Viral Kohli: ବିରାଟ କୋହଲିଙ୍କ ଶତକ ପରେ ଭାବୁକ ହେଲେ ରୋହିତ୍ ଶର୍ମା, ଗ୍ୟାଲେରିରୁ ଭାଇରାଲ ହେଲା ଏହି ଭିଡିଓ...

Viral Kohli: ରୋହିତ ୫୧ ବଲ୍ ରେ ୫୭ ରନ୍ କରି ଆଉଟ୍ ହୋଇଥିଲେ ଏବଂ ତୃତୀୟ ୱିକେଟ୍ ପାଇଁ ୧୩୬ ରନ୍ ର ଭାଗୀଦାରୀ କରିଥିଲେ। ଏହି ଇନିଂସଗୁଡ଼ିକ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ପାଇଁ କୌଣସି ସଞ୍ଜିବନୀ ଠାରୁ କମ୍ ନୁହେଁ।

Viral Kohli: ବିରାଟ କୋହଲିଙ୍କ ଶତକ ପରେ ଭାବୁକ ହେଲେ ରୋହିତ୍ ଶର୍ମା, ଗ୍ୟାଲେରିରୁ ଭାଇରାଲ ହେଲା ଏହି ଭିଡିଓ...

About the Author