Abhishek Sharma: ଅଭିଷେକ ଶର୍ମା ମାରିଲେ ଏକ ବିସ୍ଫୋରକ ଅର୍ଦ୍ଧଶତକ, ଭାଙ୍ଗିଲେ ଯୁବରାଜଙ୍କ ରେକର୍ଡ

Abhishek Sharma Half Century: ଚମତ୍କାର ଫର୍ମରେ ଥିବା ଯୁବ ଓପନର ଅଭିଷେକ ଶର୍ମା ଗୁରୁବାର ବାଂଲାଦେଶ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ବୁଧବାର ଦିନ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଭାରତ ବନାମ ବାଂଲାଦେଶ ସୁପର-୪ ମ୍ୟାଚ୍ ରେ ସେ ଏକ ବିସ୍ଫୋରକ ଅର୍ଦ୍ଧଶତ କରିଥିଲେ।

Abhishek Sharma: ଅଭିଷେକ ଶର୍ମା ମାରିଲେ ଏକ ବିସ୍ଫୋରକ ଅର୍ଦ୍ଧଶତକ, ଭାଙ୍ଗିଲେ  ଯୁବରାଜଙ୍କ ରେକର୍ଡ
Image Credit: Abhishek Sharma Half Century

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More