• ଆସାମ: ପୋଲିସର ଗୁଳିମାଡ଼ ପ୍ରତିବାଦରେ ସଂଖ୍ୟାଲଘୁ ଛାତ୍ର ସଂଗଠନର ବନ୍ଦ ଡାକରା
  • ସଂଗଠନର ୧୨ ଘଣ୍ଟିଆ ବନ୍ଦ ଡାକରାକୁ ବିଭିନ୍ନ ସଂଗଠନ ଓ ଦଳର ସମର୍ଥନ
  • ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା ଘଟଣାର ତଦନ୍ତ ନିର୍ଦେଶ
  • ଗଞ୍ଜାମ ଜରଡ଼ା ଥାନା ଭୀମପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ବୋମାମାଡ଼ରେ ୪ ଗୁରୁତର
  • ଦେବଗଡ଼ ରିଆମାଳ ଥାନା ଅଞ୍ଚଳରେ ୧୨ ବର୍ଷୀୟା ଛାତ୍ରୀଙ୍କୁ ଦୁଷ୍କର୍ମ
  • କଙ୍କରଖୋଲ ଜଙ୍ଗଲକୁ ଟେକି ନେଇ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ
  • ୬ ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ସେପ୍ଟେମ୍ବର ୨୬ରେ ମାଓ ପ୍ରଭାବିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବୈଠକ
  • କଟକ ମୁଣ୍ଡଳୀରେ ଅପରେଲନ ଗଜରାଜ
  • ଦଳରୁ ଅଲଗା ହୋଇଯାଇଥିବା ହାତୀକୁ ଉଦ୍ଧାର ପାଇଁ ଅଗ୍ନିଶମ ଓ ବନ ବିଭାଗର ଉଦ୍ୟମ ଜାରି

ଲକଡାଉନ ପାଇଁ ଅସୁବିଧାରେ ଋଷୀୟ ଦମ୍ପତି

ମହାପ୍ରଭୁଙ୍କ ଭକ୍ତ ହୋଇଥିବାରୁ ଏବେ ଜଗା ଭରଷାରେ ଶରଣ ପଶିଛନ୍ତି। 

ଲକଡାଉନ ପାଇଁ ଅସୁବିଧାରେ ଋଷୀୟ ଦମ୍ପତି

ସଞ୍ଜୟ ମହାପାତ୍ର, ପୁରୀ: ସୁଦୂର ଋଷିଆ (Russia) ରୁ  ଆସିଥିବା ବିଦେଶୀ ଦମ୍ପତି (Foreign Couple) ଏବେ ସଂକଟରେ। କୋରୋନା (Corona) ପୂର୍ବରୁ ଭାରତକୁ ଆସିଥିବା ବେଳେ ଲକଡାଉନ (Lockdown) ସମୟରେ ସରିଗଲା ଭିସା ଅବଧି (Visa Period)। ଆର୍ଥିକ ସମସ୍ୟା କାରଣରୁ କରି ପାରୁନାହାଁନ୍ତି ଭିସା ରିନ୍ୟୁଆଲ (Visa Renewal)। 

ଭିସା ଅବଧି ସରିଥିବାରୁ ବାଲେଶ୍ଵର (Balsore) ରେ କିଛିଦିନ ରହିଥିଲେ। ମାତ୍ର ସେମାନଙ୍କ ଭିସାର ଅବଧି ସରିଥିବାରୁ ସେଠାରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ହଟାଇ ଦିଆଗଲା। ମହାପ୍ରଭୁଙ୍କ ଭକ୍ତ ହୋଇଥିବାରୁ ଏବେ ଜଗା ଭରଷାରେ ଶରଣ ପଶିଛନ୍ତି। ଶ୍ରୀମନ୍ଦିର ଚତୁର୍ପାଶ୍ୱ ପରିକ୍ରମା କରିବା ସହ ହାରୋମନିୟମ (Harmonium) ବଜାଇ ଭିକ୍ଷା ମାଗୁଛନ୍ତି। ଆଉ ଋଷିଆ ଫେରିବୁନି। 

ଏଇଠି ରହି ଭାରତୀୟ ନାଗରିକତ୍ୱ (Indian Citizenship) ଗ୍ରହଣ କରିବାକୁ ଇଛା। ଯେହେତୁ ପରିବାର ଲୋକ ଆମକୁ ଭୁଲିଗଲେଣି ଏଇଠି ଶେଷ ନିଶ୍ୱାସ ତ୍ୟାଗ କରିବାକୁ ଇଛା କରିଛୁ। ଏହି ଶ୍ରୀକ୍ଷେତ୍ରରେ କାଳିଆ ଆଶ୍ରାରେ ରହିବୁ ବୋଲି କହିଛନ୍ତି ଏହି ରଷିଆନ ଦମ୍ପତି (Russian Couple)।