IND vs SA: ଦ୍ରୁତ ବୋଲର ବୁମ୍ରା ବିଦେଶୀ ମାଟିରେ ରଚିଲେ ଇତିହାସ; କଲେ ଏହି ବିଶେଷ ରେକର୍ଡ

IND vs SA 1st Test: ଜସପ୍ରୀତ ବୁମ୍ରା ୨୦୧୮ ମସିହାରେ ନିଜର ଟେଷ୍ଟରେ ଡେବ୍ୟୁ କରିଥିଲେ ଏବଂ ସେବେଠାରୁ ସେ ନିଜ ନାମରେ ଅନେକ ଅନନ୍ୟ ରେକର୍ଡ ସୃଷ୍ଟି କରିଛନ୍ତି ।

IND vs SA: ଦ୍ରୁତ ବୋଲର ବୁମ୍ରା ବିଦେଶୀ ମାଟିରେ ରଚିଲେ ଇତିହାସ; କଲେ ଏହି ବିଶେଷ ରେକର୍ଡ

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More