ସୁବର୍ଣ୍ଣପୁର ଶଙ୍କରା ମଣ୍ଡିରେ ଧାନ କିଣାରେ ଅବ୍ୟବସ୍ଥା, ଧାରଣାରେ ଚାଷୀ

ଯାହା ଜଣାପଡ଼ିଛି, ଗତ ୧୫ ତାରିଖରୁ ବିନିକା ବ୍ଲକରେ ରବି ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି । ହେଲେ ଶଙ୍କରା ମଣ୍ଡିରେ ୬ ହଜାର କ୍ୱିଣ୍ଟାଲ ଧାନ ଧରି ଚାଷୀ ଅପେକ୍ଷା କରି ରହିଥିଲେ ମଧ୍ୟ ମିଲର୍ସ ଆସୁନାହାଁନ୍ତି ।

ସୁବର୍ଣ୍ଣପୁର ଶଙ୍କରା ମଣ୍ଡିରେ ଧାନ କିଣାରେ ଅବ୍ୟବସ୍ଥା, ଧାରଣାରେ ଚାଷୀ
Image Credit: ଫଟୋ ସୌଜନ୍ୟ: ଜୀ ମିଡିଆ

About the Author