4 day Tests: ୫ ଦିନ ନୁହେଁ, ୪ ଦିନର ହେବ ଟେଷ୍ଟ ମ୍ୟାଚ୍! ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପାଇଁ ICC କରୁଛି ପ୍ଲାନ୍

ICC plans 4 day Tests: ଟେଷ୍ଟ ମ୍ୟାଚ୍ ନାମ ଶୁଣିବା ମାତ୍ରେ ପ୍ରଥମେ ମନକୁ ଆସେ ଯେ ଏହା ଏକି ପାଞ୍ଚ ଦିନିଆ ମ୍ୟାଚ୍। କିନ୍ତୁ ବର୍ତ୍ତମାନ ଏହାର ପରିବର୍ତ୍ତନ ହୋଇପାରେ। ଖୁବ୍ ଶୀଘ୍ର ICC ଏ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରେ।

4 day Tests: ୫ ଦିନ ନୁହେଁ, ୪ ଦିନର ହେବ ଟେଷ୍ଟ ମ୍ୟାଚ୍! ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପାଇଁ ICC କରୁଛି ପ୍ଲାନ୍
Image Credit: ICC plans 4 day Tests

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments