Asia Cup Final: ଫାଇନାଲରେ ଏହା ହୋଇପାରେ ଭାରତ ଏବଂ ପାକିସ୍ତାନର ପ୍ଲେଇଂ-11, ଜାଣନ୍ତୁ ପିଚ୍ ରିପୋର୍ଟ

Asia Cup 2025 Final: ୨୦୨୫ ଏସିଆ କପ୍ ଫାଇନାଲ୍ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟାଇଟଲ୍ ମ୍ୟାଚ୍ ରବିବାର ଅର୍ଥାତ୍ ସେପ୍ଟେମ୍ବର ୨୮ ତାରିଖରେ ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଖେଳାଯିବ।

Asia Cup Final: ଫାଇନାଲରେ ଏହା ହୋଇପାରେ ଭାରତ ଏବଂ ପାକିସ୍ତାନର ପ୍ଲେଇଂ-11, ଜାଣନ୍ତୁ ପିଚ୍ ରିପୋର୍ଟ
Image Credit: India vs Pakistan Asia Cup 2025 Final

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More