WTC ରେ ଇତିହାସ ରଚିଲେ ଜସପ୍ରିତ ବୁମ୍ରା, ଭାରତର ପ୍ରଥମ ଦ୍ରୁତ ବୋଲର ଭାବେ କଲେ ଏହି ରେକର୍ଡ

India vs West Indies: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଇନିଂସରେ ଜସପ୍ରିତ ବୁମ୍ରା ଚମତ୍କାର ବୋଲିଂ କରିଥିଲେ। ବୁମ୍ରାଙ୍କ ବୋଲିଂରେ ବିପକ୍ଷ ବ୍ୟାଟସମ୍ୟାନମାନେ ଅସହାୟ ନଜର ଆସୁଥିଲା। ବୁମ୍ରା ତିନୋଟି ୱିକେଟ ହାସଲ କରିଛନ୍ତି।

WTC ରେ ଇତିହାସ ରଚିଲେ ଜସପ୍ରିତ ବୁମ୍ରା, ଭାରତର ପ୍ରଥମ ଦ୍ରୁତ ବୋଲର ଭାବେ କଲେ ଏହି ରେକର୍ଡ
Image Credit: Jasprit Bumrah's Records

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More