• ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କଲେ ୨ ଜଣ ବାହାର ରାଜ୍ୟର ଭକ୍ତ
  • ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ ବନ୍ଦ ଥିବା ବେଳେ ଉଭୟଙ୍କ ପ୍ରବେଶକୁ ନେଇ ଉଠିଛି ପ୍ରଶ୍ନ
  • ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା
  • CBI ତଦନ୍ତ ପାଇଁ ପ୍ରାର୍ଥନା କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା
  • ଉତ୍ତର ବଙ୍ଗୋପସାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ୩ ଦିନ ବର୍ଷା ସମ୍ଭାବନା
  • ଆଜି ପାଇଁ ୨୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ୍
  • ଦେଶରେ ୨୪ ଘଣ୍ଟାରେ ୨୯ ହଜାର ୬୯୮ ପଜିଟିଭ୍ ଚିହ୍ନଟ , ୪୧୫ ମୃତ
  • ରାଜ୍ୟରେ ଆଜି ୧୬୨୯ କୋରୋନା ପଜିଟିଭ ଚିହ୍ନଟ, ୬୦ ମୃତ
  • ଆଜି ୧୨ ଘଣ୍ଟିଆ ବରଗଡ଼ ବନ୍ଦ
କୋଭିଡ ପରିଚାଳନାକୁ ନେଇ ଘୋର ଅସନ୍ତୋଷ: ବିଜେପି ପରେ ବର୍ଷିଲା କଂଗ୍ରେସ

କୋଭିଡ ପରିଚାଳନାକୁ ନେଇ ଘୋର ଅସନ୍ତୋଷ: ବିଜେପି ପରେ ବର୍ଷିଲା କଂଗ୍ରେସ

ଗ୍ରାମାଞ୍ଚଳରେ ୭୦ ପ୍ରତିଶତ କୋରୋନା (Coronavirus) ସଂକ୍ରମଣ ବୃଦ୍ଧି ପାଉଛି। ଏପ୍ରିଲ ୧୫ ତାରିଖରୁ ଗ୍ରାମାଞ୍ଚଳରେ ସଂକ୍ରମଣ ଭୟାଭୟ ପରିସ୍ଥିତି ସୃଷ୍ଟି ହେଲାଣି। ଏଭଳି ସ୍ଥଳେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିଗିଡି ଯାଇଛି। 

मई 18, 2021, 01:03 PM IST
ନିଜ ସରକାରକୁ ହିଁ ଟାର୍ଗେଟ କଲେ BJP ବିଧାୟକ, କହିଲେ-ଯଦି ମୁଁ କହିବି ତ ମୋ ଉପରେ ଦେଶଦ୍ରୋହ...

ନିଜ ସରକାରକୁ ହିଁ ଟାର୍ଗେଟ କଲେ BJP ବିଧାୟକ, କହିଲେ-ଯଦି ମୁଁ କହିବି ତ ମୋ ଉପରେ ଦେଶଦ୍ରୋହ...

ସୀତାପୁରରୁ ବିଜେପି ବିଧାୟକ ରାକେଶ ରାଠୋର (BJP MLA, Rakesh Rathore) ଏକ ଭିଡିଓରେ କହୁଛନ୍ତି ଯେ, ୟୁପି ସରକାର ( UP government) ନିଜ ବିଧାୟକଙ୍କ କଥା ମଧ୍ୟ ଶୁଣୁନାହାଁନ୍ତି । 

मई 18, 2021, 10:41 AM IST
ଆରମ୍ଭରୁ ମମତା ସରକାରକୁ CBIର ଝଟକା; Narada caseରେ ୨ କ୍ୟାବିନେଟ ମନ୍ତ୍ରୀ ସମେତ ୪ ନେତା ଗିରଫ

ଆରମ୍ଭରୁ ମମତା ସରକାରକୁ CBIର ଝଟକା; Narada caseରେ ୨ କ୍ୟାବିନେଟ ମନ୍ତ୍ରୀ ସମେତ ୪ ନେତା ଗିରଫ

 ଆଜି (ସୋମବାର) ସକାଳେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା TMC ମନ୍ତ୍ରୀ ଫିରହାଦ୍ ହାକିମ, ସୁବ୍ରତ ମୁଖାର୍ଜୀ, ବିଧାୟକ ମଦନ ମିତ୍ର ଏବଂ ପୂର୍ବତନ ମନ୍ତ୍ରୀ ସୋଭନ ଚାଟାର୍ଜୀଙ୍କୁ ଗିରଫ କରିଛି। ସେପଟେ ସିଏମ ମମତା ବାନାର୍ଜୀ ମଧ୍ୟ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। 

मई 17, 2021, 01:36 PM IST
ରାଜ୍ୟର କୋରୋନା ସ୍ଥିତିକୁ ନେଇ କ'ଣ କହୁଛନ୍ତି ବିରୋଧି?

ରାଜ୍ୟର କୋରୋନା ସ୍ଥିତିକୁ ନେଇ କ'ଣ କହୁଛନ୍ତି ବିରୋଧି?

ଆଜି ରାଜ୍ୟରେ ଆଉ ୧୧ ହଜାର ୭୩୨ କୋରୋନା (Coronavirus) ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ସଂଗରୋଧରୁ ୬,୫୬୯ ଓ ସ୍ଥାନୀୟ ଅଞ୍ଚଳରୁ ୫,୧୬୩ ପଜିଟିଭ୍ ବାହାରିଛନ୍ତି। ଖୋର୍ଦ୍ଧା (Khurda) ଜିଲ୍ଲାରୁ ସର୍ବାଧିକ ୧୭୧୦, କଟକରୁ ୮୭୦ ଅନୁଗୁଳରୁ ୭୦୦, ସୁନ୍ଦରଗଡ଼ରୁ ୬୪୧, ସମ୍ବଲପୁରରୁ ୫୩୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। 

मई 16, 2021, 02:18 PM IST
WB Politics: ପଦରୁ ଇସ୍ତଫା ଦେଲେ ୨ BJP MLA

WB Politics: ପଦରୁ ଇସ୍ତଫା ଦେଲେ ୨ BJP MLA

ନିଜ ପଦରୁ ଇସ୍ତଫା ଦେଇଥିବା ଦୁଇ ବିଜେପି ବିଧାୟକ ହେଉଛନ୍ତି ନୀଶିଥ ପରମାଣିକ ଏବଂ ଜଗନ୍ନାଥ ସରକାର।

मई 12, 2021, 09:59 PM IST
ପରାଜୟର କାରଣ ଖୋଜିବ କଂଗ୍ରେସ

ପରାଜୟର କାରଣ ଖୋଜିବ କଂଗ୍ରେସ

ଚାରିଟି ରାଜ୍ୟ ତଥା ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହୋଇଥିବା ବିଧାନସଭା ନିର୍ବାଚନରେ ​​ଦଳର ପରାଜୟର କାରଣ ଖୋଜିବ। ଦଳର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲଙ୍କ ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ ...

मई 12, 2021, 07:56 AM IST
ପଶ୍ଚିମବଙ୍ଗରୁ ଲୋପ ପାଇଗଲାଣି ଗଣତନ୍ତ୍ର: ରାଜ୍ୟପାଳ

ପଶ୍ଚିମବଙ୍ଗରୁ ଲୋପ ପାଇଗଲାଣି ଗଣତନ୍ତ୍ର: ରାଜ୍ୟପାଳ

ରାଜ୍ୟରେ ଘଟୁଥିବା ରାଜନୈତିକ ହିଂସାକାଣ୍ଡକୁ ନେଇ ଚିନ୍ତିତ ହୋଇଉଠିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ।

मई 11, 2021, 08:45 PM IST
JAP ସୁପ୍ରିମୋ ପପୁ ଯାଦବ ଗିରଫ

JAP ସୁପ୍ରିମୋ ପପୁ ଯାଦବ ଗିରଫ

ମଙ୍ଗଳବାର ସକାଳେ ବୁଦ୍ଧ କଲୋନୀ ପୋଲିସ ପାଟନାସ୍ଥିତ ପପୁ ଯାଦବ (Papu Yadav) ଙ୍କ ବାସଭବନରେ ପହଞ୍ଚିଥିଲା। ଲକଡାଉନ (Lockdown) ନିୟମକୁ ଉଲ୍ଲଙ୍ଗନ ନ କରିବାକୁ ପୋଲିସ ପ୍ରଥମେ ପପୁ ଯାଦବଙ୍କୁ ଚେତାବନୀ ଦେଇଥିଲା। ସେପଟେ ପପୁଙ୍କୁ ଗୃହବନ୍ଦୀ (House detained) କରାଯାଇଥିବା ନେଇ ଖବର ନିଆଁ ଭଳି ବ୍ୟାପି ଯାଇଥିଲା।

मई 11, 2021, 03:49 PM IST
ହିମନ୍ତ ବିଶ୍ୱ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ଆସାମରୁ ସିନ୍ଧିଆଙ୍କୁ ଦେଲା ଏହି ବାର୍ତ୍ତା

ହିମନ୍ତ ବିଶ୍ୱ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ଆସାମରୁ ସିନ୍ଧିଆଙ୍କୁ ଦେଲା ଏହି ବାର୍ତ୍ତା

ପ୍ରାୟ ଦେଢ଼ ବର୍ଷ ପୂର୍ବେ ଯେତେବେଳେ ସିନ୍ଧିଆ (Jyotiraditya Scindia) କଂଗ୍ରେସ (COngress) ଛାଡି ବିଜେପି (BJP) ରେ ଯୋଗ ଦେଇଥିଲେ ସେତେବେଳେ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ କରିବା ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା ।

मई 11, 2021, 02:35 PM IST
West Bengal Assembly: ମୁଖ୍ୟମନ୍ତ୍ରୀଙ୍କ ପରେ ଶପଥ ନେଲା ରାଜ୍ୟ ମନ୍ତ୍ରୀମଣ୍ଡଳ

West Bengal Assembly: ମୁଖ୍ୟମନ୍ତ୍ରୀଙ୍କ ପରେ ଶପଥ ନେଲା ରାଜ୍ୟ ମନ୍ତ୍ରୀମଣ୍ଡଳ

ରାଜଭବନ ପରିସରରେ ମୁଖମନ୍ତ୍ରୀ ମମତା ବାନାର୍ଜୀଙ୍କ କ୍ୟାବିନେଟର ୪୦ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। 

मई 10, 2021, 11:08 PM IST
WB Politics: ପୁଣି ହେବ Mamata vs Suvendu ଲଢେଇ

WB Politics: ପୁଣି ହେବ Mamata vs Suvendu ଲଢେଇ

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଆଖିଦୃଶିଆ ସଫଳତା ପାଇଥିବା ବିଜେପି ଏଥର ରାଜ୍ୟ ରାଜନୀତିରେ ମୁଖ୍ୟ ବିରୋଧି ଦଳ  ଭାବେ ଉଭା ହୋଇଛି। 

मई 10, 2021, 10:02 PM IST
Assam Politics: CM ଭାବେ ଶପଥ ନେଲେ Himanta Biswa Sarma

Assam Politics: CM ଭାବେ ଶପଥ ନେଲେ Himanta Biswa Sarma

ମେ ୯ ତାରିଖ ରବିବାର ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ସେ ରାଜ୍ୟପାଳଙ୍କ ନିକଟରେ ରାଜ୍ୟରେ ଆଗାମୀ ସରକାର ଗଠନ କରିବାକୁ ଦାବି ଜଣାଇଥିଲେ।  

मई 10, 2021, 06:53 PM IST
ଜୁନ ୨୩ରେ କଂଗ୍ରେସକୁ ମିଳିବ ନୂଆ ଅଧ୍ୟକ୍ଷ!

ଜୁନ ୨୩ରେ କଂଗ୍ରେସକୁ ମିଳିବ ନୂଆ ଅଧ୍ୟକ୍ଷ!

ସୂଚନାଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନରେ ​​ପରାଜୟ ପରେ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦ ଛାଡିଥିଲେ । ଏହା ପରେ ତାଙ୍କୁ ମନେଇବା ପାଇଁ ଅନେକ ଥର ଚେଷ୍ଟା କରାଯାଇଥିଲା, କିନ୍ତୁ ସେ ପୁନର୍ବାର କଂଗ୍ରେସ ସଭାପତି ହେବାକୁ ପ୍ରସ୍ତୁତ ନଥିଲେ । 

मई 10, 2021, 02:14 PM IST
Assam Politics: BJP ବିଧାୟକ ଦଳ ନେତା ନିର୍ବାଚିତ ହେଲେ Himanta Biswa Sarma

Assam Politics: BJP ବିଧାୟକ ଦଳ ନେତା ନିର୍ବାଚିତ ହେଲେ Himanta Biswa Sarma

ଆସାମର ଆଗାମୀ ମୁଖ୍ୟମନ୍ତ୍ରୀ ସେ ନେଇ ଦୌଡରେ ରହିଥିଲେ ଉଭୟ ସୋନେୱାଲ-ଶର୍ମା।

मई 9, 2021, 05:00 PM IST
ହିମନ୍ତ ବିଶ୍ୱ ଶର୍ମା ହେବେ ଆସାମର ନୁଆ CM, ସୋମବାର ଶପଥ ପାଠ

ହିମନ୍ତ ବିଶ୍ୱ ଶର୍ମା ହେବେ ଆସାମର ନୁଆ CM, ସୋମବାର ଶପଥ ପାଠ

ଆଜି ସକାଳ ସାଢେ ୧୧ଟେ ଗୌହାଟୀରେ ବିଜେପି ବିଧାନସଭା ଦଳର ବୈଠକ ବସିଥିଲା। କୁହାଯାଉଛି ଯେ, ମୁଖ୍ୟମନ୍ତ୍ରୀ ପାଇଁ ସର୍ବାନନ୍ଦ ସୋନୋୱାଲ ନିଜେ ତାଙ୍କ ନାମ ପ୍ରସ୍ତାବ ଦେଇଛନ୍ତି।

मई 9, 2021, 02:38 PM IST
କିଏ ହେବେ ଆସାମ ମୁଖିଆ? ଜାଣନ୍ତୁ ସର୍ବାନନ୍ଦ ଓ ହିମନ୍ତଙ୍କ ରାଜନୈତିକ କ୍ୟାରିୟର

କିଏ ହେବେ ଆସାମ ମୁଖିଆ? ଜାଣନ୍ତୁ ସର୍ବାନନ୍ଦ ଓ ହିମନ୍ତଙ୍କ ରାଜନୈତିକ କ୍ୟାରିୟର

୧୯୯୨ ମସିହାରୁ ରାଜନୀତିରେ ସକ୍ରିୟ ଥିବା ସୋନୋୱାଲ ସବୁବେଳେ ରାଜ୍ୟରେ ରହି ହିଁ ରାଜନୀତି କରୁଥିଲେ। ସମସ୍ତ ଦଳର ନେତାଙ୍କ ସହ ତାଙ୍କର ବ୍ୟକ୍ତିଗତ ପରିଚୟ ରହିଛି, ଯାହା ସରକାର ଚଳାଇବାରେ ସହାୟକ ହୋଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅତି ନିକଟତରମାନଙ୍କ ମଧ୍ୟରେ ସର୍ବାନନ୍ଦ ଗଣନା କରାଯାଏ।

मई 9, 2021, 09:18 AM IST
Kerala Politics: ସରକାର ଗଠନ କରିବାକୁ ନେଇ LDF ମେଣ୍ଟରେ ଚାଲିଛି ଛକାପଞ୍ଝା

Kerala Politics: ସରକାର ଗଠନ କରିବାକୁ ନେଇ LDF ମେଣ୍ଟରେ ଚାଲିଛି ଛକାପଞ୍ଝା

ଏଥର ସମସ୍ତ ମେଣ୍ଟ ସହଯୋଗୀକୁ ନେଇ ସରକାର ଗଠନ କରିବା ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଲାଗି ଏକ ନୂଆ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି।

मई 8, 2021, 11:16 PM IST
'କୋରୋନା ସଙ୍କଟ ବେଳେ ହମଲା ପାଇଁ ପ୍ରସ୍ତୁତ ଚୀନ୍, ଅମିତ ଶାହା କରିଛନ୍ତି ଅଣଦେଖା'

'କୋରୋନା ସଙ୍କଟ ବେଳେ ହମଲା ପାଇଁ ପ୍ରସ୍ତୁତ ଚୀନ୍, ଅମିତ ଶାହା କରିଛନ୍ତି ଅଣଦେଖା'

ସୁବ୍ରମଣିୟନ ସ୍ୱାମୀ ଯେତିକି ଆକ୍ରମଣ ବିରୋଧି ଉପରେ କରନ୍ତି, ତାଠାରୁ ଅଧିକ ନିଜ ଦଳର ନେତାଙ୍କୁ କଟାକ୍ଷ କରନ୍ତି। ତେବେ ଏହି ସମୟରେ ସେ କେନ୍ଦ୍ର ସରକାରକୁ ଏକ ସତର୍କବାଣୀ ଶୁଣାଇଛନ୍ତି।

मई 8, 2021, 08:22 AM IST
Political Violence: West Bengal ଗସ୍ତ ବେଳେ କେନ୍ଦ୍ରମନ୍ତ୍ରୀଙ୍କ Convoy ଉପରେ ଆକ୍ରମଣ

Political Violence: West Bengal ଗସ୍ତ ବେଳେ କେନ୍ଦ୍ରମନ୍ତ୍ରୀଙ୍କ Convoy ଉପରେ ଆକ୍ରମଣ

ନିର୍ବାଚନରେ ପରେ ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ପରିସ୍ଥିତି କିପରି ତାହାର ସମୀକ୍ଷା କରିବାକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ୪ ଜଣ ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯାଇଛି। 

मई 6, 2021, 05:03 PM IST
ପଶ୍ଚିମବଙ୍ଗରେ ହିଂସା, ଭୁବନେଶ୍ୱରରେ ଉପବାସ

ପଶ୍ଚିମବଙ୍ଗରେ ହିଂସା, ଭୁବନେଶ୍ୱରରେ ଉପବାସ

ପଶ୍ଚିମବଙ୍ଗ ହିଂସାର ପ୍ରତିବାଦରେ ଓଡିଶା ରାଜ୍ୟ BJP ସଭାପତି ସମୀର ମହାନ୍ତି ଧାରଣା ଦେବା ସହ ଉପବାସ କରିଛନ୍ତି।

मई 5, 2021, 11:56 AM IST