ନିଅଣ୍ଟିଆ ବର୍ଷା, ପୁରୀରେ ମରୁଡ଼ି ଆଶଙ୍କା

ପୁରୀରେ ଚଳିତ ବର୍ଷ ହୋଇଛି ନିଅଣ୍ଟିଆ ବର୍ଷା । ସ୍ୱାଭାବିକ ଭାବେ ଜିଲ୍ଲାରେ ୩୫୬.୩ ମିଲିମିଟର ବର୍ଷା ହୋଇଥାଏ । ହେଲେ ଚଳିତବର୍ଷ ମାତ୍ର ୧୭୭.୯ ମିଲିମିଟର ବର୍ଷା ଯାହା ଗତବର୍ଷ ତୁଳନାରେ ୬୦ ପ୍ରତିଶତ କମ୍ ବର୍ଷା ହୋଇଛି ।

ନିଅଣ୍ଟିଆ ବର୍ଷା, ପୁରୀରେ ମରୁଡ଼ି ଆଶଙ୍କା
Image Credit: ପ୍ରତୀକାତ୍ମକ ଫଟୋ

About the Author