ଶ୍ରୀମନ୍ଦିରରେ ଧ୍ୱଜା ବନ୍ଧା ସମୟର ହେଲା ପରିବର୍ତନ
Advertisement

ଶ୍ରୀମନ୍ଦିରରେ ଧ୍ୱଜା ବନ୍ଧା ସମୟର ହେଲା ପରିବର୍ତନ

ଶୀତ ଦିନ କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଧ୍ୱଜା ବନ୍ଧା ସମୟର କରାଗଲା  ପରିବର୍ତ୍ତନ

  • ଶ୍ରୀମନ୍ଦିରର ପ୍ରଶାସନ ତରଫରୁ ଧ୍ୱଜା ବନ୍ଧା ସମୟରେ ପରିବର୍ତ୍ତନ ହୋଇଛି।
  • ପୂର୍ବରୁ ଶ୍ରଦ୍ଧାଳୁ ଅପରାହ୍ନ ୪ଟା ସୁଦ୍ଧା ଶ୍ରୀମନ୍ଦିର ଭିତର ଶାଖା କାର୍ଯ୍ୟାଳୟରେ ଧ୍ୱଜା ଦାଖଲ କରୁଥିଲେ।
  • ପୂର୍ବରୁ ଶ୍ରଦ୍ଧାଳୁ ଅପରାହ୍ନ ୪ଟା ସୁଦ୍ଧା ଶ୍ରୀମନ୍ଦିର ଭିତର ଶାଖା କାର୍ଯ୍ୟାଳୟରେ ଧ୍ୱଜା ଦାଖଲ କରୁଥିଲେ।

Trending Photos

ଶ୍ରୀମନ୍ଦିରରେ ଧ୍ୱଜା ବନ୍ଧା ସମୟର ହେଲା ପରିବର୍ତନ

ପୁରୀ: ଶ୍ରୀମନ୍ଦିରର ପ୍ରଶାସନ ତରଫରୁ ଧ୍ୱଜା ବନ୍ଧା ସମୟରେ ପରିବର୍ତ୍ତନ ହୋଇଛି।  ପ୍ରଶାସନ ତରଫରୁ ଧ୍ବଜା ବନ୍ଧା ସମୟର ପରିବର୍ତ୍ତନ ଶୀତ ଦିନ ପାଇଁ କରାଯାଇଛି। ପୂର୍ବରୁ ଶ୍ରଦ୍ଧାଳୁ ଅପରାହ୍ନ ୪ଟା ସୁଦ୍ଧା ଶ୍ରୀମନ୍ଦିର ଭିତର ଶାଖା କାର୍ଯ୍ୟାଳୟରେ ଧ୍ୱଜା ଦାଖଲ କରୁଥିଲେ। ଯାହା ଶ୍ରୀମନ୍ଦିରରେ ଘଣ୍ଟାଏ ପରେ ଅର୍ଥାତ ସଂଧ୍ୟା ୫ଟାରେ ନୀଳଚକ୍ରରେ ବନ୍ଧା ଯାଉଥିଲା। ତେବେ ଏଥିରେ ସାମାନ୍ୟ ପରିବର୍ତ୍ତନ ହୋଇଛି।  ଆସନ୍ତା କାଲି ଠାରୁ ଭକ୍ତମାନେ ଅପରାହ୍ନ ୩ଟାଟା ସୁଦ୍ଧା ଶାଖା କାର୍ଯ୍ୟାଳୟରେ ସେମାନଙ୍କ ଧ୍ବଜା ଦାଖଲ କରିବେ । ୪ଟା ରେ ନୀଳଚକ୍ରରେ ଧ୍ବଜା ବନ୍ଧାଯିବ ।