India Squad: ଶ୍ରୀଲଙ୍କା ଟି-୨୦ ସିରିଜ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କଲା BCCI, ୨୧ ରେ ଆରମ୍ଭ ହେବ ସିରିଜ୍

India Squad for Sri Lanka: ଶ୍ରୀଲଙ୍କା ବିପକ୍ଷ ଘରୋଇ ଟି-୨୦ ସିରିଜ ପାଇଁ ବିସିସିଆଇ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ହରମନପ୍ରୀତ କୌର ଦଳର ଅଧିନାୟକ ହେବେ। ଯେତେବେଳେ କି ସ୍ମୃତି ମନ୍ଧାନା ଉପ-ଅଧିନାୟିକା ହେବେ।

India Squad: ଶ୍ରୀଲଙ୍କା ଟି-୨୦ ସିରିଜ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କଲା BCCI, ୨୧ ରେ ଆରମ୍ଭ ହେବ ସିରିଜ୍
Image Credit: India Squad for Sri Lanka

About the Author