• ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କଲେ ୨ ଜଣ ବାହାର ରାଜ୍ୟର ଭକ୍ତ
  • ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ ବନ୍ଦ ଥିବା ବେଳେ ଉଭୟଙ୍କ ପ୍ରବେଶକୁ ନେଇ ଉଠିଛି ପ୍ରଶ୍ନ
  • ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା
  • CBI ତଦନ୍ତ ପାଇଁ ପ୍ରାର୍ଥନା କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା
  • ଉତ୍ତର ବଙ୍ଗୋପସାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ୩ ଦିନ ବର୍ଷା ସମ୍ଭାବନା
  • ଆଜି ପାଇଁ ୨୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ୍
  • ଦେଶରେ ୨୪ ଘଣ୍ଟାରେ ୨୯ ହଜାର ୬୯୮ ପଜିଟିଭ୍ ଚିହ୍ନଟ , ୪୧୫ ମୃତ
  • ରାଜ୍ୟରେ ଆଜି ୧୬୨୯ କୋରୋନା ପଜିଟିଭ ଚିହ୍ନଟ, ୬୦ ମୃତ
  • ଆଜି ୧୨ ଘଣ୍ଟିଆ ବରଗଡ଼ ବନ୍ଦ
Assembly Election 2021: ବିହାରରେ Pass, ପଶ୍ଚିମବଙ୍ଗରେ Fail ହୋଇଗଲା AIMIM

Assembly Election 2021: ବିହାରରେ Pass, ପଶ୍ଚିମବଙ୍ଗରେ Fail ହୋଇଗଲା AIMIM

ଏଥର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ସମସ୍ତ ଦଳଙ୍କ ମଧ୍ୟରେ ସବୁଠାରୁ ଚର୍ଚ୍ଚାରେ ରହିଥିଲା ଏଆଇଏମଆଇଏମ।

मई 4, 2021, 05:15 PM IST
West Bengal Political Violence: ମୁକାବିଲା ପାଇଁ ମୈଦାନକୁ ଓହ୍ଲାଇଲା BJP

West Bengal Political Violence: ମୁକାବିଲା ପାଇଁ ମୈଦାନକୁ ଓହ୍ଲାଇଲା BJP

ରାଜ୍ୟର ଘଟୁଥିବା ରାଜନୈତିକ ହିଂସାକାଣ୍ଡ ଘଟଣାରେ ଗୃହ ବିଭାଗକୁ ରିପୋର୍ଟ ମାଗିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ। 

मई 4, 2021, 02:27 PM IST
WB Assembly Election 2021: TMC ମାରିଲା Hat Trick, କିଏ ହେବେ ମୁଖ୍ୟମନ୍ତ୍ରୀ?

WB Assembly Election 2021: TMC ମାରିଲା Hat Trick, କିଏ ହେବେ ମୁଖ୍ୟମନ୍ତ୍ରୀ?

ପଶ୍ଚିମବଙ୍ଗର ବିଧାନସଭାରେ ସରକାର ଗଠନ କରିବା ଲାଗି ୧୪୮ ବିଧାୟକଙ୍କ ସମର୍ଥନ ଆବଶ୍ୟକ। 

मई 3, 2021, 10:33 PM IST
Assam Assembly Elelction 2021: ପୁଣି କଂଗ୍ରେସ ମୁକ୍ତ ହୋଇଗଲା ପୂର୍ବୋତ୍ତର ଭାରତ

Assam Assembly Elelction 2021: ପୁଣି କଂଗ୍ରେସ ମୁକ୍ତ ହୋଇଗଲା ପୂର୍ବୋତ୍ତର ଭାରତ

ଗତ ୨୦୧୪ ନିର୍ବାଚନ ପର ଠାରୁ ଆରମ୍ଭ ହୋଇଥିଲା ଦେଶର ରାଜନୀତିକୁ କଂଗ୍ରେସ ମୁକ୍ତ କରିବାର ଅଭିଯାନ।

मई 3, 2021, 08:40 PM IST
Tamilnadu Assembly Election 2021: ରାଜ୍ୟ ରାଜନୀତିରେ ଉଦୟ ହେବ ଅସ୍ତଗାମୀ ସୂର୍ଯ୍ୟ

Tamilnadu Assembly Election 2021: ରାଜ୍ୟ ରାଜନୀତିରେ ଉଦୟ ହେବ ଅସ୍ତଗାମୀ ସୂର୍ଯ୍ୟ

ଦୀର୍ଘ ୧୦ ବର୍ଷ ଧରି ବିରୋଧି ଆସନରେ ବସିବା ପରେ ସରକାର ଗଢିବାକୁ ଯାଉଛି ଡିଏମକେ।

मई 3, 2021, 06:30 PM IST
Kerala Assembly Election 2021: ବାଜିମାରିନେଲା  LDF, ପୁଣି UDF ହତାଶ

Kerala Assembly Election 2021: ବାଜିମାରିନେଲା LDF, ପୁଣି UDF ହତାଶ

ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଇନିଂସ ଆରମ୍ଭ କରିପାରନ୍ତି ପିନରାୟୀ ବିଜୟନ।      

मई 3, 2021, 05:38 PM IST
ମମତା ବାନାର୍ଜୀଙ୍କୁ ଶକ୍ତ ଝଟକା, ନନ୍ଦିଗ୍ରାମରେ ହେବନି Recounting

ମମତା ବାନାର୍ଜୀଙ୍କୁ ଶକ୍ତ ଝଟକା, ନନ୍ଦିଗ୍ରାମରେ ହେବନି Recounting

ନନ୍ଦିଗ୍ରାମରେ ପୁନଃଭୋଟଗଣନା ଦାବିକୁ ନିର୍ବାଚନ ଆୟୋଗ ପତ୍ୟାଖ୍ୟାନ କରିଛନ୍ତି। ଗତକାଲି ଗଣତିରେ ଅନିୟମିତତା ହୋଇଥିବା ଅଭିଯୋଗ କରିବା ସହ ସେଠାରେ ପୁଣି ଥରେ ମତଗଣନା କରିବାକୁ ଦଳ ଦାବି କରିଥିଲା।

मई 3, 2021, 11:36 AM IST
 ପଶ୍ଚିମବଙ୍ଗରେ TMCର ବିପୁଳ ବିଜୟ ପରେ ପ୍ରଶାନ୍ତ କିଶୋରଙ୍କ ସନ୍ୟାସ, ଆଗକୁ ନିର୍ବାଚନ ରଣନୀତି ନୁହଁ ଲଢିବେ ନିର୍ବାଚନ!

ପଶ୍ଚିମବଙ୍ଗରେ TMCର ବିପୁଳ ବିଜୟ ପରେ ପ୍ରଶାନ୍ତ କିଶୋରଙ୍କ ସନ୍ୟାସ, ଆଗକୁ ନିର୍ବାଚନ ରଣନୀତି ନୁହଁ ଲଢିବେ ନିର୍ବାଚନ!

୨୦୧୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ନରେନ୍ଦ୍ର ​​ମୋଦି (Narendra Modi)ଙ୍କୁ ସାହାଯ୍ୟ କରିବା ପରେ ପ୍ରଶାନ୍ତ ୨୦୧୪ ଲୋକସଭା ନିର୍ବାଚନରେ ​​ମଧ୍ୟ ମୋଦିଙ୍କ ନିର୍ବାଚନ ରଣନୀତିଜ୍ଞ (political strategist) ଙ୍କ ଭୂମିକା ଗ୍ରହଣ କରିଥିଲେ।

मई 3, 2021, 06:56 AM IST
 Bye Election 2021 Result: ଜାଣନ୍ତୁ କାହାକୁ ମିଳିଲା କେତେ ଆସନ

Bye Election 2021 Result: ଜାଣନ୍ତୁ କାହାକୁ ମିଳିଲା କେତେ ଆସନ

ଚଳିତ ବର୍ଷ ବିଭିନ୍ନ ରାଜ୍ୟର ବିଧାନସଭା ସହ ଲୋକସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇଛି।   

मई 2, 2021, 11:16 PM IST
Loksabha Bye Poll 2021: ଗାଦି ହାତେଇବାକୁ ସବୁ ଦଳର ପ୍ରୟାସ

Loksabha Bye Poll 2021: ଗାଦି ହାତେଇବାକୁ ସବୁ ଦଳର ପ୍ରୟାସ

ଚଳିତ ବର୍ଷ ୪ ସଂସଦୀୟ କ୍ଷେତ୍ରରେ ଅନୁଷ୍ଠିତ ହୋଇଯାଇଥିବା ଉପନିର୍ବାଚନ ପାଇଁ ଭୋଟଗଣତି ଚାଲିଛି।

मई 2, 2021, 07:12 PM IST
2021 Assembly Election Result: ଜାରି ରହିଛି ଭୋଟଗଣତି, ଖାତା ଖୋଲିଲେ BJP-TMC

2021 Assembly Election Result: ଜାରି ରହିଛି ଭୋଟଗଣତି, ଖାତା ଖୋଲିଲେ BJP-TMC

ଚଳିତ ବର୍ଷ ଅନୁଷ୍ଠିତ ହୋଇଯାଇଥିବା ବିଧାନସଭା ନିର୍ବାଚନ ଲାଗି ଜାରି ରହିଛି ଭୋଟ ଗଣତି।

मई 2, 2021, 05:48 PM IST
Assembly Election Results 2021: ଆଜି ୫ ରାଜ୍ୟର ଭାଗ୍ୟ ନିର୍ଦ୍ଧାରଣ, ବିଜୟ ଶୋଭାଯାତ୍ରା ଉପରେ ଲାଗିଛି ରୋକ

Assembly Election Results 2021: ଆଜି ୫ ରାଜ୍ୟର ଭାଗ୍ୟ ନିର୍ଦ୍ଧାରଣ, ବିଜୟ ଶୋଭାଯାତ୍ରା ଉପରେ ଲାଗିଛି ରୋକ

ଆସାମ, ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ ଏବଂ ପୁଡୁଚେରୀରେ ନିର୍ବାଚନ ଆୟୋଗ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ କରିବେ। ଫଳାଫଳ ସନ୍ଧ୍ୟା ସୁଦ୍ଧା ଘୋଷଣା କରାଯିବ।

मई 2, 2021, 07:19 AM IST
ଯଦି ପାନ କାର୍ଡରେ ଅଛି ତ୍ରୁଟି, ତେବେ ଏହାକୁ ସହଜ ଉପାୟରେ ଅନଲାଇନରେ କରନ୍ତୁ ଠିକ୍

ଯଦି ପାନ କାର୍ଡରେ ଅଛି ତ୍ରୁଟି, ତେବେ ଏହାକୁ ସହଜ ଉପାୟରେ ଅନଲାଇନରେ କରନ୍ତୁ ଠିକ୍

ଯଦି ଆପଣଙ୍କର ପାନ କାର୍ଡରେ କିଛି ତ୍ରୁଟି ଅଛି, ତେବେ ଏହାକୁ ଉଭୟ ଅନଲାଇନ୍ ଓ ଅଫଲାଇନରେ ସଂଶୋଧନ କରାଯାଇପାରିବ । ଆଜି ଆମେ ଆପଣଙ୍କୁ ଏହାର ଅନଲାଇନ୍ ପ୍ରକ୍ରିୟା ବିଷୟରେ କହୁଛୁ ।

मई 1, 2021, 12:56 PM IST
Exit Polls: ଫେରିବେ ଦିଦି-ବାମପନ୍ଥୀ, ୩ଟି ରାଜ୍ୟରେ ବାଜି ମାରିବ ବିଜେପି

Exit Polls: ଫେରିବେ ଦିଦି-ବାମପନ୍ଥୀ, ୩ଟି ରାଜ୍ୟରେ ବାଜି ମାରିବ ବିଜେପି

ଅନେକ ପ୍ରତିଷ୍ଠିତ ଜାତୀୟ ଗଣମାଧ୍ୟମ ଗୁଡିକ ପାରମ୍ପାରୀକ ଭାବେ ବୁଥ ବାହୁଡା ମତ ବା Exit Polls ପ୍ରକାଶ କରିଛନ୍ତି। ତେବେ ଏହି ଆକଳନ କେତେ ସତ ହେବ ତାହା ଆସନ୍ତା ମେ ୨ ତାରିଖରେ ଜଣା ପଡିବ।

Apr 30, 2021, 11:28 AM IST
WB Assembly Election 2021: ଅଷ୍ଟମ ପର୍ଯ୍ୟାୟରେ ୩୫ ଆସନରେ ଚାଲିଛି ଭୋଟଗ୍ରହଣ

WB Assembly Election 2021: ଅଷ୍ଟମ ପର୍ଯ୍ୟାୟରେ ୩୫ ଆସନରେ ଚାଲିଛି ଭୋଟଗ୍ରହଣ

ଅଷ୍ଟମ ପର୍ଯ୍ୟାୟ ଭୋଟଗ୍ରହଣ ବେଳେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଲାଗି ୬୪୧ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ କରାଯାଇଛି।

Apr 29, 2021, 04:52 PM IST
ନିଜ ଦୋଷ 'ଦୋଷ', ଅନ୍ୟର ଦୋଷ 'ବିଷ'

ନିଜ ଦୋଷ 'ଦୋଷ', ଅନ୍ୟର ଦୋଷ 'ବିଷ'

ରିପୋର୍ଟ ଅନୁସାରେ କୋଲକାତା (Kolkata) ରେ ଏବେ ପ୍ରତି ଦୁଇ ଜଣଙ୍କ ମଧ୍ୟରୁ ଜଣେ କୋରୋନା ପଜିଟିଭ୍ ବାହାରୁଛନ୍ତି। ଗତକାଲି ଏକ ମାମଲାର ଶୁଣାଣି ବେଳେ ମାଡ୍ରାସ୍ ହାଇକୋର୍ଟ ଏଥିପାଇଁ ନିର୍ବାଚନ ଆୟୋଗକୁ ଦୋଷ ଦେଇଛନ୍ତି।

Apr 27, 2021, 09:38 AM IST
WB Assembly Election 2021: ସପ୍ତମ ପର୍ଯ୍ୟାୟରେ ୩୪ ଆସନ ପାଇଁ ଭୋଟଗ୍ରହଣ ଶେଷ

WB Assembly Election 2021: ସପ୍ତମ ପର୍ଯ୍ୟାୟରେ ୩୪ ଆସନ ପାଇଁ ଭୋଟଗ୍ରହଣ ଶେଷ

ସପ୍ତମ ପର୍ଯ୍ୟାୟରେ ୧୧,୩୭୬ ମତଦାନ କେନ୍ଦ୍ରରେ ହୋଇଥିଲା ଭୋଟଗ୍ରହଣ।   

Apr 26, 2021, 10:55 PM IST
WB Assembly Election 2021: ସପ୍ତମ ପର୍ଯ୍ୟାୟରେ ୩୪ ଆସନରେ ଚାଲିଛି ଭୋଟଗ୍ରହଣ

WB Assembly Election 2021: ସପ୍ତମ ପର୍ଯ୍ୟାୟରେ ୩୪ ଆସନରେ ଚାଲିଛି ଭୋଟଗ୍ରହଣ

ସପ୍ତମ ପର୍ଯ୍ୟାୟରେ ୨୬୮ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୮୨ ଲକ୍ଷ ମତଦାତା।

Apr 26, 2021, 05:08 PM IST
ପୂର୍ବତନ ବିଜେଡି ସାଂସଦ ସୁଗ୍ରୀବ ସିଂହଙ୍କ ପରଲୋକ

ପୂର୍ବତନ ବିଜେଡି ସାଂସଦ ସୁଗ୍ରୀବ ସିଂହଙ୍କ ପରଲୋକ

ସେ ୨୦୦୪-୦୯ ପର୍ଯ୍ୟନ୍ତ ସଂସଦକୁ ପ୍ରତିନିଧିତ୍ୱ କରିଥିଲେ। 

Apr 26, 2021, 03:35 PM IST
ଦେଶବାସୀଙ୍କୁ ସଞ୍ଜିବନୀ ଦେବେ ଶ୍ରେଷ୍ଠ ୨୦ ଧନୀ? ସାଂସଦ ଅମର ପଟ୍ଟନାୟକ କଲେ ଅପିଲ

ଦେଶବାସୀଙ୍କୁ ସଞ୍ଜିବନୀ ଦେବେ ଶ୍ରେଷ୍ଠ ୨୦ ଧନୀ? ସାଂସଦ ଅମର ପଟ୍ଟନାୟକ କଲେ ଅପିଲ

ଭାରତ ଭଳି ଜନବହୁଳ ଓ ବିକାଶଶୀଳ ଦେଶର ୧୩୦ କୋଟି ଜନତାଙ୍କୁ ଟିକା ଦେବେ ଯେତିକି କଷ୍ଟସାଧ୍ୟ ତାଠାରୁ ଅଧିକ ବ୍ୟୟବହୁଳ। ତେଣୁ ଏହି ଟିକାକରଣରେ ସହଯୋଗର ହାତ ବଢାଇବାକୁ ଦେଶର ଶ୍ରେଷ୍ଠ ୨୦ ଜଣ ଧନୀ ବ୍ୟକ୍ତିଙ୍କୁ ସାଂସଦ ଅମର ପଟ୍ଟନାୟକ ଅପିଲ କରିଛନ୍ତି।

Apr 25, 2021, 01:59 PM IST