Rising Stars Asia Cup 2025: ଦଳ ଘୋଷଣା କଲା ବିସିସିଆଇ; ୧୬ ନଭେମ୍ୱରରେ ପାକିସ୍ତାନ ସହ ମ୍ୟାଚ୍ ଖେଳିବ ଭାରତ

Rising Stars Asia Cup 2025: ଟୁର୍ଣ୍ଣାମେଣ୍ଟ ନଭେମ୍ବର ୧୪ ତାରିଖରେ ଆରମ୍ଭ ହେବ। ଭାରତୀୟ ଦଳର ପ୍ରଥମ ମ୍ୟାଚ୍ ୟୁଏଇ ବିପକ୍ଷରେ ହେବ। ଏହି ମ୍ୟାଚ୍ ପରେ ଭାରତ ଏବଂ ପାକିସ୍ତାନ A ଦଳ ମ୍ୟାଚ୍ ରବିବାର ଅର୍ଥାତ୍ ୧୬ ନଭେମ୍ବରରେ ଅନୁଷ୍ଠିତ ହେବ।

Rising Stars Asia Cup 2025: ଦଳ ଘୋଷଣା କଲା ବିସିସିଆଇ; ୧୬ ନଭେମ୍ୱରରେ ପାକିସ୍ତାନ ସହ ମ୍ୟାଚ୍ ଖେଳିବ ଭାରତ
Image Credit: Rising Stars Asia Cup 2025

About the Author