India vs Australia 4th T20I: ଅଷ୍ଟ୍ରେଲିଆକୁ ୪୮ ରନରେ ପରାସ୍ତ କଲା ଭାରତ, ସିରିଜରେ ୨-୧ ରେ ଆଗୁଆ

India won by 48 runs: ଗୁରୁବାର ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ ୪୮ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ରେ ୨-୧ର ଅଗ୍ରଣୀ ହାସଲ କରିଛି।

India vs Australia 4th T20I: ଅଷ୍ଟ୍ରେଲିଆକୁ ୪୮ ରନରେ ପରାସ୍ତ କଲା ଭାରତ, ସିରିଜରେ ୨-୧ ରେ ଆଗୁଆ
Image Credit: India won by 48 runs

About the Author