ସମ୍ବଲପୁରର ଆକ୍ରାନ୍ତ ଗୁଜୁରାଟ ଫେରନ୍ତା

ଯାହା ଜଣପଡ଼ିଛି, ଯୁବକ ଜଣକ ନିକଟ ଅତୀତରେ ହିଁ ଗୁଜୁରାଟ ଅହମ୍ମଦାବାଦରୁ ଫେରିଥିଲେ । ଏକ ବସ୍ ମାଧ୍ୟମରେ ପାଖାପାଖି ୨୦ ଜଣ ବ୍ୟକ୍ତି ଅହମ୍ମଦାଦରୁ ସମ୍ବଲପୁରକୁ ଫେରିଥିଲେ ।

ସମ୍ବଲପୁରର ଆକ୍ରାନ୍ତ ଗୁଜୁରାଟ ଫେରନ୍ତା
Image Credit: ପ୍ରତୀକାତ୍ମକ ଫଟୋ

About the Author