ପାକିସ୍ତାନ ଉପରେ ପୁଣି ଥରେ BCCI ର 'ନୋ ହ୍ୟାଣ୍ଡସେକ୍' ଷ୍ଟ୍ରାଇକ୍, ବିଶ୍ୱକପରେ ମଧ୍ୟ ହାତ ମିଳାଇବ ନାହିଁ ଟିମ୍ ଇଣ୍ଡିଆ

ICC Womens ODI World Cup 2025: ରିପୋର୍ଟ ଅନୁଯାୟୀ ଭାରତୀୟ ମହିଳା ଦଳ ବିଶ୍ୱକପ୍ ମ୍ୟାଚ୍‌ରେ ପାକିସ୍ତାନୀ ଖେଳାଳିମାନଙ୍କ ସହିତ ହାତ ମିଳାଇବ ନାହିଁ। ଭାରତୀୟ ଦଳକୁ ଏ ବିଷୟରେ ଅବଗତ କରାଯାଇଛି। ଏହି ନିଷ୍ପତ୍ତିରେ BCCI ନିଜର ଖେଳାଳିମାନଙ୍କୁ ପୂର୍ଣ୍ଣ ସମର୍ଥନ କରିବ।

ପାକିସ୍ତାନ ଉପରେ ପୁଣି ଥରେ BCCI ର 'ନୋ ହ୍ୟାଣ୍ଡସେକ୍' ଷ୍ଟ୍ରାଇକ୍, ବିଶ୍ୱକପରେ ମଧ୍ୟ ହାତ ମିଳାଇବ ନାହିଁ ଟିମ୍ ଇଣ୍ଡିଆ
Image Credit: ICC Womens ODI World Cup 2025:

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More