New Jersey Sponsor: ଟିମ୍ ଇଣ୍ଡିଆକୁ ମିଳିଲା ନୂଆ ସ୍ପନସର, ଆପୋଲୋ ଟାୟର୍ସ ପ୍ରତି ମ୍ୟାଚ୍ ପାଇଁ ଦେବ ଏତିକି କୋଟି ଟଙ୍କା

Team India New Jersey Sponsor: ଆପୋଲୋ ଟାୟର୍ସ ଟିମ୍ ଇଣ୍ଡିଆର ନୂତନ ଜର୍ସି ପ୍ରାୟୋଜକ ହୋଇଛି। ଆପୋଲୋ ଟାୟର୍ସ ୨୦୨୭ ପର୍ଯ୍ୟନ୍ତ ବିସିସିଆଇ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛି।

New Jersey Sponsor: ଟିମ୍ ଇଣ୍ଡିଆକୁ ମିଳିଲା ନୂଆ ସ୍ପନସର, ଆପୋଲୋ ଟାୟର୍ସ ପ୍ରତି ମ୍ୟାଚ୍ ପାଇଁ ଦେବ ଏତିକି କୋଟି ଟଙ୍କା
Image Credit: ଟିମ୍ ଇଣ୍ଡିଆକୁ ମିଳିଲା ନୂଆ ସ୍ପନସର

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More