ଆଜିଠୁ ପୁଣି ଆରମ୍ଭ ଜଗନ୍ନାଥ ହେରିଟେଜର ଉନ୍ନୟନ କାର୍ଯ୍ୟ

ଶ୍ରୀମନ୍ଦିର ସୁରକ୍ଷା ପ୍ରାଚୀରର ୭୫ମିଟର ମଧ୍ୟରେ ପାଞ୍ଚଟି ମୌଜାରୁ ୧୫ଏକର ୧୨ଡିସିମିଲ ଜାଗା ଖାଲି କରାଯିବ । ବର୍ତ୍ତମାନ ସୁଦ୍ଧା ୯୫ପ୍ରତିଶତ ଯାଗା ପ୍ରଶାସନ ପକ୍ଷରୁ ଅଧିଗ୍ରହଣ ସରିଯାଇଛି ।

ଆଜିଠୁ ପୁଣି ଆରମ୍ଭ ଜଗନ୍ନାଥ ହେରିଟେଜର ଉନ୍ନୟନ କାର୍ଯ୍ୟ

About the Author