Abhishek Sharma: ୨୫ ଇନିଂସ ଖେଳି ଅଭିଷେକ ଭାଙ୍ଗିଲେ କୋହଲିଙ୍କ ବିରାଟ ରେକର୍ଡ

Abhishek Surpasses Kohli: ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଅଭିଷେକ ଶର୍ମା ୨୫ ଇନିଂସ ପରେ ଭାରତର ସର୍ବାଧିକ ରନ୍ ସ୍କୋରର୍ ହୋଇଛନ୍ତି। ସେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି। ଅଭିଷେକ ୨୫ ଇନିଂସରେ ୯୩୬ ରନ୍ କରିଛନ୍ତି।

Abhishek Sharma: ୨୫ ଇନିଂସ ଖେଳି ଅଭିଷେକ ଭାଙ୍ଗିଲେ କୋହଲିଙ୍କ ବିରାଟ ରେକର୍ଡ
Image Credit: Abhishek Sharma Surpasses Virat Kohli

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More