Indian Squad: ଇଂଲଣ୍ଡ ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ଗିଲ ହେଲେ ଅଧିନାୟକ, BCCI ଦେଲା ଏହି ୧୮ ଖେଳାଳିଙ୍କୁ ସୁଯୋଗ

IND vs ENG Indian Squad for England Test Series: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳ ବିସିସିଆଇ ଚୟନ କମିଟି ଘୋଷଣା କରିଛି। ଏହା ସମେତ ଚୟନ କମିଟି ଦଳର ନୂତନ ଅଧିନାୟକ ଏବଂ ଉପ-ଅଧିନାୟକଙ୍କୁ ମଧ୍ୟ ଚୟନ କରିଛନ୍ତି। ରୋହିତ ଶର୍ମାଙ୍କ ଅବସର ପରେ ଖାଲି ପଡ଼ିଥିବା ପଦବୀରେ ଶୁବମନ ଗିଲଙ୍କୁ ଅଧିନାୟକ କରାଯାଇଛି।

Indian Squad: ଇଂଲଣ୍ଡ ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ଗିଲ ହେଲେ ଅଧିନାୟକ, BCCI ଦେଲା ଏହି ୧୮ ଖେଳାଳିଙ୍କୁ ସୁଯୋଗ
Image Credit: ଇଂଲଣ୍ଡ ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଘୋଷଣା

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments