• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • THS
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Puri
  • /କଏଦୀଙ୍କୁ କୋରୋନା

କଏଦୀଙ୍କୁ କୋରୋନା

ପୁରୀରେ ଆଜି ପୁଣି ୪ କୋରୋନା ପଜିଟିଭ ଚିହ୍ନଟ । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯ରେ ପହଞ୍ଚିଛି ।

Edited ByZee Odisha Desk
Published: May 18, 2020, 08:54 AM IST|Updated: May 18, 2020, 08:57 AM IST
joinshare
କଏଦୀଙ୍କୁ କୋରୋନା
Image Credit: ପ୍ରତୀକାତ୍ମକ ଫଟୋ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    ସରକାରୀ ଟଙ୍କା ଆତ୍ମସାତ କରି ଆଠଗଡ଼ ବନ ଡିଭିଜନ ପୂର୍ବତନ ବନ ଅଧିକାରୀ ଗିରଫ

    ସରକାରୀ ଟଙ୍କା ଆତ୍ମସାତ କରି ଆଠଗଡ଼ ବନ ଡିଭିଜନ ପୂର୍ବତନ ବନ ଅଧିକାରୀ ଗିରଫ

    2

    ମୋଦୀଙ୍କ ଜନ୍ମଦିନରେ ରାଜ୍ୟ ବିଜେପି ଆୟୋଜିତ କରିବ ବଡ଼ ରକ୍ତ ଦାନ ଶିବିର

    3

    Vigilance Case: ଭିଜିଲାନ୍ସ ଜାଲରେ ଜୁବା PACS ଲିମିଟେଡର ପୂର୍ବତନ ସଚିବ

    4

    ୟୁଏଇର ମନ୍ତ୍ରୀ ଅବ୍ଦୁଲ୍ଲା ବିନ୍ ତୌକ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସାକ୍ଷାତକାର

    5

    Bond Tokenization Summit 2026: ଭାରତରେ ନିବେଶ ପାଇଁ କିପରି ନୂତନ ରାସ୍ତା ଖୋଲିପାରେ

    ସଞ୍ଜୟ କୁମାର ମହାପାତ୍ର, ପୁରୀ: ପୁରୀରେ ଆଜି ପୁଣି ୪ କୋରୋନା ପଜିଟିଭ ଚିହ୍ନଟ । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯ରେ ପହଞ୍ଚିଛି । ଆଜି ଚିହ୍ନଟ ମଧ୍ୟରୁ ପୁରୀ ସହରର ୨ ଜଣ ଓ କୋଣାର୍କ ଏନଏସିର ଜଣେ ଓ ପିପିଲିର ଜଣେ । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କଏଦୀ ମଧ୍ୟ ରହିଛନ୍ତି । 

    ଯାହା ସୂଚନା ମିଳିଛି, ଗତ ୧୫ ତାରିଖ ଦିନ ଅଭିଯୁକ୍ତଙ୍କୁ ପୁରୀ ଜେଲକୁ ପଠାଯାଇଥିଲା । ତାଙ୍କର ପଜିଟିଭ ଆସିଥିବାରୁ କୁମ୍ଭାରପଡା ଥାନାର ଅଧିକାରୀ ସମେତ ୩୦ କର୍ମଚାରୀଙ୍କୁ କ୍ଵାରନ୍ତାଇନରେ ରଖାଯାଇଛି । ତା ସହ କଏଦୀଙ୍କ କଣ୍ଟ୍ରାକ୍ଟରେ ଯେଉଁମାନେ ଆସିଥିବେ ସେମାନଙ୍କୁ ମଧ୍ୟ ସଙ୍ଗରୋଧରେ ରଖାଯିବ । ତାଙ୍କ ଘର ନରେନ୍ଦ୍ର କୋଣ ଅଞ୍ଚଳକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । 

    ସେପଟେ ପୁରୀ ସଦର ବ୍ଲକ ବାଲିପୁଟ ପଞ୍ଚାୟତର ବାଙ୍ଗର ଅଞ୍ଚଳରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିବାରୁ ସରପଞ୍ଚ ସମଗ୍ର ବାଲିପୁଟ ପଞ୍ଚାୟତକୁ ୩୬ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି । ଏଥିସହିତ ପଞ୍ଚାୟତର ଛଅଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ସରପଞ୍ଚ ।

    Add Zee News as a Preferred Source
    TAGS:
    Coronavirus
    COVID 19
    Puri