ଅନଲାଇନରେ ସରିଲା ବାହାଘର

ବାହାଘର ସେ ପୁଣି ଅନଲାଇନରେ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ହେଲେ ଏଭଳି ଏକ ବାହାଘର ହୋଇଛି ସମ୍ବଲପୁର ମୁଦିପଡାର ପୂଜାଠାକୁରଙ୍କ କ୍ଷେତ୍ରରେ। ପୂର୍ବରୁ କୋଭିଡ୧୯ ପାଇଁ ବାହାଘର ଘୁଞ୍ଚି ଯାଉଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରିଥିଲେ ଉଭୟ ପରିବାର। ଝାଡ଼ଖଣ୍ଡର ଜାମସେଦପୁର ପୁଅ ଘର ହୋଇଥିବା ବେଳେ ଝିଅ ଘର ସମ୍ବଲପୁରର ମୁଦିପଡା। ପୁଅ ଘରର

ଅନଲାଇନରେ ସରିଲା ବାହାଘର

About the Author