Smriti Mandhana Wedding: ହସ୍ପିଟାଲରେ ଭର୍ତ୍ତି ହେଲେ ବାପା...ବିବାହ କରିବାକୁ ମନା କଲେ ସ୍ମୃତି ମନ୍ଧାନା

Smriti Mandhana Wedding Postponed: ଡିୱାଇ ପାଟିଲ ଷ୍ଟାଡିୟମକୁ ନେଇ ଯାଇଥିଲେ ଏବଂ ତାଙ୍କୁ ନିଲ୍ ଡାଉନ କରି ପ୍ରପୋଜ୍ କରିଥିଲେ, ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ମନ୍ଧାନା ଏବଂ ପଲାଶ ୨୦୧୯ରୁ ଉଭୟଙ୍କୁ ଡେଟ୍ କରୁଥିଲେ। ସେମାନେ ୨୦୨୪ ରେ ସେମାନଙ୍କର ବିବାହ କରିବା ନେଇ ସ୍ପଷ୍ଟ କରିଥିଲେ।

Smriti Mandhana Wedding: ହସ୍ପିଟାଲରେ ଭର୍ତ୍ତି ହେଲେ ବାପା...ବିବାହ କରିବାକୁ ମନା କଲେ ସ୍ମୃତି ମନ୍ଧାନା

About the Author

Rashmita Sahoo

Rashmita Sahoo

ଦୀର୍ଘ୫ ବର୍ଷ ଧରି ଜୀ ପରିବାର ସହ ମୁଁ ଜଡ଼ିତ...ଆଉ ଏ ଯାତ୍ରା ଆଗକୁ ବି ଜାରି ରହିବ
      
Read More