୍କ ରାକ୍ଷୀ; ଅଶ୍ୱିନୀ ବୈଷ୍ଣବଙ୍କୁ ସୁରକ୍ଷା କର୍ମୀ-ସମୀର ମହାନ୍ତିଙ୍କୁ ଛାତ୍ରୀ ବାନ୍ଧିଲେ ସମ୍ପର୍କର ଡୋରି

ଗତ ୧୬ ତାରିଖରୁ ଓଡିଶା ଗସ୍ତରେ ଅଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (Ashwini Vaishnaw)। ଜନ ଆଶିର୍ବାଦ ଯାତ୍ରା (Jan Ashirwad Yatra)ରେ ଯୋଗ ଦେଇ ସେ କେବିକେ ଜିଲ୍ଲା ବୁଲି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି। 

Aug 22, 2021, 11:31 AM IST
UP: ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ପରଲୋକ

UP: ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ପରଲୋକ

ପୁରୁଖା ବିଜେପି ନେତା ଭାବେ ଜାତୀୟ ତଥା ରାଜ୍ୟ ରାଜନୀତିରେ ଜଣାଶୁଣା ଥିଲେ କଲ୍ୟାଣ ସିଂହ। 

Aug 21, 2021, 11:30 PM IST
Maharashtra Politics: ଆଗାମୀ ନିର୍ବାଚନକୁ ନେଇ BJP କଲା ବଡ ଘୋଷଣା

Maharashtra Politics: ଆଗାମୀ ନିର୍ବାଚନକୁ ନେଇ BJP କଲା ବଡ ଘୋଷଣା

ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିକୁ ଅଧ୍ୟୟନ ଦଳ ନିଜସ୍ୱ ଆଧାର ବଳରେ ସରକାର ଗଠନ କରିବାକୁ ବଦ୍ଧ ପରିକର ହୋଇଛି।

Aug 21, 2021, 10:47 PM IST
ପୁଣି କଂଗ୍ରେସକୁ ଝଟକା! ଦଳରୁ ତ୍ରିପୁରା ଅଧ୍ୟକ୍ଷ Pijush Biswasଙ୍କ ଇସ୍ତଫା, ରାଜନୀତିରୁ ବି ନେଲେ ସନ୍ୟାସ

ପୁଣି କଂଗ୍ରେସକୁ ଝଟକା! ଦଳରୁ ତ୍ରିପୁରା ଅଧ୍ୟକ୍ଷ Pijush Biswasଙ୍କ ଇସ୍ତଫା, ରାଜନୀତିରୁ ବି ନେଲେ ସନ୍ୟାସ

ପୀୟୁଷ କାନ୍ତି ତାଙ୍କ ଇସ୍ତଫା ସହିତ ରାଜନୀତିରୁ ଅବସର ନେବାକୁ ନିଷ୍ପତ୍ତି ନେଇଥିବାବେଳେ କିଛି ଲୋକ କହିଛନ୍ତି ଯେ ସେ ଖୁବଶୀଘ୍ର ତୃଣମୂଳ କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି।

Aug 21, 2021, 04:40 PM IST
କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୬ ବରିଷ୍ଠ ନେତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲା ରୁଜୁ

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୬ ବରିଷ୍ଠ ନେତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲା ରୁଜୁ

ସିବିଆଇ ଯୌନ ଉତ୍ପୀଡ଼ନ ମାମଲାରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡି ଓ ଭେନୁଗୋପାଳଙ୍କ ସମେତ କଂଗ୍ରେସ ବିଧାୟକ ଏପି ଅନିଲ କୁମାର, ସାଂସଦ ହିବି ଇଡେନ, କଂଗ୍ରେସ ସାଂସଦ ଆଡୋର ପ୍ରକାଶ, ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅବଦୁଲ୍ଲା କୁଟିଙ୍କ ନାମରେ ମାମଲା ରୁଜୁ କରିଛି।

Aug 18, 2021, 06:23 PM IST
ପୋଷ୍ଟ ହଟାଇବାକୁ ରାହୁଲଙ୍କୁ Facebookର ନୋଟିସ୍

ପୋଷ୍ଟ ହଟାଇବାକୁ ରାହୁଲଙ୍କୁ Facebookର ନୋଟିସ୍

ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପରିବାର ସଦସ୍ୟଙ୍କ ଫଟୋ ଓ ନାଁ ପୋଷ୍ଟ କରିବା ଘଟଣାରେ କମ୍ପାନୀ ନୋଟିସ ଜାରିକରିଛି। ପୂର୍ବରୁ ରାହୁଲଙ୍କୁ ଜାତୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ (NCPCR) ପକ୍ଷରୁ ମଧ୍ୟ ନୋଟିସ ଜାରି କରାଯାଇଛି ।

Aug 18, 2021, 05:25 PM IST
 କେମିତି ଅଛନ୍ତି ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ?

କେମିତି ଅଛନ୍ତି ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ?

ICUରୁ ଭେଣ୍ଟିଲେଟରକୁ ଯାଇଥିବା ପ୍ରଦୀପ୍ତ ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଭବାନୀପାଟଣା ବିଧାୟକ ତଥା ବରିଷ୍ଠ ବିଜେପି ନେତା ପ୍ରଦୀପ୍ତ ନାୟକ ନିଜେ ସୋସିଆଲ ମିଡିଆରେ ନିଜର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି।

Aug 18, 2021, 03:55 PM IST
ରାଜ୍ୟ ସରକାର ବାହାନାବାଜି କରୁଛନ୍ତି: BJP

ରାଜ୍ୟ ସରକାର ବାହାନାବାଜି କରୁଛନ୍ତି: BJP

ବିଜେପି (BJP) ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି, ସୁରଥ ବିଶ୍ୱାଳ କହିଛନ୍ତି ଯେ, ପଛୁଆ ବର୍ଗଙ୍କୁ ସେମାନଙ୍କ ଅଧିକାର ଦେବାକୁ ରାଜ୍ୟ ସୁପ୍ରିମକୋର୍ଟ (Supreme court) ରେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି? କେଉଁ ଓକିଲଙ୍କୁ ନିଯୁକ୍ତ କରିଛନ୍ତି? ତା'ର ତଥ୍ୟ ପ୍ରମାଣ ସାର୍ବଜନୀନ କରନ୍ତୁ।

Aug 17, 2021, 05:10 PM IST
କଂଗ୍ରେସକୁ ବଡ଼ ଝଟକା! ମହିଳା କଂଗ୍ରେସ ଅଧ୍ୟକ୍ଷା ସୁସ୍ମିତା ଦେବ ଦେଲେ ଇସ୍ତଫା

କଂଗ୍ରେସକୁ ବଡ଼ ଝଟକା! ମହିଳା କଂଗ୍ରେସ ଅଧ୍ୟକ୍ଷା ସୁସ୍ମିତା ଦେବ ଦେଲେ ଇସ୍ତଫା

ସୂଚନାଯୋଗ୍ୟ, କିଛି ସମୟ ଧରି ସୁସ୍ମିତା ଦେବ କଂଗ୍ରେସ ଉପରେ ଅସନ୍ତୁଷ୍ଟ ଥିଲେ । ଆସାମରେ ନିର୍ବାଚନ ସମୟରେ ମଧ୍ୟ ସେ ଅବହେଳା ବିଷୟରେ କହିଥିଲେ ।

Aug 16, 2021, 10:36 AM IST