IND Tour of BAN: ବାଂଲାଦେଶ ସିରିଜ ପାଇଁ କାର୍ଯ୍ୟସୂଚୀ ଘୋଷଣା କଲା BCCI, ଜାଣନ୍ତୁ କେବେ ଏବଂ କେଉଁଠି ଖେଳିବ ଟିମ୍ ଇଣ୍ଡିଆ

India tour of Bangladesh Schedule 2025: ଭାରତୀୟ କ୍ରିକେଟ୍ ଦଳ ଅଗଷ୍ଟରେ ବାଂଲାଦେଶ ଗସ୍ତରେ ୩ଟି ଦିନିକିଆ ଏବଂ ସମାନ ମ୍ୟାଚ ବିଶିଷ୍ଟ ଟି-୨୦ ମ୍ୟାଚ୍ ର ସିରିଜ୍ ଖେଳିବ। ମଙ୍ଗଳବାର ଦିନ ବିସିସିଆଇ ଏହାର ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି।

IND Tour of BAN: ବାଂଲାଦେଶ ସିରିଜ ପାଇଁ କାର୍ଯ୍ୟସୂଚୀ ଘୋଷଣା କଲା BCCI, ଜାଣନ୍ତୁ କେବେ ଏବଂ କେଉଁଠି ଖେଳିବ ଟିମ୍ ଇଣ୍ଡିଆ
Image Credit: ବାଂଲାଦେଶ ସିରିଜ ପାଇଁ କାର୍ଯ୍ୟସୂଚୀ ଘୋଷଣା କଲା BCCI

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More