Champions Trophy 2025: ହାଇବ୍ରିଡ୍ ମଡେଲକୁ ମୋହର ଲଗାଇଲା ଆଇସିସି, ବର୍ତ୍ତମାନ ଏହି ଦେଶରେ ହେବ ଭାରତର ମ୍ୟାଚ୍

Champions Trophy 2025: ଚାମ୍ପିଅନ୍ସ ଟ୍ରଫି ୧୯ ଫେବୃଆରୀରୁ ଆରମ୍ଭ ହେବ ଏବଂ ଏହାର ଫାଇନାଲ ମ୍ୟାଚ୍ ୯ ମାର୍ଚ୍ଚରେ ଅନୁଷ୍ଠିତ ହେବ। ସାତ ବର୍ଷ ପରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି। ଶେଷ ଥର ପାଇଁ ୨୦୧୭ ରେ ଚାମ୍ପିଅନ୍ସ ଟ୍ରଫି ଅନୁଷ୍ଠିତ ହୋଇଥିଲା। ଏହାର ଫାଇନାଲରେ ଭାରତକୁ ପରାସ୍ତ ଟ୍ରଫି ପାକିସ୍ତାନ ହାସଲ କରିଥିଲା।

Champions Trophy 2025: ହାଇବ୍ରିଡ୍ ମଡେଲକୁ ମୋହର ଲଗାଇଲା ଆଇସିସି, ବର୍ତ୍ତମାନ ଏହି ଦେଶରେ ହେବ ଭାରତର ମ୍ୟାଚ୍
Image Credit: Champions Trophy 2025 updates

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments