• ସିବିଏସଇ ଦ୍ୱାଦଶ ରେଜଲ୍ଟ ପ୍ରକାଶିତ
  • ଦ୍ୱାଦଶରେ ପାସ୍ ହାର ୯୯.୩୭ ପ୍ରତିଶତ
  • ୯୯.୧୩ପ୍ରତିଶତ ଛାତ୍ର, ୯୯.୬୭ ପ୍ରତିଶତ ଛାତ୍ରୀ ପାସ୍
  • ଡେଙ୍ଗୁକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ଡିଏମଇଟିଙ୍କ ପ୍ରତିକ୍ରିୟା
  • ବସ୍ତି ନୁହେଁ ସମ୍ଭ୍ରାନ୍ତ ଅଞ୍ଚଳରେ ଡେଙ୍ଗୁ ଅଧିକ ବ୍ୟାପୁଛି
  • ଆପାର୍ଟମେଣ୍ଟ,ପ୍ଲାଷ୍ଟିକ୍, ଫୁଲକୁଣ୍ଡରେ ପାଣି ଜମିରହୁଛି
  • ଏସବୁରେ ପାଣି ଜମି ରହିବାରୁ ମଶା ବଢୁଛନ୍ତି
  • ଚାଷ ଆରମ୍ଭରୁ ଚିନ୍ତାରେ ଚାଷୀ
  • ଧାନ ଚାଷ ଆଗେଇ ନେବାକୁ ମିଳୁନି ୟୁରିୟା ସାର
  • ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରରେ ବିଦ୍ୟୁତ ଦୁର୍ଘଟଣାରେ ୬ ଓଡି଼ଆ ମୃତ
'BJPରେ ମିଶୁଛନ୍ତି ସଚିନ'; ପାଇଲଟ ନା ତେନ୍ଦୁଲକର?

'BJPରେ ମିଶୁଛନ୍ତି ସଚିନ'; ପାଇଲଟ ନା ତେନ୍ଦୁଲକର?

ବରିଷ୍ଠ କଗ୍ରେସ (Congress) ନେତା ତଥା ରାଜସ୍ଥାର (Rajsthan) ର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ (Sachin Pilot) କହିଛନ୍ତି ଯେ ରୀତା ବାହୁଗୁନା ଯୋଶୀ (Rita Bhuguna Joshi), ସଚିନ ପାଇଲଟଙ୍କ ନୁହେଁ ସଚିନ ତେନ୍ଦୁଲକରଙ୍କ ସହିତ କଥା ହୋଇଥିବେ।

Jun 11, 2021, 01:44 PM IST
ବିଜେପିରେ ଯୋଗଦେବା ମାତ୍ରେ ଜିତିନ ପ୍ରସାଦଙ୍କୁ ମିଳିବାକୁ ଯାଉଛି ଏହି ବଡ଼ ଉପହାର!

ବିଜେପିରେ ଯୋଗଦେବା ମାତ୍ରେ ଜିତିନ ପ୍ରସାଦଙ୍କୁ ମିଳିବାକୁ ଯାଉଛି ଏହି ବଡ଼ ଉପହାର!

ବାସ୍ତବରେ, ଜିତିନ ପ୍ରସାଦଙ୍କ ବିଜେପିକୁ ଆସିବାର ସମୟ କିମ୍ବା ତାଙ୍କ ଏଣ୍ଟ୍ରି ପରେ ତାଙ୍କ ଦ୍ୱାରା ଦିଆଯାଇଥିବା ବୟାନ । ଏସବୁରୁ ଜଣାପଡୁଛି ଯେ ଉତ୍ତରପ୍ରଦେଶର କ୍ୟାବିନେଟରେ ଜିତିନ ପ୍ରସାଦଙ୍କ ପାଇଁ ଏକ ସ୍ଥାନ ପ୍ରସ୍ତୁତ କରାଯାଇଛି । 

Jun 11, 2021, 01:18 PM IST
ସଂସଦ ପାଲଟିଲା ଆଖଡାଶାଳ! ସଦସ୍ୟଙ୍କ ଉପରେ ବର୍ଷିଲା ଲାତ-ବିଧା-ମୁଥ

ସଂସଦ ପାଲଟିଲା ଆଖଡାଶାଳ! ସଦସ୍ୟଙ୍କ ଉପରେ ବର୍ଷିଲା ଲାତ-ବିଧା-ମୁଥ

ମଙ୍ଗଳବାର ଦିନ ସଂସଦରେ ଏହି ଘଟଣା ଘଟିଥିଲା । ଯେତେବେଳେ ପୂର୍ବତନ ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି Jeanine Anezଙ୍କ ଗିରଫଦାରୀ ଉପରେ ବିତର୍କ ଚାଲିଥିଲା। ଏହି ସମୟରେ ବିରୋଧୀଦଳର ନେତା Henry Montero ଏବଂ ଶାସକ ଦଳର ସଦସ୍ୟ Antonio Gabriel Colqueଙ୍କ ମଧ୍ୟରେ ବିତର୍କ ହୋଇଥିଲା। 

Jun 11, 2021, 09:49 AM IST
UPରେ ରାଜନୈତିକ ସଂକଟ! ଦିଲ୍ଲୀରେ CM ଯୋଗୀଙ୍କ ମାନସ ମନ୍ଥନ

UPରେ ରାଜନୈତିକ ସଂକଟ! ଦିଲ୍ଲୀରେ CM ଯୋଗୀଙ୍କ ମାନସ ମନ୍ଥନ

କିଛି ଦିନ ପୂର୍ବରୁ ବିଜେପିର ଜାତୀୟ ସାଧାରଣ ସମ୍ପାଦକ (ସଂଗଠନ) ବି.ଏଲ୍ ସନ୍ତୋଷ ଏବଂ ଦଳର ରାଜ୍ୟ ଦାୟିତ୍ୱରେ ଥିବା ରାଧା ମୋହନ ସିଂ ଲକ୍ଷ୍ନୌ ଗସ୍ତ କରିଥିଲେ। ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ସେ ଦଳର ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଏହି ସମୟ ମଧ୍ୟରେ ଉଭୟ ନେତା ରାଜ୍ୟ ସରକାରଙ୍କ ମନ୍ତ୍ରୀ ଏବଂ ସଂଗଠନର ପ୍ରମୁଖ ଅଧିକାରୀଙ୍କୁ ଭେଟିଥିଲେ।

Jun 11, 2021, 08:15 AM IST
Birthday Special: ଜାଣନ୍ତୁ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀଙ୍କ ବିଷୟରେ କିଛି ଜଣା ଅଜଣା କଥା

Birthday Special: ଜାଣନ୍ତୁ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀଙ୍କ ବିଷୟରେ କିଛି ଜଣା ଅଜଣା କଥା

ଆଜି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ସତପଥୀଙ୍କ ୯୦ତମ ଜନ୍ମ ବାର୍ଷିକୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ନନ୍ଦିନୀ ସତପଥୀ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଥିଲେ।

Jun 9, 2021, 06:21 PM IST
ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା! ବିଜେପିରେ ସାମିଲ ହେଲେ ଜିତିନ ପ୍ରସାଦ

ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା! ବିଜେପିରେ ସାମିଲ ହେଲେ ଜିତିନ ପ୍ରସାଦ

କଂଗ୍ରେସ (Congress) ର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତିନ ପ୍ରସାଦ (Jitin Prasada) ଭାରତୀୟ ଜନତା ପାର୍ଟି (BJP) ରେ ଯୋଗ ଦେଇଛନ୍ତି । ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ (Piyush Goyal) ଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ଏହାପୂର୍ବରୁ ଜିତିନ ପ୍ରସାଦ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି

Jun 9, 2021, 02:28 PM IST
MCD Election: ପୁଣି ଥରେ ନିର୍ଦ୍ୱନ୍ଦ୍ୱରେ ବାଜିମାତ କରିବେ BJP Candidate

MCD Election: ପୁଣି ଥରେ ନିର୍ଦ୍ୱନ୍ଦ୍ୱରେ ବାଜିମାତ କରିବେ BJP Candidate

ଦଳ ପକ୍ଷରୁ ଦିଲ୍ଲୀର ୩ ନଗର ନିଗମର ମେୟରଙ୍କୁ ବଦଳାଯିବା ନେଇ କୁହାଯିବ ସହ ନୂଆ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। 

Jun 8, 2021, 09:27 PM IST
Karanataka Politics: ନେତୃତ୍ୱ ପରିବର୍ତ୍ତନ ନେଇ ଜାରିରହିଛି ଚର୍ଚ୍ଚା, ଜବାବ ରଖିଲେ Yediyurappa

Karanataka Politics: ନେତୃତ୍ୱ ପରିବର୍ତ୍ତନ ନେଇ ଜାରିରହିଛି ଚର୍ଚ୍ଚା, ଜବାବ ରଖିଲେ Yediyurappa

 ବର୍ତ୍ତମାନ ଚାଲିଥିବା ସଂକଟ ସମୟରେ ଲୋକଙ୍କ ନିକଟରେ କିପରି ସରକାରୀ ସହାୟତା ପହଞ୍ଚିବାରେ ସେ ନେଇ ଦଳର ପ୍ରତ୍ୟେକ ବିଧାୟକ ପ୍ରୟାସ କରିବା ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Jun 8, 2021, 05:39 PM IST
ପଶ୍ଚିମବଙ୍ଗର ଅନ୍ତହୀନ ରାଜନୈତିକ ରକ୍ତଚରିତ୍ର, ଆଜିର ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ପଶ୍ଚିମବଙ୍ଗର ଅନ୍ତହୀନ ରାଜନୈତିକ ରକ୍ତଚରିତ୍ର, ଆଜିର ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ତୃତୀୟ ଥର ପାଇଁ ମମତା ସରକାର ଗଠନ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ହିଂସା ବନ୍ଦ ହୋଇନାହିଁ। ରାଜ୍ୟରେ ଲଗାତାର ବିଜେପି କର୍ମୀମାନେ ଟାର୍ଗେଟରେ ଅଛନ୍ତି ଏବଂ ଶାସକ ଦଳର ଟିଏମସିର ନେତା-କର୍ମୀମାନେ ସ୍କାନରରେ ଅଛନ୍ତି।

Jun 8, 2021, 01:10 PM IST
Political Violence ଘଟଣାରେ ଥରୁଛି West Bengal; ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଲେ Governor

Political Violence ଘଟଣାରେ ଥରୁଛି West Bengal; ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଲେ Governor

ରାଜ୍ୟରେ ଘଟିଚାଲିଥିବା ରାଜନୈତିକ ହିଂସାକାଣ୍ଡକୁ ରୋକିବା ଲାଗି କେଉଁ ପଦକ୍ଷେପ ନିଆଯାଇଛି ସେ ବାବଦରେ ଜବାବ ଦେବା ଲାଗି ମୁଖ୍ୟ ସଚିବଙ୍କୁ ସମନ ଜାରି କରିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ। 

Jun 6, 2021, 10:40 PM IST
ସରକାରୀ ଚାକିରିରେ ପ୍ରବେଶ ବୟସ ସୀମା ବଢାଇବାକୁ ଚିଠି ଲେଖିଲେ ବିଧାୟକ

ସରକାରୀ ଚାକିରିରେ ପ୍ରବେଶ ବୟସ ସୀମା ବଢାଇବାକୁ ଚିଠି ଲେଖିଲେ ବିଧାୟକ

ସରକାରୀ ଚାକିରିରେ ପ୍ରବେଶର ସର୍ବୋଚ୍ଚ ବୟସ ସୀମା ବୃଦ୍ଧି କରିବା ସହ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ପାଇଁ ଦାବି କରୁଛନ୍ତି। ଏହି ସମୟରେ ସେମାନଙ୍କ ସ୍ୱର ପାଲଟିଛନ୍ତି ଲୋଇସିଙ୍ଗା ବିଧାୟକ ଡ. ମୁକେଶ ମାହାଲିଙ୍ଗ। ସେ ସରକାରୀ ଚାକିରିରେ ପ୍ରବେଶର ସର୍ବୋଚ୍ଚ ବୟସ ସୀମା ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି।

Jun 6, 2021, 09:25 PM IST
'ଯେଉଁଦିନ ଦଳ କହିବି ସେହି ଦିନ ଛାଡିଦେବି ମୁଖ୍ୟମନ୍ତ୍ରୀ ଗାଦି'

'ଯେଉଁଦିନ ଦଳ କହିବି ସେହି ଦିନ ଛାଡିଦେବି ମୁଖ୍ୟମନ୍ତ୍ରୀ ଗାଦି'

କିଛି ଦିନ ପୂର୍ବେ କର୍ଣ୍ଣାଟକର ଜଣେ ମନ୍ତ୍ରୀ କହିଛନ୍ତି ଦଳର କିଛି ବିଧାୟକ ଦିଲ୍ଲୀ ଯାତ୍ରା କରିଥିବା ନେଇ ତାଙ୍କୁ ଖବର ମିଳିଥିଲା।  

Jun 6, 2021, 05:05 PM IST
ରାସନ ରାଜନୀତି: କେନ୍ଦ୍ର ଉପରେ ବର୍ଷିଲେ କେଜ୍ରିୱାଲ, ପଚାରିଲେ ଏମିତି ପ୍ରଶ୍ନ

ରାସନ ରାଜନୀତି: କେନ୍ଦ୍ର ଉପରେ ବର୍ଷିଲେ କେଜ୍ରିୱାଲ, ପଚାରିଲେ ଏମିତି ପ୍ରଶ୍ନ

ଆସନ୍ତା ସପ୍ତାହରୁ ଦିଲ୍ଲୀରେ ରାସନ ଯୋଜନା କାର୍ଯ୍ୟକାରୀ ହେବାରଥିଲା। ଯଦି ଏହି ଯୋଜନା କାର୍ଯ୍ୟକାରୀ ହୋଇଥାନ୍ତା, ତେବେ ରାସନ ମାଫିଆ ସମାପ୍ତ ହୋଇଥାନ୍ତେ। ତେବେ ଯୋଜନା କାର୍ଯ୍ୟକାରୀ ହେବାର ଏକ ସପ୍ତାହ ପୂର୍ବରୁ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଏହି ସୂଚନା ଦେଇଛନ୍ତି।  

Jun 6, 2021, 03:50 PM IST
'ଓଡିଶାରେ ନିର୍ବାଚନ ନାହିଁ, ତେଣୁ ଭ୍ୟାକ୍ସିନ ମିଳିବ ନାହିଁ'

'ଓଡିଶାରେ ନିର୍ବାଚନ ନାହିଁ, ତେଣୁ ଭ୍ୟାକ୍ସିନ ମିଳିବ ନାହିଁ'

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ୨୦୨୦ ଜାନୁଆରୀରେ କୋରୋନାକୁ ହରେଇଛୁ ବୋଲି ଘୋଷଣା କରିଥିଲେ। ତାପରେ ପଶ୍ଚିମବଙ୍ଗ ନିର୍ବାଚନ (West Bengal Election) ହେଲା। ସମଗ୍ର ଦେଶରେ କୋରୋନା ଦୃତ ଗତିରେ ବ୍ୟାପିଲା।

Jun 4, 2021, 12:31 PM IST
ସାର୍ବଜନୀନ ମାଗଣା ଟିକା ପ୍ରସଙ୍ଗ: କେନ୍ଦ୍ର ରଖିଲାନି କଂଗ୍ରେସର ଅନୁରୋଧ, ଜିଲ୍ଲାରେ ହେବ ଆନ୍ଦୋଳନ

ସାର୍ବଜନୀନ ମାଗଣା ଟିକା ପ୍ରସଙ୍ଗ: କେନ୍ଦ୍ର ରଖିଲାନି କଂଗ୍ରେସର ଅନୁରୋଧ, ଜିଲ୍ଲାରେ ହେବ ଆନ୍ଦୋଳନ

କୋରୋନା ମୁକାବିଲାକୁ ନେଇ ବିରୋଧି ଅନେକ ଥର ପରାମର୍ଶ ମଧ୍ୟ ଦେଇଛି। କିନ୍ତୁ ସମୟ ଥାଉଣୁ ସେଗୁଡିକୁ କେନ୍ଦ୍ର କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ସେହି ପରାମର୍ଶ ତାଲିକାରେ ସର୍ବଜନୀନ ମାଗଣା ଟିକାକରଣ ମଧ୍ୟ ସାମିଲ ଅଛି। ଯାହାକୁ ନେଇ କଂଗ୍ରେସ ଏକ ବିଶାଳ ଆନ୍ଦୋଳନ ଆରମ୍ଭ କରିବାକୁ ଯାଉଛି। 

Jun 2, 2021, 07:56 PM IST
WB Political Violence: ଅଦାଲତଙ୍କ ହସ୍ତକ୍ଷେପ ଦାବି କଲେ ଶିକ୍ଷାବିତ

WB Political Violence: ଅଦାଲତଙ୍କ ହସ୍ତକ୍ଷେପ ଦାବି କଲେ ଶିକ୍ଷାବିତ

ଶିକ୍ଷାବିଦ ସମୂହ ପକ୍ଷରୁ କୁହାଯାଇଛି ନିର୍ବାଚନ ପୂର୍ବରୁ ଏବଂ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟୁଥିବା ରାଜନୈତିକ ହିଂସାକାଣ୍ଡ  ଘଟଣାରେ ଅଦାଲତ ନିଜ ପକ୍ଷରୁ ସ୍ୱତପ୍ରବୃତ୍ତ ଭାବେ ହସ୍ତକ୍ଷେପ କରନ୍ତୁ। 

Jun 2, 2021, 07:08 PM IST
ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ

ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ

୬୮ ବର୍ଷୀୟ ବିଜୟଶ୍ରୀ ରାଉତରାୟ (Bijayshree Routray) ୧୯୫୩ ମସିହାର ଜୁଲାଇ ମାସ ୨୮ ତାରିଖରେ ଭଦ୍ରକରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାମ ଥିଲା ନୀଳମଣି ରାଉତରାୟ ଏବଂ ପତ୍ନୀଙ୍କ ନାମ ଜ୍ୟୋତି ରାଉତରାୟ। ବିଜୟଶ୍ରୀଙ୍କ ବାପା ନୀଳମଣି ଓଡ଼ିଶା ବିଧାନସଭାରେ ଦୁଇଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ତାଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ ଏବେ ଓଡ଼ିଶା ବିଧାନସଭା (Odisha Assembly) ରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି। 

Jun 2, 2021, 06:57 PM IST
ପଶ୍ଚିମବଙ୍ଗରେ 'ଘର ବାପସି': ଦିଦିଙ୍କ ଶରଣରେ ଫେରୁଛନ୍ତି ଦଳଡିଆଁ, ତାଲିକାରେ ୧୦ BJP ସାଂସଦ ଓ ବିଧାୟକ

ପଶ୍ଚିମବଙ୍ଗରେ 'ଘର ବାପସି': ଦିଦିଙ୍କ ଶରଣରେ ଫେରୁଛନ୍ତି ଦଳଡିଆଁ, ତାଲିକାରେ ୧୦ BJP ସାଂସଦ ଓ ବିଧାୟକ

ମେ ୨ ରେ ମମତା ବାନାର୍ଜୀ ଏକ ଐତିହାସିକ ବିଜୟ ହାସଲ କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଏହା ପରେ ଏବେ ପଶ୍ଚିମବଙ୍ଗର ରାଜନୈତିକ ପାଣିପାଗ ବଦଳିବାରେ ଲାଗିଛି। ଯେଉଁମାନେ ଦଳଛାଡି BJPରେ ମିଶିଥିଲେ, ସେମାନେ ଘରକୁ ଫେରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

Jun 1, 2021, 04:36 PM IST
CM ଯୋଗୀଙ୍କ ଛବିକୁ ନେଇ ଚିନ୍ତାରେ BJP, ବିଧାନସଭା ନିର୍ବାଚନ ପୂର୍ବରୁ ଆରମ୍ଭ ହେଲା Feedback ଅଭିଯାନ

CM ଯୋଗୀଙ୍କ ଛବିକୁ ନେଇ ଚିନ୍ତାରେ BJP, ବିଧାନସଭା ନିର୍ବାଚନ ପୂର୍ବରୁ ଆରମ୍ଭ ହେଲା Feedback ଅଭିଯାନ

ଦଳର ମହା ସଚିବ ବି.ଏଲ୍ ସନ୍ତୋଷ ଏବଂ କେନ୍ଦ୍ର ମନ୍ତ୍ରୀ ସିଂ ରାଜ୍ୟ ମୁଖ୍ୟ ଯୋଗୀ ଆଦିତ୍ୟନାଥ ଏବଂ ଉଭୟ ଉପମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ତେବେ ନିର୍ବାଚନ ପୂର୍ବରୁ ସିଏମ୍ ଯୋଗୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ପଦରୁ ହଟାଯିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଶୀଥିଳ ପଡିଥିବା ସୂତ୍ରରୁ ସୂଚନା ମିଳିଛି।

Jun 1, 2021, 03:53 PM IST
କ୍ଷମା ମାଗିଲେ ରବି ଶଙ୍କର ପ୍ରସାଦ, ଅପରାଧିକ ମାନହାନୀ ମାମଲା ପ୍ରତ୍ୟାହାର କଲେ ଶଶି ଥରୁର

କ୍ଷମା ମାଗିଲେ ରବି ଶଙ୍କର ପ୍ରସାଦ, ଅପରାଧିକ ମାନହାନୀ ମାମଲା ପ୍ରତ୍ୟାହାର କଲେ ଶଶି ଥରୁର

ଗତ ବର୍ଷ ମାର୍ଚ୍ଚରେ ରବି ଶଙ୍କର ପ୍ରସାଦ ଏକ ଚିଠି ଲେଖି ଶଶି ଥରୁରଙ୍କୁ କ୍ଷମା ମାଗିଥିଲେ । ଶଶି ଥରୁର ୨୦୦୮ରେ ରବି ଶଙ୍କର ପ୍ରସାଦଙ୍କ ବିରୋଧରେ ଏହି ମାମଲା ଦାୟର କରିଥିଲେ । ସେତେବେଳେ ରବି ଶଙ୍କର ପ୍ରସାଦ ଅଭିଯୋଗ କରିଥିଲେ ଯେ ଥରୁର ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଅଛନ୍ତି ।

Jun 1, 2021, 11:47 AM IST