ଦ୍ୱିତୀୟ ଦିନରେ ପହଞ୍ଚିଲା ଅନଶନ,ଇନପୁଟ ସବସିଡି ପାଇବାକୁ ଚାଷୀଙ୍କ ୪୦ କିମି ପଦଯାତ୍ରା

ଏ ବାବଦରେ ଜିଲାପାଳଙ୍କ ପାଖକୁ ଗଲେ ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ଫାଇଲ ରହିଛି କହୁଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲାପାଳଙ୍କ ପାଖରେ ଫାଇଲ ରହିଥିବାର କହୁଥିବା ଅଭିଯୋଗ କରିଛନ୍ତି ଚାଷୀ ।

ଦ୍ୱିତୀୟ ଦିନରେ ପହଞ୍ଚିଲା ଅନଶନ,ଇନପୁଟ ସବସିଡି ପାଇବାକୁ ଚାଷୀଙ୍କ ୪୦ କିମି ପଦଯାତ୍ରା