ବିଜେଡି ତରଫରୁ ମାସ୍କ-ସାବୁନ ବଣ୍ଟନ ସହ ସଚେତନତା କାର୍ଯ୍ୟକ୍ରମ

ବିଜେଡି ତରଫରୁ ମାସ୍କ-ସାବୁନ ବଣ୍ଟନ ସହ ସଚେତନତା କାର୍ଯ୍ୟକ୍ରମ

ସମ୍ବଲପୁର ସହରର ତଳି ଅଞ୍ଚଳ ଦାନୀପାଲି ଠାରେ ବିଜେଡି ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୋଭିଡ-19 ପାଇଁ ଅଂଚଳବାସୀଙ୍କୁ ସଚେତନ କରିବା ସହ ଲିଫ୍ଲେଟ ସାବୁନ ଓ ମାସ୍କ ପ୍ରଦାନ କରାଯାଇଥିଲା ।

मई 24, 2020, 04:00 PM IST
ସମ୍ପନ୍ନ ହେଲା ବାଲୁଙ୍କେଶ୍ୱର ବାବାଙ୍କର ପତର ପେଣ୍ଡି ଯାତ୍ରା

ସମ୍ପନ୍ନ ହେଲା ବାଲୁଙ୍କେଶ୍ୱର ବାବାଙ୍କର ପତର ପେଣ୍ଡି ଯାତ୍ରା

ଆଜି ଠାରୁ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଶୁଭାରମ୍ଭ ହୋଇଛି।  ଆଜି ସଂଧ୍ୟାରେ ନନ୍ଦପଡାର ବମବରାଡ ବାଲୁଙ୍କେଶ୍ୱର ବାବାଙ୍କ ପତ୍ରପେଣ୍ଡି ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି.

मई 23, 2020, 08:06 PM IST
ହୀରାକୁଦରେ ବିଦେଶୀ ପକ୍ଷୀଙ୍କ ଭିଡ଼

ହୀରାକୁଦରେ ବିଦେଶୀ ପକ୍ଷୀଙ୍କ ଭିଡ଼

ସମ୍ବଲପୁର ଜିଲ୍ଲାର ହୀରାକୁଦ ଜଳଭଣ୍ଡାର କେବଳ ଯେ ଏକ ବିଦ୍ୟୁତ ଶକ୍ତି ଉତ୍ପାଦନ କେନ୍ଦ୍ର ଓ ପର୍ଯ୍ୟଟନ ସ୍ଥଳ ଭାବେ ପରିଚିତ ତାହା ନୁହେଁ । ଏହା ରାଜ୍ୟ ତଥା ଦେଶ ବାହାରର ବିଭିନ୍ନ ପ୍ରକାର ପକ୍ଷୀଙ୍କ ଅଣ୍ଡାଦାନ ଏବଂ ବସା ତିଆରି ପାଇଁ ଏକ ଉତ୍କୃଷ୍ଟ ସ୍ଥଳ ମଧ୍ୟ। ସେଥିପାଇଁ ପ୍ରତ୍ୟେକ ବର୍ଷ ଏଠାକୁ ରାଜ୍ୟ ତଥା ଦେଶ ବାହାରୁ ଅନେକ ପ୍ରକାର ପକ୍ଷୀ ଅଣ୍ଡା

मई 19, 2020, 09:03 PM IST
ଆୟ ଶୂନ, ହେଲେ ଖର୍ଚ୍ଚ କରିବା ଥୟ...

ଆୟ ଶୂନ, ହେଲେ ଖର୍ଚ୍ଚ କରିବା ଥୟ...

ଲକଡାଉନ ଯୋଗୁ ଜିଲ୍ଲାରେ ଅଟକିଛି ହଜାର ହଜାର ଟ୍ରକ । ଟ୍ରକ ନଗଡ଼ିଲେ ବି ଖର୍ଚ୍ଚ ହେଉଛି । ହେଲେ ଆୟ ଶୂନ ।

मई 18, 2020, 12:09 PM IST
ସମଲେଶ୍ୱରୀ ମନ୍ଦିର ପରସରରେ ଥିବା ଭୋଗ ଦୋକାନରେ ଅଗ୍ନିକାଣ୍ଡ

ସମଲେଶ୍ୱରୀ ମନ୍ଦିର ପରସରରେ ଥିବା ଭୋଗ ଦୋକାନରେ ଅଗ୍ନିକାଣ୍ଡ

କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । 

मई 17, 2020, 03:06 PM IST
ସମ୍ବଲପୁରର ଆକ୍ରାନ୍ତ ଗୁଜୁରାଟ ଫେରନ୍ତା

ସମ୍ବଲପୁରର ଆକ୍ରାନ୍ତ ଗୁଜୁରାଟ ଫେରନ୍ତା

ଯାହା ଜଣପଡ଼ିଛି, ଯୁବକ ଜଣକ ନିକଟ ଅତୀତରେ ହିଁ ଗୁଜୁରାଟ ଅହମ୍ମଦାବାଦରୁ ଫେରିଥିଲେ । ଏକ ବସ୍ ମାଧ୍ୟମରେ ପାଖାପାଖି ୨୦ ଜଣ ବ୍ୟକ୍ତି ଅହମ୍ମଦାଦରୁ ସମ୍ବଲପୁରକୁ ଫେରିଥିଲେ । 

मई 17, 2020, 01:18 PM IST
ପଛପଟୁ ଧକ୍କା ଦେଲା ଟ୍ରକ, ସାଇକେଲ ଆରୋହୀ ମୃତ

ପଛପଟୁ ଧକ୍କା ଦେଲା ଟ୍ରକ, ସାଇକେଲ ଆରୋହୀ ମୃତ

ମୃତକ ଜଣକ ହେଉଛନ୍ତି ଖୁଣ୍ଟିଚକୁଳି ଗାଁର ପୂର୍ଣ୍ଣଚନ୍ଦ୍ର ପଣ୍ଡା ।

मई 17, 2020, 11:54 AM IST
ରାଜ୍ୟରେ ଆଉ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଆକ୍ରାନ୍ତଙ୍କ ସଂଖ୍ୟା ୮୨୮କୁ ବୃଦ୍ଧି

ରାଜ୍ୟରେ ଆଉ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଆକ୍ରାନ୍ତଙ୍କ ସଂଖ୍ୟା ୮୨୮କୁ ବୃଦ୍ଧି

 ଆଜି ୯୧ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏଥିମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ଭଦ୍ରକ(୨୮)ର ରହିଛନ୍ତି । 

मई 17, 2020, 10:21 AM IST
ବୁର୍ଲା ଡାକ୍ତରଙ୍କ ଅବହେଳା ଚରମସୀମାରେ, ଜୀବିତ ଶିଶୁକୁ ମୃତ ଘୋଷଣା

ବୁର୍ଲା ଡାକ୍ତରଙ୍କ ଅବହେଳା ଚରମସୀମାରେ, ଜୀବିତ ଶିଶୁକୁ ମୃତ ଘୋଷଣା

ସମ୍ବଲପୁର ବୁର୍ଲା ମେଡିକାଲର ଡାକ୍ତରଙ୍କ ଅବହେଲା ଓ ଖାମ ଖିଆଲିପଣର ଏକ ନଗ୍ନ ନମୂନା ଏବେ ଦେଖିବାକୁ ମିଳିଛି। ଜଣେ ନବଜାତକକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ମୃତ ନବଜାତକର ପରିବାର ସଦସ୍ୟଙ୍କ ଅଭିଯୋଗକୁ ଅଣଦେଖା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଡାକ୍ତରଙ୍କ କାର୍ଯ୍ୟପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି।  ମିଳିଥିବା ସୂଚନା ମୁତାବକ ସ

मई 16, 2020, 04:14 PM IST
ଗ୍ରାମାଞ୍ଚଳରେ ହାତୀ ଉପଦ୍ରବ

ଗ୍ରାମାଞ୍ଚଳରେ ହାତୀ ଉପଦ୍ରବ

ସମ୍ବଲପୁର ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ଏବେ ହାତି ଉପଦ୍ରବ ପାଇଁ ଲୋକେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ।  ଲକଡାଉନ ପାଇଁ ଲୋକେ ଏବେ ଏମିତି ବି ଅସୁବିଧା ରେ ଥିବା ବେଳେ  ଗ୍ରାମାଞ୍ଚଳରେ ଲାଗି ରହିଥିବା ହାତି ଉପଦ୍ରବ  ଲୋକଙ୍କ ଚିନ୍ତା ବଢାଇ ଦେଇଛି ।  ଜିଲ୍ଲାର ଜୁଜୁମୁରା ବ୍ଳକର କୁକୁଡାପାଲି ପଞ୍ଚାୟତରର ବିଭିନ୍ନ

मई 14, 2020, 01:05 PM IST
ହାଇଦ୍ରାବାଦରେ ଓଡ଼ିଆ ଯୁବତୀଙ୍କ ଚିକିତ୍ସା ପାଇଁ ପରିବାର ଲୋକଙ୍କ ନିବେଦନ

ହାଇଦ୍ରାବାଦରେ ଓଡ଼ିଆ ଯୁବତୀଙ୍କ ଚିକିତ୍ସା ପାଇଁ ପରିବାର ଲୋକଙ୍କ ନିବେଦନ

ହାଇଦ୍ରାବାଦ ରେ ଫସିଥିବା ଲାଇଡ଼ା ଅଞ୍ଚଳର ଅସୁସ୍ଥ ହୋଇ ପଡ଼ିଥିବା ଯୁବତୀଙ୍କ ଚିକିତ୍ସା ଏବଂ ଉଦ୍ଧାର ପାଇଁ ନିବେଦନ କରିଛନ୍ତି ପରିବାର ଲୋକେ.

मई 12, 2020, 02:35 PM IST
ଅନଲାଇନରେ ସରିଲା ବାହାଘର

ଅନଲାଇନରେ ସରିଲା ବାହାଘର

ବାହାଘର ସେ ପୁଣି ଅନଲାଇନରେ।  ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ହେଲେ ଏଭଳି ଏକ ବାହାଘର ହୋଇଛି ସମ୍ବଲପୁର ମୁଦିପଡାର ପୂଜାଠାକୁରଙ୍କ କ୍ଷେତ୍ରରେ। ପୂର୍ବରୁ କୋଭିଡ୧୯ ପାଇଁ ବାହାଘର ଘୁଞ୍ଚି ଯାଉଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରିଥିଲେ ଉଭୟ ପରିବାର। ଝାଡ଼ଖଣ୍ଡର ଜାମସେଦପୁର ପୁଅ ଘର ହୋଇଥିବା ବେଳେ ଝିଅ ଘର ସମ୍ବଲପୁରର ମୁଦିପଡା। ପୁଅ ଘରର

मई 12, 2020, 01:02 PM IST
ସମ୍ବଲପୁରରେ ସୁବାସଙ୍କୁ ଶ୍ରଦ୍ଧାଞ୍ଜଳି

ସମ୍ବଲପୁରରେ ସୁବାସଙ୍କୁ ଶ୍ରଦ୍ଧାଞ୍ଜଳି

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାସ ଚୌହାନଙ୍କ ଶନିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି । ଏହି ଖବର ମିଳିବା ପରେ ଅବିଭକ୍ତ ସମ୍ବଲପୁର ଜିଲ୍ଲା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗତକାଲି ତାଙ୍କ ମର ଶରୀର ବରଗଡକୁ ନିଆଯାଉଥିବା ସମୟରେ ଦଳମତ ନିର୍ବିଶେଷରେ ସମ୍ବଲପୁରରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।  ତାଙ୍କ ମରଶରୀରକୁ ଜନ୍ମମାଟି ବର

मई 11, 2020, 02:31 PM IST
ପ୍ରତିଶୋଧ: ଗାଁ ଦାଣ୍ଡରେ ଟାଙ୍ଗିଆରେ ହାଣି ହତ୍ୟା

ପ୍ରତିଶୋଧ: ଗାଁ ଦାଣ୍ଡରେ ଟାଙ୍ଗିଆରେ ହାଣି ହତ୍ୟା

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡର ନକଟିଦେଉଲ ଥାନା ଅନ୍ତର୍ଗତ ସାଲେଭଟା ପଞ୍ଚାୟତର ସାଳବଣିଆ ଗାଁରେ ଯୁବକଙ୍କୁ ନିର୍ମମ ହତ୍ୟା। ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ସେହି ଗାଁର ୪ ଜଣ ଯୁବକ ଦୁଃଶାସନ ଦେହୁରୀରୁ ଗାଁ ଦାଣ୍ଡରେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି।  ମିଳିଥିବା ସୂଚନା ଅନୁସାରେ ହତ୍ୟାକାଣ୍ଡର ଶିକାର ହୋଇଥିବା ଯ

मई 5, 2020, 04:37 PM IST
ଅର୍ଥ ପାଇଁ ମୂଲ୍ୟହୀନ ଜୀବନ, ଆମ୍ବୁଲାନ୍ସ ଭିତରେ ବିତିଲା ରାତି

ଅର୍ଥ ପାଇଁ ମୂଲ୍ୟହୀନ ଜୀବନ, ଆମ୍ବୁଲାନ୍ସ ଭିତରେ ବିତିଲା ରାତି

ଅର୍ଥ ପାଇଁ ସମ୍ବଲପୁରରେ ଘଟିଥିବା ଏ ଅଭାବନୀୟ ଘଟଣା ଏବେ ଆଲୋଡ଼ନ ସୃଷ୍ଟି କରିଛି । 

मई 5, 2020, 12:11 PM IST
ବେକରେ ରସି ଲଗାଇ ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ବେକରେ ରସି ଲଗାଇ ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଘଟଣାଟି ଘଟିଛି ଶାସନ ଥାନା ଅନ୍ତର୍ଗତ କୁକୁଡାପାଲି ଗ୍ରାମପଞ୍ଚାୟତର ଗିରିପାଲି ଗାଁରେ । 

मई 4, 2020, 12:37 PM IST
ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ମାଡ଼ ମାରିବା ଅଭିଯୋଗରେ ଦୁଇ ଗିରଫ

ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ମାଡ଼ ମାରିବା ଅଭିଯୋଗରେ ଦୁଇ ଗିରଫ

ଠେଲକୋଲି ଥାନା ଅଞ୍ଚଳରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭରକୁ ମାଡ ମାରି ଆକ୍ରମଣ କରିଥିବା ଅଭିଯୋଗ । ଏହି ଘଟଣାରେ ୨ ଜଣ ଗିରଫ ହୋଇଥିବା ଜଣାପଡ଼ିଛି । ଗିରଫ ୨ ଜଣ ହେଲେ ଠେଲକୋଲି ଥାନାର ଲାଣ୍ଡୁପାଲି ଗାଁର ପ୍ରମୋଦ କୁମାର ବେହେରା ଓ ସମ୍ବଲପୁର ମୁଦିପଡାର ମୁକେଶ କରାଳି । ଘଟଣାଟି ଏହିପରି.

मई 1, 2020, 08:45 PM IST
ସମ୍ବଲପୁରରେ ଉଦଘାଟନ ହେଲା କୋଭିଡ୍-୧୯ ହସ୍ପିଟାଲ

ସମ୍ବଲପୁରରେ ଉଦଘାଟନ ହେଲା କୋଭିଡ୍-୧୯ ହସ୍ପିଟାଲ

ଏଠି VIMSAR ବୁର୍ଲାରୁ ୫୦ଜଣ ଅଭିଜ୍ଞ ପ୍ରଫେସର, ସହକାରୀ ପ୍ରଫେସର, ଆବାସିକ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି ।

Apr 22, 2020, 08:15 PM IST
ବୁର୍ଲାରେ ବେଆଇନ ମଦ ବିକ୍ରି ! ଭିଡିଓ ଭାଇରଲ

ବୁର୍ଲାରେ ବେଆଇନ ମଦ ବିକ୍ରି ! ଭିଡିଓ ଭାଇରଲ

ଅନ୍ଧାରିଆ ସ୍ଥାନ ଗୁଡିକରେ ଗ୍ରାହକ ପହଞ୍ଚୁ ପହଞ୍ଚୁ କରାଯାଉଛି ହ୍ୟାଣ୍ଡ ଡେଲିଭରି । ଏହା କେବଳ ଚିହ୍ନା ପରିଚିତ ଗ୍ରାହକମାନଙ୍କୁ ବିକ୍ରି କରାଯାଉଥିବା ଜଣାପଡ଼ିଛି ।

Apr 20, 2020, 04:57 PM IST