Shubman Gill: ଅମ୍ପାୟାରଙ୍କ ସହ ଯୁକ୍ତିତର୍କ, ଗୋଟିଏ ମ୍ୟାଚ୍ ପାଇଁ ବ୍ୟାନ୍ ହେବେ ଗିଲ୍? ଜାଣନ୍ତୁ କଣ ରହିଛି ନିୟମ

IPL 2025ର ୫୧ ନମ୍ବର ମ୍ୟାଚ୍ଗୁଜରାଟ ଜାଏଣ୍ଟ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଶୁବମନ ଗିଲଙ୍କ ଅମ୍ପାୟରଙ୍କ ସହ ଯୁକ୍ତିତର୍କ ବହୁତ ଚର୍ଚ୍ଚାରେ ରହିଛି। ଗିଲଙ୍କୁ ବ୍ୟାନ କରାଯାଇପାରେ ବୋଲି କୁହାଯାଉଛି?

Shubman Gill: ଅମ୍ପାୟାରଙ୍କ ସହ ଯୁକ୍ତିତର୍କ, ଗୋଟିଏ ମ୍ୟାଚ୍ ପାଇଁ ବ୍ୟାନ୍ ହେବେ ଗିଲ୍? ଜାଣନ୍ତୁ କଣ ରହିଛି ନିୟମ
Image Credit: ଅମ୍ପାୟାରଙ୍କ ସହ ଯୁକ୍ତିତର୍କ

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments