Ratha Yatra: ରଥଯାତ୍ରାରେ ପହଣ୍ଡି ଶୃଙ୍ଖଳା ଓ ପହଣ୍ଡି ଟିମ୍ ଗଠନକୁ ନେଇ ସ୍ଵତନ୍ତ୍ର ବୈଠକ

Ratha Yatra: ମୁଖ୍ୟ ମହାରଣା,ତତ୍ତ୍ୱାବଧାରକ,ଇଞ୍ଜିନିୟର,ଅମିନ ଏ ସମସ୍ତଙ୍କର କଣ ଦାୟିତ୍ଵ ରହିବ ସେନେଇ ମଧ୍ୟ ଆଲୋଚନା ହୋଇଛି । ରଥ ଶୋଧ,ପହଣ୍ଡି,ରଥଟଣାକୁ ଶୃଙ୍ଖଳିତ ଓ ସୁନୀୟନ୍ତ୍ରିତ କରିବା ଦିଗରେ ଫୋକସ୍ ଦିଆଯାଇଛି ବୋଲି ବୈଠକ ପରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ।

Ratha Yatra: ରଥଯାତ୍ରାରେ ପହଣ୍ଡି ଶୃଙ୍ଖଳା ଓ ପହଣ୍ଡି ଟିମ୍ ଗଠନକୁ ନେଇ ସ୍ଵତନ୍ତ୍ର ବୈଠକ

About the Author