India vs Bangladesh: ଟିମ୍ ଇଣ୍ଡିଆର ବାଂଲାଦେଶ ଗସ୍ତ ବାତିଲ, ବିସିସିଆଇ ଦେଲା ସୂଚନା

India tour of Bangladesh: ଅଗଷ୍ଟ ୨୦୨୫ ରେ ସୀମିତ ଓଭର ସିରିଜ ପାଇଁ ଟିମ୍ ଇଣ୍ଡିଆ ବାଂଲାଦେଶ ଯିବ ନାହିଁ। ଭାରତୀୟ କ୍ରିକେଟ୍ କଣ୍ଟ୍ରଲ ବୋର୍ଡ ଏହା ନିଶ୍ଚିତ କରିଛି। ବାଂଲାଦେଶ ଗସ୍ତକୁ ପୁନଃନିର୍ଦ୍ଧାରିତ କରିବାକୁ ନିଷ୍ପତ୍ତି ନିଆଯାଇଛି।

India vs Bangladesh: ଟିମ୍ ଇଣ୍ଡିଆର ବାଂଲାଦେଶ ଗସ୍ତ ବାତିଲ, ବିସିସିଆଇ ଦେଲା ସୂଚନା
Image Credit: ଟିମ୍ ଇଣ୍ଡିଆର ବାଂଲାଦେଶ ଗସ୍ତ ବାତିଲ

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments