ସ୍ନାନ ପୂର୍ଣ୍ଣିମା ନେଇ ପ୍ରସ୍ତୁତି, ଶ୍ରୀକ୍ଷେତ୍ରରେ ପହଞ୍ଚିଲା ବାସୁଙ୍ଗା ପାଟ

ମହାପ୍ରଭୁଙ୍କ ଅଣସର ନrତି ପାଇଁ ଲାଗୁଥିବା ମୋଟ ୨କୁଇଣ୍ଟାଲ ୫୨କେଜି ବାସୁଙ୍ଗା ପାଟ ଆଜି ଶ୍ରୀକ୍ଷେତ୍ରରେ ପହଞ୍ଚିଛି ।

ସ୍ନାନ ପୂର୍ଣ୍ଣିମା ନେଇ ପ୍ରସ୍ତୁତି, ଶ୍ରୀକ୍ଷେତ୍ରରେ ପହଞ୍ଚିଲା ବାସୁଙ୍ଗା ପାଟ
Image Credit: ଫାଇଲ ଫଟୋ

About the Author