Amit Mishra Retirement: ୨୫ ବର୍ଷର କ୍ୟାରିୟରରେ ଲଗାଇଲେ ପୂର୍ଣ୍ଣଚ୍ଛେଦ, ଏସିଆ କପ୍ ପୂର୍ବରୁ ଅବସର ନେଲେ ଆଉ ଜଣେ ଭେଟେରାନ୍

Amit Mishra Retirement: ଭାରତୀୟ କ୍ରିକେଟର ସବୁଠାରୁ ନିର୍ଭରଯୋଗ୍ୟ ଲେଗ୍-ସ୍ପିନରମାନଙ୍କ ମଧ୍ୟରୁ ଜଣେ ଅମିତ ମିଶ୍ର ଗୁରୁବାର ଦିନ ପ୍ରୋଫେସନାଲ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ପ୍ରାୟ ୨୫ ବର୍ଷର କ୍ୟାରିୟରରେ ସେ ନିଜର ଦକ୍ଷତା, ଆଗ୍ରହ ଏବଂ କଠିନ ପରିଶ୍ରମ ସହିତ ଭାରତୀୟ କ୍ରିକେଟକୁ ଅନେକ ସ୍ମରଣୀୟ ମୁହୂର୍ତ୍ତ ଦେଇଥିଲେ।

Amit Mishra Retirement: ୨୫ ବର୍ଷର କ୍ୟାରିୟରରେ ଲଗାଇଲେ ପୂର୍ଣ୍ଣଚ୍ଛେଦ, ଏସିଆ କପ୍ ପୂର୍ବରୁ ଅବସର ନେଲେ ଆଉ ଜଣେ ଭେଟେରାନ୍
Image Credit: Amit Mishra Retirement