ମଣିପୁରରେ ବଢୁଛି ବର୍ବରତା ।
ଆଉ ୨ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ।
ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ ।
ମାର୍କେଟ ବିଲ୍ଡିଂକୁ ନେଇ ତେଜୁଛି ଉଠାଦୋକାନୀ ଓ ସ୍ଥାୟୀ ଦୋକନୀ ବିବାଦ ।
କାଲିଠୁ ବନ୍ଦ ହୋଇପାରେ ରାଜଧାନୀର ସବୁ ସ୍ଥାୟୀ ଦୋକାନ ।
ଆଜି ବସିବ ସମସ୍ତ ବ୍ୟବସାୟୀ ସଂଘର ବୈଠକ ।
ଖୋଲିଲା ହୀରାକୁଦ୍ ଗେଟ୍ ।
୭ ନମ୍ବର ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ ।
ଗୋଟିଏ ପରେ ଗୋଟିଏ ୫ ଟି ଗେଟ୍ ଖୋଲିବାକୁ ନିଷ୍ପତି ।
partner sites: