IND vs PAK: ଆମେ ଯେକୌଣସି ଦଳକୁ ପରାସ୍ତ କରିପାରିବୁ… ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ପାକ୍ ଅଧିନାୟକଙ୍କ ଧମକ!

Salman Agha Fires Warning at India: ପାକିସ୍ତାନ ଏସିଆ କପ୍ ୨୦୨୫ ରେ ଓମାନ ବିପକ୍ଷରେ ଏକ ଚମତ୍କାର ବିଜୟ ସହିତ ନିଜର ଅଭିଯାନ ଆରମ୍ଭ କରିଛି। ପାକିସ୍ତାନ ଏହି ମ୍ୟାଚ୍‌କୁ ୯୩ ରନ୍‌ର ବିଶାଳ ବ୍ୟବଧାନରେ ଜିତିଥିଲା। ଭାରତର ପରବର୍ତ୍ତୀ ମ୍ୟାଚ୍ ଏହାର ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ହେବାକୁ ଯାଉଛି। ଏହା ପୂର୍ବରୁ ପାକ୍ ଅଧିନାୟକ ଏକ ବଡ଼ ବୟାନ ଦେଇଛନ୍ତି।

IND vs PAK: ଆମେ ଯେକୌଣସି ଦଳକୁ ପରାସ୍ତ କରିପାରିବୁ… ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ପାକ୍ ଅଧିନାୟକଙ୍କ ଧମକ!
Image Credit: Salman Agha Fires Warning

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More