2026 T20 World Cup Schedule: ଆଇସିସି ଜାରି କଲା ୨୦୨୬ ଟି୨୦ ବିଶ୍ୱକପର କାର୍ଯ୍ୟସୂଚୀ, ଏହି ଦିନ ହେବ ଭାରତ-ପାକିସ୍ତାନ ମଧ୍ୟରେ ମହାମୁକାବିଲା

2026 T20 World Cup Schedule: ୨୦୨୬ ଟି୨୦ ବିଶ୍ୱକପ୍ ଫେବୃଆରୀ ୭ ତାରିଖରେ ଆରମ୍ଭ ହେବ ଏବଂ ଫାଇନାଲ ମ୍ୟାଚ୍ ମାର୍ଚ୍ଚ ୮ ତାରିଖରେ ଅନୁଷ୍ଠିତ ହେବ। ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ଫେବୃଆରୀ ୭ ତାରିଖରେ ମୁମ୍ବାଇରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ।

2026 T20 World Cup Schedule: ଆଇସିସି ଜାରି କଲା ୨୦୨୬ ଟି୨୦ ବିଶ୍ୱକପର କାର୍ଯ୍ୟସୂଚୀ, ଏହି ଦିନ ହେବ ଭାରତ-ପାକିସ୍ତାନ ମଧ୍ୟରେ ମହାମୁକାବିଲା
Image Credit: 2026 T20 World Cup Schedule

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More