Ratha Yatra 2025: ଚଳିତ ବର୍ଷ ରଥଯାତ୍ରାରେ ସେବକଙ୍କୁ ନେଇ ଆସିଲା ନୂଆ ନିୟମ... ମୁଖ୍ୟ ପ୍ରଶାସକ ଦେଲେ ସୂଚନା

Ratha Yatra 2025: ଶ୍ରୀମନ୍ଦିର ମୁଖ୍ୟ ମନ୍ଦିର ଓ ପାର୍ଶ୍ଵ ଦେବାଦେବୀ ମନ୍ଦିର ରେ ହେବ ଆଲୋକିକରଣ।ବୈଷୟିକ ସଂସ୍ଥା ଦେଇସାରିଛନ୍ତି ପ୍ରେଜେଣ୍ଟେସନ।ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଥିବା ଭସାଡ ଲାଇଟ୍ ଆହୁରି ସୁଦୃଢ଼ୀକରଣ ହୋଇ ଝଳସିବ ଶ୍ରୀମନ୍ଦିର ।ଶ୍ରୀ ଗୁଣ୍ଡିଚା ମନ୍ଦିରରେ ସରିଛି ବାହାର ସୋନ୍ଦର୍ଯ୍ୟକରଣ କାର୍ଯ୍ୟ ।

Ratha Yatra 2025: ଚଳିତ ବର୍ଷ ରଥଯାତ୍ରାରେ ସେବକଙ୍କୁ ନେଇ ଆସିଲା ନୂଆ ନିୟମ... ମୁଖ୍ୟ ପ୍ରଶାସକ ଦେଲେ ସୂଚନା

About the Author

Rashmita Sahoo

Rashmita Sahoo

ଦୀର୍ଘ୫ ବର୍ଷ ଧରି ଜୀ ପରିବାର ସହ ମୁଁ ଜଡ଼ିତ...ଆଉ ଏ ଯାତ୍ରା ଆଗକୁ ବି ଜାରି ରହିବ
      
 

Read More