Gautam Gambhir: ଗୌତମ ଗମ୍ଭୀରଙ୍କୁ ବଡ଼ ଆଶ୍ୱସ୍ତି, ଦିଲ୍ଲୀ ହାଇକୋର୍ଟ ରଦ୍ଦ କଲେ ଏହି ଫୌଜଦାରୀ ମାମଲା

Gautam Gambhir News: ଭାରତୀୟ କ୍ରିକେଟ ଦଳର ବର୍ତ୍ତମାନର କୋଚ୍ ତଥା ପୂର୍ବତନ ସାଂସଦ ଗୌତମ ଗମ୍ଭୀରଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଉଚ୍ଚ ନ୍ୟାୟାଳୟ ତାଙ୍କ ବିରୋଧରେ ଥିବା ଏକ ଫୌଜଦାରୀ ମାମଲାକୁ ରଦ୍ଦ କରିଛନ୍ତି।

Gautam Gambhir: ଗୌତମ ଗମ୍ଭୀରଙ୍କୁ ବଡ଼ ଆଶ୍ୱସ୍ତି, ଦିଲ୍ଲୀ ହାଇକୋର୍ଟ ରଦ୍ଦ କଲେ ଏହି ଫୌଜଦାରୀ ମାମଲା
Image Credit: Gautam Gambhir News

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More