India Squad: ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷଣା ହେଲା ଦଳ, ଗିଲ୍ ହେଲେ ଅଧିନାୟକ, ଫେରିଲେ ବିରାଟ-ରୋହିତ

India Squad For Australia Tour: ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଏବଂ ବିରାଟ କୋହଲି ଏକଦିବସୀୟ ଦଳରେ ସାମିଲ ଅଛନ୍ତି। କିନ୍ତୁ ବଡ଼ କଥା ହେଉଛି ରୋହିତ ଆଉ ଦଳର ଅଧିନାୟକତ୍ୱ କରିବେ ନାହିଁ।

India Squad: ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷଣା ହେଲା ଦଳ, ଗିଲ୍ ହେଲେ ଅଧିନାୟକ, ଫେରିଲେ ବିରାଟ-ରୋହିତ
Image Credit: India Squad For Australia Tour

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More