)
Cricket News: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ମ୍ୟାଚ ପାଇଁ ଟିମ୍ ଇଣ୍ଡିଆ ପକ୍ଷରୁ ଖେଳାଳି ଘୋଷଣା କରାଯାଇଛି । କେ.ଏଲ୍ ରାହୁଲ୍ଙ୍କ ନେତୃତ୍ବରେ ଦିନିକିଆ ସିରିଜ ଖେଳିବାକୁ ଯାଉଛି ଭାରତ ।
ଆହତ କାରଣରୁ ବାଦ୍ ପଡ଼ିଥିବା ଶୁବମନ ଗିଲ୍ଙ୍କ ସ୍ଥାନରେ ନେତୃତ୍ବ ନେବାକୁ ଯାଉଛନ୍ତି କେ.ଏଲ୍ ରାହୁଲ୍ । ରୋହିତ ଶର୍ମାଙ୍କ ସହ ଓପନିଂ କରିବେ ଯଶ୍ବସୀ ଜୟସ୍ବାଲ, କୋହଲି, ତିଲକ, ପନ୍ତ, ୱାଶିଂଟନ୍, ଜାଡେଜା, କୁଲଦୀପ, ନୀତିଶ, ହର୍ଷିତ, ରିତୁରାଜ, ପ୍ରସିଦ୍ଧ, ଅର୍ଶଦୀପ, ଜୁରେଲ୍ ଦଳରେ ସାମିଲ୍ ଅଛନ୍ତି ।