IND vs AUS: ଅଷ୍ଟ୍ରେଲିଆ ପ୍ରଥମ ODI ଜିତିଲା, ୭ ୱିକେଟରେ ହାରିଲା ଟିମ୍ ଇଣ୍ଡିଆ

ପର୍ଥରେ ଖେଳାଯାଇଥିବା ଏହି ମ୍ୟାଚ୍ ରେ, ଆୟୋଜକ ଟିମ୍ ଟସ୍ ଜିତିଥିଲା । ଭାରତର ଆରମ୍ଭରୁ ହିଁ ଖରାପ ପ୍ରଦର୍ଶନ କରିଥିଲା । ବର୍ଷା ମଧ୍ୟ ମ୍ୟାଚକୁ ପ୍ରଭାବିତ କରିଥିଲା । 26 ଓଭରରେ 9 ୱିକେଟ ହରାଇ କେବଳ 136 ରନ୍ କରିପାରିଥିଲା।

IND vs AUS: ଅଷ୍ଟ୍ରେଲିଆ ପ୍ରଥମ ODI ଜିତିଲା, ୭ ୱିକେଟରେ ହାରିଲା ଟିମ୍ ଇଣ୍ଡିଆ

About the Author