• ତୃତୀୟ ଟି-୨୦ରେ ବାଜି ମାରିଲା ଶ୍ରୀଲଙ୍କା
  • ଶେଷ ମ୍ୟାଚ୍ ସହ ସିରିଜ୍ ହାତେଇଲା ସିଂହଳୀ ଟିମ୍
  • ୨-୧ରେ ସିରିଜ୍ ହାରିଲା ଟିମ୍ ଇଣ୍ଡିଆ
  • ପାଠ ପାଇଁ ନୂଆ ନୀତି
  • ପ୍ରଧାନମନ୍ତ୍ରୀ କହିଲେ, ଗାଁ ଗାଁରେ ପହଂଚିବ ପ୍ଲେ ସ୍କୁଲ
  • ଖେଳରେ ଖେଳରେ ପିଲା ପଢ଼ିବେ ପାଠ
  • ସତ୍ୟନାରାୟଣଙ୍କୁ ଏନସିବି ଡିଜି ଅତିରିକ୍ତ ଦାୟିତ୍ୱ ପ୍ରଦାନ
  • ବିରୋଧୀ-ଶାସକଙ୍କ ହଟ୍ଟଗୋଳ ଭିତରେ ଚାଲିପାରୁନି ସଂସଦ
  • ଗତ ୭ ଦିନ ଭିତରେ ମାତ୍ର ୧୨ ଘଣ୍ଟା ଚାଲିପାରିଛି ସଂସଦର ଉଭୟ ସଦନ
  • ଦେଶୀ ଭାଷାରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରସଙ୍ଗ
ୟୁପି ବିଧାନସଭା ନିର୍ବାଚନ: ଫାଇନାଲ୍ ହେଲା କଂଗ୍ରେସର ୫୦ ପ୍ରାର୍ଥୀ!

ୟୁପି ବିଧାନସଭା ନିର୍ବାଚନ: ଫାଇନାଲ୍ ହେଲା କଂଗ୍ରେସର ୫୦ ପ୍ରାର୍ଥୀ!

କଂଗ୍ରେସର ସାଧାରଣ ସମ୍ପାଦକ ତଥା ୟୁପି ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ (Priyanka Gandhi Vadra) ଚଳିତ ଜୁନ ମାସର ପ୍ରଥମ ସପ୍ତାହରେ ୟୁପିର ପ୍ରାୟ ୫୦ ଜଣ ନେତାଙ୍କୁ କଲ୍ କରି ୨୦୨୨ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ କହିଛନ୍ତି ।

Jun 21, 2021, 02:13 PM IST
UP Poll 2022 ପୂର୍ବରୁ ଭୟାନକ ଷଡଯନ୍ତ୍ର; ATS ପକ୍ଷରୁ ଚାଲିଛି 'Operation Rohingya'

UP Poll 2022 ପୂର୍ବରୁ ଭୟାନକ ଷଡଯନ୍ତ୍ର; ATS ପକ୍ଷରୁ ଚାଲିଛି 'Operation Rohingya'

ବେଆଇନ ଅନୁପ୍ରବେଶକାରୀଙ୍କୁ କାଶ୍ମୀର ଘାଟି, ଜାମୁ କିମ୍ବା ଦେଶର ବିଭିନ୍ନ ସ୍ଥାନରେ ବସାଇବା ପଛରେ ଏକ ଭୟାନକ ଷଡଯନ୍ତ୍ର ରହିଛି।

Jun 19, 2021, 11:24 PM IST
ନେତୃତ୍ୱ ପରିବର୍ତ୍ତନ ନେଇ ଜୋର ଧରୁଛି ଦାବି; ଗାଦି ହରାଇବେକି CM Yediyurappa?

ନେତୃତ୍ୱ ପରିବର୍ତ୍ତନ ନେଇ ଜୋର ଧରୁଛି ଦାବି; ଗାଦି ହରାଇବେକି CM Yediyurappa?

ରାଜ୍ୟ ବିଜେପି ପ୍ରଭାରୀଙ୍କ ଗସ୍ତକୁ ଆଶ୍ୱସ୍ତ ହୋଇଉଠିଛନ୍ତି ଦଳୀୟ ନେତା କର୍ମୀ।

Jun 19, 2021, 09:04 PM IST
Political Violence: ପରିସ୍ଥିତି ବାବଦରେ କେନ୍ଦ୍ରକୁ ଅବଗତ କରାଇଲେ WB Governor

Political Violence: ପରିସ୍ଥିତି ବାବଦରେ କେନ୍ଦ୍ରକୁ ଅବଗତ କରାଇଲେ WB Governor

ରାଜନୈତିକ ହିଂସାକାଣ୍ଡ ଫଳରେ ରାଜ୍ୟରେ ସୃଷ୍ଟି ହୋଇଥିବା ପରିସ୍ଥିତି ବାବଦରେ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ସମୟରେ ଅବଗତ କରାଇ ସାରିଛନ୍ତି ରାଜ୍ୟପାଳ। 

Jun 19, 2021, 07:11 PM IST
ଧର୍ମକୁ ଆଖିଠାର! ବିନା ନିର୍ବାଚିତ ପ୍ରତିନିଧିରେ ହେଉଛି ସରକାରୀ କାର୍ଯ୍ୟକ୍ରମ

ଧର୍ମକୁ ଆଖିଠାର! ବିନା ନିର୍ବାଚିତ ପ୍ରତିନିଧିରେ ହେଉଛି ସରକାରୀ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି ସମେତ ଯେଉଁ ବିଧାନସଭା ଆସନରେ ଶାସକ ଦଳର ବିଧାୟକ ନାହାନ୍ତି, ବିରୋଧି କଂଗ୍ରେସ କିମ୍ଵା ବିଜେପି ବିଧାୟକ ଅଛନ୍ତି ସେଠାରେ ଜିଲ୍ଲା ପ୍ରଶାସନକୁ ହାତବାରସି କରି ବିଜେଡି ନେତା ଓ କର୍ମୀଙ୍କୁ ନେଇ ଆଲୋଚନା କରାଯାଇଛି।

Jun 19, 2021, 02:32 PM IST
  ଗାଜିଆବାଦ୍ ଦାଢୀ କାଣ୍ଡ: ଗିରଫ ହେବେ ଉମ୍ମେଦ ପେହଲୱାନ୍

ଗାଜିଆବାଦ୍ ଦାଢୀ କାଣ୍ଡ: ଗିରଫ ହେବେ ଉମ୍ମେଦ ପେହଲୱାନ୍

ଉମ୍ମେଦ ପେହଲୱାନ (Ummed Pahalwan) ଙ୍କୁ ଧରିବା ପାଇଁ ଗାଜିଆବାଦ ପୋଲିସ (Gaziabad Police) ସର୍ଚ୍ଚ ଅପରେସନକୁ ଜୋରଦାର କରିଛି। ସୂଚନାନୁସାରେ, ଉମେଦ, ପୋଲିସ ଠାରୁ ବଞ୍ଚିବା ପଇଁ ଗୁରୁବାର ଗାଜିଆବାଦରୁ ବୁଲନ୍ଦଶହରକୁ ଫେରାର ହୋଇଯାଇଥିଲେ। 

Jun 18, 2021, 12:43 PM IST
WhatsApp ଗ୍ରୁପରେ 'ଜୟ ଶ୍ରୀରାମ' ଲେଖି ୭ NSUI ନେତା ୩ ବର୍ଷ ନିଲମ୍ବିତ

WhatsApp ଗ୍ରୁପରେ 'ଜୟ ଶ୍ରୀରାମ' ଲେଖି ୭ NSUI ନେତା ୩ ବର୍ଷ ନିଲମ୍ବିତ

ନିଲମ୍ବିତ ନେତାମାନେ ଦଳ ବିରୋଧି କାର୍ଯ୍ୟ କରିବା ସହ ସଂଗଠନର ପ୍ରୋଟୋକଲ ଭାଙ୍ଗି ସୋସିଆଲ ମିଡିଆରେ ଗୋଷ୍ଠୀବାଦ ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ ହୋଇଥିବା ରୋଜ ତିର୍କୀ କହିଛନ୍ତି।

Jun 16, 2021, 09:38 PM IST
ଚାଚାଙ୍କ ଧୋକା ପରେ ମୁଁ ଅନାଥ ହୋଇଗଲି: ଚିରାଗ ପାସୱାନ

ଚାଚାଙ୍କ ଧୋକା ପରେ ମୁଁ ଅନାଥ ହୋଇଗଲି: ଚିରାଗ ପାସୱାନ

ଚିରାଗ ପାସୱାନ୍ (Chirag Paswan) କହିଛନ୍ତି, 'ମୁଁ ଏବେବି ଦଳର ଅଧ୍ୟକ୍ଷ ଅଛି। ଦଳର ସମ୍ବିଧାନ ମୋତେ ଏହା କରିବାକୁ ଅନୁମତି ଦିଏ। ଯେଉଁମାନେ ମୋତେ ହଟାଇବାକୁ ଦାବି କରୁଛନ୍ତି ସେମାନେ ଦଳର ସମ୍ବିଧାନ ବିଷୟରେ ଜାଣି ନାହାଁନ୍ତି। 

Jun 16, 2021, 05:54 PM IST
ୟୁପି ରାଜନୀତିରେ ଝଡ଼, ଭାଙ୍ଗିଯିବ କି BSP?

ୟୁପି ରାଜନୀତିରେ ଝଡ଼, ଭାଙ୍ଗିଯିବ କି BSP?

ବିକ୍ରମାଦିତ୍ୟ ସ୍ଥିତ ଏସପି କାର୍ଯ୍ୟାଳୟରେ ଅଖିଳେଶ ଯାଦବଙ୍କୁ ଭେଟିବାକୁ ଯାଇଥିବା ବିଧାୟକଙ୍କ ନେତୃତ୍ୱ ଶ୍ରାବସ୍ତୀର ବିଧାୟକ ଅସଲାମ ରାଇନୀ ନେଇଥିଲେ । ନିକଟ ଅତୀତରେ ବିଏସପିରୁ ବହିଷ୍କୃତ ହୋଇଥିବା ଲାଲଜୀ ବର୍ମାଙ୍କ ନେତୃତ୍ୱରେ ଏକ ନୂତନ ଦଳ ଗଠନ କରିବେ ବୋଲି ସେ ଦାବି କରିଛନ୍ତି । ତାଙ୍କ ସହିତ ଦଳର ୧୧ ଜଣ ବିଧାୟକ ଅଛନ୍ତି । ଯଦି ଏହା ଘଟେ, ତେବେ BSP ଭାଙ୍ଗିବା ସୁନିଶ୍ଚିତ ବୋଲି ମନେକରାଯାଉଛି ।

Jun 16, 2021, 02:51 PM IST
ମହଙ୍ଗା ପଡ଼ିଲା ଧର୍ମକୁ ନେଇ ରାଜନୀତି, ପୁଣି ବିବାଦରେ ଅନୁଭବ ମହାନ୍ତି

ମହଙ୍ଗା ପଡ଼ିଲା ଧର୍ମକୁ ନେଇ ରାଜନୀତି, ପୁଣି ବିବାଦରେ ଅନୁଭବ ମହାନ୍ତି

ସଂଖ୍ୟାଲଘୁଙ୍କ ଅନୁକମ୍ପା ହାତେଇବା ଲକ୍ଷ୍ୟରେ ସେ ଖେଳିଥିବା କାର୍ଡ ତାଙ୍କୁ ଏବେ ମହଙ୍ଗା ପଡ଼ିଛି। କେନ୍ଦ୍ରାପଡ଼ାକୁ 'ମାଇନରିଟି କମ୍ୟୁନିଟି ଡିଷ୍ଟ୍ରିକ୍ଟ' ବା 'ସଂଖ୍ୟାଲଘୁ ସଂପ୍ରଦାୟ ଜିଲ୍ଲା' ଭାବରେ ଘୋଷଣା କରିବାକୁ ସାଂସଦ ମହାଶୟଙ୍କ ପ୍ରସ୍ତାବ ପାଇଁ ସୋସିଆଲ ମିଡିଆରେ ତାଙ୍କୁ କରାଯାଉଛି ସାଂଘାତିକ ଟ୍ରୋଲ୍ କରାଯାଉଛି।

Jun 15, 2021, 11:51 PM IST
Twitter କୁ ଝଟକା: ଏତଲା ଦାୟର କଲେ ଯୋଗୀ ସରକାର

Twitter କୁ ଝଟକା: ଏତଲା ଦାୟର କଲେ ଯୋଗୀ ସରକାର

ତାଙ୍କୁ ମାଡ଼ ମରାଯାଇ ଜବରଦସ୍ତ ତାଙ୍କୁ ଦାଢି କାଟିବା ନେଇ ମଧ୍ୟ ଆରୋପ ରହିଛି। ଖୋଦ୍ ନିଜେ ଟ୍ୱିଟର ଏଭଳି ଖବର ମାନିପୁଲେଟଡ ମିଡିଆ କହିଥାଏ ମାତ୍ର ଏହି ଭିଡିଓ ମାମଲରେ ଟ୍ୱିଟର (Twitter) କିଛି କହିନାହିଁ ।

Jun 15, 2021, 11:12 PM IST
 Bihar Politics: ନୀତିଶ କୁମାରଙ୍କ ଅପରେସନ୍ LJP, ଚିରାଗ ପରେ ଏହି ନେତାଙ୍କ ପାଳି

Bihar Politics: ନୀତିଶ କୁମାରଙ୍କ ଅପରେସନ୍ LJP, ଚିରାଗ ପରେ ଏହି ନେତାଙ୍କ ପାଳି

ଲାଲୁ ଯାଦବଙ୍କ ପରେ ନୀତିଶ କୁମାର ବିହାର ରାଜନୀତିରେ ଏକ ନମ୍ବର ହୋଇଥିଲେ। କିନ୍ତୁ ଏବେ ସେ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି। ଆଉ ନୀତିଶଙ୍କୁ ତଳକୁ ଖସାଇବାର ଶ୍ରେୟ ଆଣିବାର ଶ୍ରେୟ ଚିରାଗ ପାସୱାନଙ୍କୁ ଯାଉଛି। ଆଉ ସେଥିପାଇଁ ନୀତିଶ ବିହାରରେ ଅପରେସନ LJP ଆରମ୍ଭ କରିଛନ୍ତି।

Jun 15, 2021, 04:22 PM IST
ବିହାରରେ ପୁଣି ରାଜନୈତିକ ଝଡ଼, LJP ଦି'ଫାଳ!

ବିହାରରେ ପୁଣି ରାଜନୈତିକ ଝଡ଼, LJP ଦି'ଫାଳ!

ବିହାର ରାଜନୀତିରେ ଏକ ବିଶେଷ ପରିଚୟ ସୃଷ୍ଟି କରିଥିବା ଲୋକ ଜନଶକ୍ତି ପାର୍ଟି (LJP) ର ପ୍ରତିଷ୍ଠାତା ରାମ ବିଲାସ ପାସୱାନଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ତଥା ଜମୁଇ ସାଂସଦ ଚିରାଗ ପାସୱାନ ରାଜନୀତିରେ ଏକଟୁଆ ହୋଇପଡ଼ିଛନ୍ତି । 

Jun 14, 2021, 01:29 PM IST
ପୁଣି ବିଜେପି-ଶିବସେନା ଏକାଠି ହେବାକୁ ନେଇ ଚାଲିଛି ଚର୍ଚ୍ଚା, କିନ୍ତୁ ସଞ୍ଜୟ ରାଉତଙ୍କ ବୟାନରୁ ଆସିଛି ନୂଆ ଟ୍ୱିଷ୍ଟ

ପୁଣି ବିଜେପି-ଶିବସେନା ଏକାଠି ହେବାକୁ ନେଇ ଚାଲିଛି ଚର୍ଚ୍ଚା, କିନ୍ତୁ ସଞ୍ଜୟ ରାଉତଙ୍କ ବୟାନରୁ ଆସିଛି ନୂଆ ଟ୍ୱିଷ୍ଟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  (PM Narendra Modi) ଓ ଉଦ୍ଧବ ଠାକରେ (Uddhav Thackeray) ଙ୍କ ସାକ୍ଷାତ ପରେ ଶିବସେନା-ବିଜେପି (Shiv Sena-BJP) 'ପୁନର୍ମିଳନ' ର ସମ୍ଭାବନା ଉପରେ ଆଲୋଚନା କରାଯାଉଥିଲା । ସେପଟେ ରାଉତଙ୍କ ବୟାନ ବିଜେପି ଓ ଶିବସେନା ମଧ୍ୟରେ ବାକ୍ ଯୁଦ୍ଧକୁ ଆହୁରି ତୀବ୍ର କରିପାରେ ।

Jun 14, 2021, 08:27 AM IST
Security Warning: ନିର୍ବାଚନ ପୂର୍ବରୁ UP ମୁହାଁ ହେଉଛନ୍ତି Rohingya Infiltrator

Security Warning: ନିର୍ବାଚନ ପୂର୍ବରୁ UP ମୁହାଁ ହେଉଛନ୍ତି Rohingya Infiltrator

 ନିର୍ବାଚନ ପୂର୍ବରୁ ରାଜ୍ୟର ସମସ୍ତ ବିଧାନସଭା ଆସନରେ ପ୍ରବେଶ କରି ବସବାସ କରିବା ସହ ସ୍ଥାନୀୟ ଲୋକଙ୍କ ଭଳି ପ୍ରମାଣପତ୍ର ମଧ୍ୟ ବନାଇସାରିଲେଣି ବେଆଇନ ଶରଣାର୍ଥୀ। 

Jun 13, 2021, 11:23 PM IST
TMC ଶିବିରକୁ ଫେରିବେ ଏହି BJP ନେତା? ଜାଣନ୍ତୁ ଚର୍ଚ୍ଚା ପଛର ରହସ୍ୟ

TMC ଶିବିରକୁ ଫେରିବେ ଏହି BJP ନେତା? ଜାଣନ୍ତୁ ଚର୍ଚ୍ଚା ପଛର ରହସ୍ୟ

ଶନିବାର ରାଜଧାନୀରେ ଟିଏମସି ସମ୍ପାଦକଙ୍କୁ ଭେଟି ଥିଲେ ବିଜେପି ନେତା। 

Jun 12, 2021, 10:00 PM IST
କାହିଁକିଁ BJP ଛାଡିଲେ Mukul Roy? ସାମ୍ନାକୁ ଆସିଲା ଏହି କାରଣ

କାହିଁକିଁ BJP ଛାଡିଲେ Mukul Roy? ସାମ୍ନାକୁ ଆସିଲା ଏହି କାରଣ

ଏକଦା ଟିଏମସି ଶିବିରରେ ମମତା ବାନାର୍ଜୀଙ୍କ ପରେ ଦ୍ୱିତୀୟ ନେତା ଭାବେ ଜଣାଶୁଣା ଥିବା ମୁକୁଲ ରାୟଙ୍କୁ ୨୦୧୧ ମସିହାରେ କେନ୍ଦ୍ରରେ କ୍ଷମତାସୀନ ମନମୋହନ ସିଂହଙ୍କ ସରକାରରେ ରେଳମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରାଯାଇଥିଲା।

Jun 12, 2021, 08:21 PM IST
ପୁଣି ମହାରାଷ୍ଟ୍ରରେ ଏକାଠି ହେବେ କି BJP-Shiv Sena? କେନ୍ଦ୍ର ମନ୍ତ୍ରୀ ଦେଲେ ଶୁଭ ସଙ୍କେତ

ପୁଣି ମହାରାଷ୍ଟ୍ରରେ ଏକାଠି ହେବେ କି BJP-Shiv Sena? କେନ୍ଦ୍ର ମନ୍ତ୍ରୀ ଦେଲେ ଶୁଭ ସଙ୍କେତ

ଆଠାୱାଲେ କହିଛନ୍ତି ଯେ, ମହାରାଷ୍ଟ୍ରରେ ବିଜେପି ଏବଂ ଶିବସେନା ଏକତ୍ର ସରକାର ଗଠନ କରିପାରିବେ। ଏଥିପାଇଁ କେନ୍ଦ୍ର ମନ୍ତ୍ରୀ ଏକ ସୂତ୍ର ମଧ୍ୟ ଦେଇଛନ୍ତି। ନିକଟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଦୁଇ ପୂର୍ବତନ ସହଯୋଗୀଙ୍କ ନିକଟତର ହେବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

Jun 12, 2021, 01:30 PM IST
ମଧ୍ୟପ୍ରଦେଶରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ଏପରି କିଛି କହିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ମଧ୍ୟପ୍ରଦେଶରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ଏପରି କିଛି କହିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ସିନ୍ଧିଆ ଆଗକୁ କହିଛନ୍ତି ଯେ, ଆମେ କୋରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିଛୁ, ଏପର୍ଯ୍ୟନ୍ତ ବିଜୟ ହାସଲ କରିନାହୁଁ । 

Jun 12, 2021, 01:01 PM IST
TMC କୁ ଫେରିବେ ମୁକୁଲ ରାୟ!

TMC କୁ ଫେରିବେ ମୁକୁଲ ରାୟ!

ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଜୁନ ୨ରେ ମୁକୁଲ ରାୟଙ୍କ ଅସୁସ୍ଥ ପତ୍ନୀଙ୍କୁ ଦେଖିବା ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ । ସେବେଠାରୁ ରାଜନୈତିକ ସମୀକରଣ ବଦଳିପାରେ ବୋଲି କଳ୍ପନାଜଳ୍ପନା ଜୋର ଧରିଥିଲା ।

Jun 11, 2021, 03:03 PM IST